ବହୁତ ରାଗି ହୋଇଥାନ୍ତି ଏହି ୩ ଟି ନାମର ଝିଅ – ଏମାନଙ୍କ ରାଗରେ ଏମାନେ ବହୁତ କିଛି କରି ଦିୟନ୍ତି – ଏମାନଙ୍କ ବିଷୟରେ ଜାଣିରଖନ୍ତୁ

Spread the love

ପ୍ରତ୍ୟେକ ବ୍ୟକ୍ତିର ସ୍ଵଭାବ ସେହି ବ୍ୟକ୍ତିର ନାମରୁ ଜଣା ପଡ଼ିଥାଏ।ଏହା ସହିତ ପ୍ରତ୍ୟେକ ମହିଳାଙ୍କର ସ୍ଵଭାବ ମଧ୍ୟ ସେମାନଙ୍କର ନମରୁ ଜଣା ପଡ଼ିଥାଏ।ତେବେ ଏପରି କିଛି ନାମର ମହିଳା ଅଛନ୍ତି ଯେଉଁମାନେ ସ୍ୱଭାବରେ ବହୁତ ଅଧିକ ରାଗି ହୋଇଥାନ୍ତି।ଏମାନଙ୍କୁ ପ୍ରତ୍ୟେକ ବ୍ୟକ୍ତି ଡରି ଥାଆନ୍ତି।ନାରୀ ମାନେ କେବଳ ଦୁର୍ବଳ ନୁହନ୍ତି ସେମାନଙ୍କର ଏକ ନାରାୟଣୀ ରୂପ ମଧ୍ୟ ରହିଥାଏ।ତେବେ ପ୍ରତ୍ୟେକ ପୁରୁଷ ନାରୀ ମାନଙ୍କୁ ସମ୍ମାନ କରିବା ଆବଶ୍ୟକ।

ନଚେତ ଏପରି ସମୟ ଆସେ ଯେତେବେଳେ ସେମାନଙ୍କୁ କିଛି ପରିଣାମ ଭୋଗିବାକୁ ପଡିପାରେ।ସମାଜରେ ଏପରି କିଛି ଅସଭ୍ୟ ପୁରୁଷ ଅଛନ୍ତି ଯେଉଁମାନେ ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ କରିବା ଜାଣନ୍ତି ନାହିଁ।ସେମାନେ ନିଜର ଖରାପ ସ୍ଵଭାବ ଦ୍ଵାରା ଅନେକ ମହିଳା ମାନଙ୍କୁ ହଇରାଣ କରିଥାନ୍ତି।ଫଳରେ ନାରୀମାନେ ସମାଜରେ ନିଜକୁ ଅସୁରକ୍ଷିତ ମନେ କରିଥାନ୍ତି।କିନ୍ତୁ ଏହା ସବୁ ପରେ ମଧ୍ୟ ସମାଜରେ ଏପରି କିଛି ମହିଳା ଅଛନ୍ତି ଯାହାଙ୍କ ସହିତ କିଛି ବି ଖରାପ ବ୍ୟବହାର କରିବା ଫଳରେ ସେମାନେ ନିଜର ନାରାୟଣୀ ରୂପ ଦେଖାଇ ଥାଆନ୍ତି।

ଅର୍ଥାତ ସେମାନେ ବହୁତ ଅଧିକ କ୍ରୋଧିତ ସ୍ୱଭାବର ହୋଇଥାନ୍ତି।ସେଥିପାଇଁ ପ୍ରତ୍ୟେକ ମହିଳାଙ୍କର ସମ୍ମାନ କରିବା ଆବଶ୍ୟକ।ତେବେ ଆମେ ବର୍ତ୍ତମାନ ଏପରି କିଛି ନାମର ମହିଳାଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କର କ୍ରୋଧ ସର୍ବଦା ଚରମ ସୀମାରେ ରହିଥାଏ।ଅନେକ ଝିଅ ରାଗି ସ୍ୱଭାବର ଦେଖା ଯାଇଥାନ୍ତି।କିନ୍ତୁ ସେମାନେ ଏପରି ସ୍ୱଭାବର ହୋଇ ନଥାନ୍ତି।

ଇଂରାଜୀ ଅକ୍ଷର N ନାମର ଝିଅମାନେ:- ଏହି ନାମର ଝିଅମାନେ ଅଧିକ ରାଗି ସ୍ୱଭାବର ହୋଇଥିଲେ ମଧ୍ୟ ଏମାନେ ମନରୁ ବହୁତ ସଫା ହୋଇଥାନ୍ତି।ଏମାନେ ସର୍ବଦା ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିଥାନ୍ତି।ଏମାନେ କାହା ଅନୁସାରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ।

ଏହା ସହିତ ଏମାନେ ନିଜ ଜୀବନରେ ସମସ୍ତ ସମସ୍ୟାର ଦୃଢତାର ସହିତ ମୁକାବିଲା କରିଥାନ୍ତି।ଏମାନେ କେବେ ମଧ୍ୟ କୌଣସି କାର୍ଯ୍ୟକୁ ଅଧା ଛାଡନ୍ତି ନାହିଁ।ଏହା ସହିତ ଏମାନେ ଅନେକ ସମୟରେ ଦୃଢ ନିଷ୍ପତି ନେଇଥାନ୍ତି।

ଇଂରାଜୀ ଅକ୍ଷର S ନାମର ଝିଅ ମାନେ:- ଏହି ନାମର ଝିଅମାନେ ବହୁତ ଭଲ ସ୍ୱଭାବର ହୋଇଥାନ୍ତି।ଏମାନେ ସର୍ବଦା ଅନ୍ୟର ଭଲ ଚିନ୍ତା କରିଥାନ୍ତି।କିନ୍ତୁ ଏମାନଙ୍କୁ କଷ୍ଟ ଦେବା ଭଳି କାର୍ଯ୍ୟ ଯେଉଁମାନେ କରିଥାନ୍ତି ସେମାନେ ଏମାନଙ୍କ କ୍ରୋଧର ଶିକାର ହୋଇଥାନ୍ତି।ଏମାନେ କେବେ ମଧ୍ୟ ସତ୍ୟ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ।

ଇଂରାଜୀ ଅକ୍ଷର M ନାମର ଝିଅ:- ଏହି ନାମର ଝିଅ ମାନେ ବହୁତ ଅଧିକ ରାଗି ସ୍ୱଭାବର ହୋଇଥାନ୍ତି।ସେଥିପାଇଁ ଏମାନଙ୍କୁ ଯେଉଁମାନେ ବିବାହ କରିଥାନ୍ତି ସେମାନଙ୍କୁ ସମ୍ଭାଳି କାର୍ଯ୍ୟ କରିବା ଆବଶ୍ୟକ ଏମାନେ ଅନେକ ସମୟରେ ଛୋଟ ଛୋଟ କଥାରେ ଅଧିକ କ୍ରୋଧିତ ହୋଇ ଯାଇଥାନ୍ତି।

କିନ୍ତୁ ଏମାନେ ଯେତେ ଶୀଘ୍ର ରାଗି ଯାଇଥାନ୍ତି ଏମାନେ ସେତେ ଶୀଘ୍ର ଶାନ୍ତ ମଧ୍ୟ ହୋଇ ଯାଇଥାନ୍ତି।ସେଥିପାଇଁ ଏମାନଙ୍କୁ ସମସ୍ତେ ଭଲ ମଧ୍ୟ ପାଇଥାନ୍ତି।ଏହା ସହିତ ଏହି ନାମର ଝିଅ ମାନେ ଅଧିକ ସନ୍ଦେହ କରିଥାନ୍ତି।ସେଥିପାଇଁ ସତର୍କ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *