ଓଡ଼ିଆ Yatra ହିରୋଇନ Khusi କହିଲେ ଜୀବନରେ ପ୍ରେମ କରି ଏତେ ଦୁଃଖ ପାଇଛି ସେଥିପାଇଁ ବିବାହ କରିବି ନାହିଁ,କାରଣ ସେ ମୋ ସହ ସବୁକିଛି

Spread the love

ଡ୍ରାମା ଅଭିନେତ୍ରୀ ଖୁସିଙ୍କୁ ଓଡ଼ିଆ ଅଭିନୟ ଯାତ୍ରା ଜଗତରେ ସମସ୍ତେ ଭଲ ଭାବରେ ଜାଣନ୍ତି।ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରନ୍ତି।ତେବେ ଏହି ଅଭିନେତ୍ରୀ ନିଜକଟରେ ନିଜର ଏକ ସାକ୍ଷାତକାର ଦେଇଥିଲେ।

ତେବେ ଏହି ଅଭିନେତ୍ରୀ ନିକଟରେ ନିଜର ସାକ୍ଷାତକାର ଦେଇ କହିଥିଲେ କି ନିଜର ପିଲାବେଳୁ ସେ ଅଭିନୟ ପ୍ରତି ଅନେକ ଭାବରେ ଆକର୍ଷିତ ଥିଲେ।ଯେଉଁ କାରଣରୁ ସେ ପିଲାବେଳୁ ଟିଭିରେ ଅଭିନୟ ଦେଖିବା ପରେ ନିଜେ ନିଜେ ଆସି ଅଭିନୟ କରୁଥିଲେ।ଏହା ସହିତ ସେ କହିଥିଲେ କି ସେ ଅନେକ ଡ୍ରାମାରେ ଅଭିନୟ କରି ସାରିଛନ୍ତି।

ଏହା ସହିତ ସେ ନିଜର ଏହି ଅଭିନୟ ମାଧ୍ୟମରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ପାଖରେ ପରିଚିତ କରିବାରେ ମଧ୍ୟ ସଫଳ ହୋଇ ପାରିଥିଲେ।ଏହା ସହିତ ସେ କହିଥିଲେ କି ସେ ବାର୍ଷିକ ପ୍ରାୟ ୩-୪ ଲକ୍ଷ ଟଙ୍କା କମାଇ ଦିଅନ୍ତି।ଏହା ସହିତ ସେ କହିଥିଲେ କି ଏହି ମହାମାରୀ ଆରମ୍ଭ ହେବା ପରେ ସେ ଆଉ ସଠିକ ଭାବରେ ଅଭିନୟ କରି ପାରି ନାହାଁନ୍ତି।

ଯାହା ଫଳରେ ସେ ନିଜର ଅଭିନୟ ପାଇଁ ଶେଷରେ ଲୋକମାନଙ୍କ ପାଖରେ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେ କହିଥିଲେ କି ସେ ବର୍ତ୍ତମାନ ନୂତନ ଭାବରେ ଯାତ୍ରା ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ଯେଉଁ କାରଣ ପାଇଁ ସେ ଅତ୍ୟନ୍ତ ଖୁସି ଅଛନ୍ତି।ଏହାସହିତ ସେ କହିଛନ୍ତି କି ସେ ନିଜର ଜୀବନରେ ଅନେକ ବଡ଼ ବଡ଼ ନିଷ୍ପତି ନେଇଛନ୍ତି।

ତେବେ ସେ ବର୍ତ୍ତମାନ ଡ୍ରାମା ଦୁନିଆରୁ ଦୂରେଇ ଯାଇ ବର୍ତ୍ତମାନ ଯାତ୍ରା ଦୁନିଆରେ ନିଜର ଅଭିନୟ ଆରମ୍ଭ କରିଛନ୍ତି।ତେବେ ସେ ନିଜର ବିବାହ ସମ୍ପର୍କରେ କହିଥିଲେ କି ସେ ବିବାହ କରିବାକୁ ଚାହୁଁ ନାହାନ୍ତି।ତେବେ ସେ କହିଥିଲେ କି ସେ ନିଜର ପିତାମାତାଙ୍କ ସେବା କରିବା ସହିତ ତାଙ୍କର ଯତ୍ନ ଆଗାମୀ ସମୟରେ ରଖିବାକୁ ଚାହୁଁଛନ୍ତି ଯେଉଁ କାରଣ ପାଇଁ ସେ ବିବାହ କରିବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ।

ଏହା ସହିତ ସେ କହିଥିଲେ କି ବର୍ତ୍ତମାନ ଯାତ୍ରା ଦୁନିଆରେ ପାଦ ଦେଇ ବର୍ତ୍ତମାନ ଅନେକ ଖୁସି ଅଛନ୍ତି।ଏହାସହିତ ସେ କହିଥିଲେ କି ପିଲାବେଳୁ ସେ ଜଣେ ଭଲ କଳାକାର ହେବାକୁ ଚାହୁଁଥିଲେ ଏହା ସହିତ ସେ ବର୍ତ୍ତମାନ ନିଜକୁ ଏକ ଭଲ କଳାକାର ଭାବରେ ମଧ୍ୟ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଯାହା ଫଳରେ ସେ ଅନେକ ଖୁସି ଥିବା କହିଛନ୍ତି।

ଏହା ସହିତ ସେ କହିଥିଲେ କି ଓଡ଼ିଶାର ସମସ୍ତ ଲୋକ ଏହି ମହାମାରୀ ସମୟରେ ନିଜକୁ ସୁରକ୍ଷିତ ରଖନ୍ତୁ।ଏହା ସହିତ ସେ କହିଥିଲେ କି ଏହି ମହାମାରୀ ଭଗବାନଙ୍କ କୃପାରୁ ଖୁବ ଶୀଘ୍ର ଚାଲିଯିବ।ଏହାପରେ ସମସ୍ତେ ନିଜର ସ୍ବାଭାବିକ ଜୀବନ ଅତିବାହିତ କରିବେ।ଏହା ସହିତ ସମସ୍ତଙ୍କୁ ସଚେତନ କରିବାକୁ ସେ ଉପଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *