ଗାଁ ଭିତରେ ମେଳା ସମୟରେ ହଟାତ ବାହାରିଲା ଭୟାନକ Ahiraj ସାପ,Rescuing ବେଳେ ଘଟିଲା ଏତେ ବଡ ଅଘଟଣ ଯେ ଥରିବେ ଆପଣ

Spread the love

ତେବେ ନିକଟରେ ଓଡ଼ିଶାର ଏକ ଗ୍ରାମରେ ଏକ ବହୁତ ବଡ଼ ଅହିରାଜ ସାପ ଥିବାର ଖବର ଆସିଥିଲା।ସୂଚନା ଅନୁସାରେ ସେହି ସାପଟି ଏକ କାଠ ଗଦା ଭିତରେ ଲୁଚି ରହିଥିଲା।ତେବେ ନିକଟରେ ଥିବ ଜଣେ ବ୍ୟକ୍ତି ଏହା ସମ୍ପର୍କରେ ଖବର ପାଇବା ପାରେ ସେହି ସାପକୁ ଦେଖି ଅଧିକ ଭୟଭୀତ ହୋଇ ସେହି ସ୍ଥାନ ଛାଡି ଚାଲି ଯାଇଥିଲେ।ତେବେ ସେ ଯେଉଁ ସମୟରେ ସେହି ସାପକୁ ଦେଖିଲେ ସେହି ସମୟରେ ସେହି ସାପଟି ସେହିଠାରେ ଏକ ଜାଗାରେ ସୋଇଥିଲା।

ତେବେ ସେ ଏହାପରେ ସେହି ସାପକୁ ସେହି ସ୍ଥାନରୁ ଘଉଡାଇବା ପାଇଁ ପ୍ରୟାସ କରିଥିଲେ।କିନ୍ତୁ ତାଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଥିଲା।ଏହା ସହିତ ସେହି ସାପ କେଉଁ ଆଡ଼କୁ ମଧ୍ୟ ଯିବାର ନାମ ନେଉ ନଥିଲା।ଏହି କାରଣରୁ ସେହି ସାପ ବିଷୟରେ ଶେଷରେ ବନ ବିଭାଗର କର୍ମଚରୀମାନଙ୍କୁ ଜଣା ଯାଇଥିଲା।ଏହାପରେ ସେମାନେ ସେହି ସ୍ଥାନକୁ ଆସି ସେହି ସାପକୁ ବାହାର କରିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଥିଲେ।ତେବେ ସେହି ସାପଟି କାଠ ଗଦା ଭିତରେ ରହିଥିବାରୁ ତାକୁ ବାହାର କରିବା ପାଇଁ ଅନେକ ସମୟ ଲାଗିଥିଲା।

ତେବେ ସୂଚନା ଅନୁସାରେ ସେହି ସାପକୁ ବାହାର କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥିଲା ବନ ବିଭାଗର କର୍ମଚାରୀ ମାନଙ୍କୁ।ଏହାପରେ ଶେଷରେ ସେମାନେ ଅନେକ ପ୍ରୟାସ ପରେ ଶେଷରେ ସେହି ସାପକୁ ବାହାର କରିବାରେ ସଫଳ ହୋଇଥିଲେ।ଏହା ସହିତ ସେମାନେ ସେହି ସାପକୁ ଏକ ସୁରକ୍ଷିତ ସ୍ଥାନକୁ ମଧ୍ୟ ନେଇ ଛାଡ଼ି ଆସିଥିଲେ।ଏହାପରେ ସେମାନେ ସେହି ସାପକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଛାଡ଼ି ଆସିଥିଲେ।ତେବେ ସେହି ସାପ କାହାକୁ କ୍ଷତି କରୁ ନଥିଲେ ମଧ୍ୟ ଏହି ଭଳି ଭୟଙ୍କର ସାପ ଘର ପାଖରେ ରହିବା ବହୁତ କ୍ଷତିକାରକ।

ଏହି କାରଣରୁ ସେମାନେ ବନ ବିଭାଗକୁ ଏହି ସାପ ବିଷୟରେ ଖବର ଦେଇଥିଲେ।ତେବେ ଏହା ପରେ ବନ ବିଭାଗର କର୍ମଚାରୀ କହିଥିଲେ କି ଏହି ସାପ କାହାକୁ କାମୁଡ଼ିଲେ ଏହା ତାଙ୍କ ପାଇଁ ବହୁତ ଅଧିକ କ୍ଷତିକାରକ।ଏହି ସାପ ଦେଖିବା ପାଇଁ ମଧ୍ୟ ବହୁତ ଆକର୍ଷଣୀୟ ହୋଇଥାଏ।ତେବେ ସୂଚନା ଅନୁସାରେ ଏହି ସାପ ସାଧାରଣ ଭାବରେ ଏପରି କୌଣସି ସ୍ଥାନରେ ଲୋକମନଙ୍କ ସମ୍ମୁଖକୁ ଆସନ୍ତି ନାହିଁ।ଏମାନେ କେବଳ ସମୟ ସମୟରେ ବାହାରକୁ ଚାଲି ଆସିଥାନ୍ତି।

ତେବେ ଏହି ସାପ ଅନ୍ୟ ସାପ ମାନଙ୍କୁ ମଧ୍ୟ ଖାଇ ଦେଇଥାନ୍ତି।ଏହି କାରଣରୁ ଏହି ସାପ ଗୁଡ଼ିକ ବହୁତ ଅଧିକ କ୍ଷତି ମଧ୍ୟ କରି ପାରନ୍ତି।ତେବେ ସୂଚନା ଅନୁସାରେ ଏହି ସାପ କାହା ଉପରେ ଅଚାନକ ଆକ୍ରମଣ କରନ୍ତି ନାହିଁ।ଏମାନଙ୍କୁ ଯିଏ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରେ ସେମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥାନ୍ତି।ଏହା ସହିତ ଏହି ସାପକୁ ଅନେକ ଲୋକ ମାରି ଦେଇଥାନ୍ତି।ତେବେ ଏପରି ନ କରିବା ପାଇଁ ବନ ବିଭାଗର କର୍ମଚାରୀ ଅନୁରୁଧ କରିଥିଲେ।ଏହା ସହିତ ସେ କହିଥିଲେ କି ଏଭଳି ସାପ ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବା ଫଳରେ ସେମାନେ ସାପକୁ ଆସି ଅନ୍ୟ ସ୍ଥାନରେ ନେଇ ଛାଡ଼ିଦେବେ।

Leave a Reply

Your email address will not be published. Required fields are marked *