ପୁରୁଷ ଶୂନ୍ୟ ଏହି ଗ୍ରାମ – ଏହି ଗାଁ ରେ ବାହା ହେବା ପାଇଁ ନାହାନ୍ତି ଗୋଟିଏ ହେଲେ ପୁଅ – କାରଣ ଜାଣିଲେ ଆପଣ ମଧ୍ୟ କହିବେ ଏମିତି କାହିଁକି ହେଲା..

Spread the love

ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ କଥା ଘଟୁଛି।ତେବେ ଏପରି କିଛି ଘଟଣା ରହିଛି ଯାହାକୁ ବିଶ୍ୱାସ କରିବା ମଧ୍ୟ ବହୁତ କଠିନ ହୋଇଥାଏ।ଆମେ ବର୍ତ୍ତମାନ ସେହିପରି ଏକ ଘଟଣା ବିଷୟରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ଯେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବ ନାହିଁ।ତେବେ ସେହି ଘଟଣାଟି ହେଉଛି ଏପରି ଏକ ଗ୍ରାମ ଅଛି ଯେଉଁ ଗ୍ରାମରେ ଜଣେ ବି ପୁରୁଷ ରୁହନ୍ତି ନାହିଁ।ଏହା ଶୁଣିବାକୁ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ଏକ ସତ୍ୟ ଘଟଣା।

ଏହି ଗ୍ରାମ କେନିୟା ଦେଶରେ ଅବସ୍ଥିତ।ତେବେ ଏହି ଗ୍ରାମରେ କେବଳ ମହିଳା ମାନେ ବସବାସ କରିଥାନ୍ତି।ଏହି ଗ୍ରାମଟି ସମ୍ପୂର୍ଣ୍ଣ ଭାବରେ କଣ୍ଟା ବାଡ଼ରେ ଘେରି ହୋଇ ରହିଛି।ଏହି ଗ୍ରାମଟି ପ୍ରଥମେ ୧୯୯୦ ମସିହାରେ ୧୫ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିଲା।ଏହା ପରେ ଏହି ଗ୍ରାମରେ କିଛି ବ୍ରିଟିଶ ସୈନିକ ମାନେ ଆସି  କରି ସେମାନଙ୍କୁ ଅନେକ ନିର୍ଯାତନା ଦେଇଥିଲେ।

ଏହାପରେ ଏହି ଗ୍ରାମଟି ପୁରୁଷ ମାନଙ୍କ ହିଂସାର ଶିକାର ହୋଇଥିଲା।ଏହାପରେ ଏହି ମହିଳାମାନେ ନିଜ ଗ୍ରାମରେ ପୁରୁଷ ମାନଙ୍କୁ ପ୍ରେବେସକୁ ନିଷେଧ କରି ଦେଇଥିଲେ।ଏହା ସହିତ ଏହି ଗ୍ରାମର ମହିଳା ମାନେ ଗ୍ରାମରେ କୌଣସି ପୁରୁଷ ନ ଥାଇ ମଧ୍ୟ ସେମାନେ ଗ-ର୍ଭ-ବ-ତୀ ହୋଇଥାନ୍ତି ଓ ସନ୍ତାନ ଜନ୍ମ ମଧ୍ୟ କରିଥାନ୍ତି।ଏହି ମହିଳାମାନେ ଗ୍ରାମରେ ପୁରୁଷଙ୍କ ପ୍ରେବେଷ ଉପରେ ଏକ ରୋକ ଲଗାଇଛନ୍ତି।

ଏହି ଗ୍ରାମରେ ବର୍ତ୍ତମାନ ୨୫୦ ରୁ ଅଧିକ ମହିଳା ବସବାସ କରୁଛନ୍ତି।ସେମାନଙ୍କ ସହିତ ସେମାନଙ୍କର ସନ୍ତାନ ମାନେ ମଧ୍ୟ ରହୁଛନ୍ତି।ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି।ଏହାସହିତ ଏହି ଗ୍ରାମର ମହିଳାମାନେ ପାରମ୍ପରିକ ଅଳଙ୍କାର ପ୍ରସ୍ତୁତ କରି ସେଗୁଡିକୁ ବିକ୍ରି କରିଥାନ୍ତି।ଏହି ଗ୍ରାମର ଏକ ନିଜସ୍ୱ ୱେବସାଇଟ ରହିଛି।ଏହି ଗ୍ରାମରେ ପୁରୁଷ ନଥାଇ ମଧ୍ୟ ଏମାନେ ଗର୍ଭବତୀ ହୋଇଥାନ୍ତି।

ଏହି ଗ୍ରାମର ମହିଳାମାନେ ସମ୍ପର୍କ ରଖିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି।ସେଠାରେ ସେମାନେ ସମ୍ପର୍କ ରଖିବା ପରେ ସେମାନେ ପୁନଶ୍ଚ ନିଜ ଗ୍ରାମକୁ ଫେରି ଆସି ଥାଆନ୍ତି।ଏହି ଗ୍ରାମରେ କୌଣସି ବିବାହ ପ୍ରଥା ନାହିଁ।ଯେଉଁ ମହିଳା ଯାହାକୁ ଚାହିଁବେ ସେମାନଙ୍କ ସହିତ ସମ୍ପର୍କ ରଖି ପାରିବେ।

ଯଦି କୌଣସି ମହିଳାଙ୍କର ପୁତ୍ର ସନ୍ତାନ ଜାତ ହୋଇଥାଏ।ତେବେ ସେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ନିଜ ସହିତ ରଖି ପାରିବେ।ଯେତେବେଳେ ସେହି ପୁତ୍ର ସନ୍ତାନ ୧୦ ବର୍ଷ ବୟସର ହୋଇଯିବେ ସେତେବେଳେ ସେମାନେ ନିକଟରେ ଥିବା ପୁରୁଷ ମାନଙ୍କ ଗ୍ରାମରେ ସେମାନଙ୍କୁ ନେଇ ଛାଡ଼ି ଆସନ୍ତି।ସେଠାରେ ଥିବା ପୁରୁଷ ମାନେ ସେମାନଙ୍କର ଲାଳନ ପାଳନ କରିଥାନ୍ତି।

ସେମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ସହିତ ସେମାନେ ବଡ଼ ହେବା ପର୍ଯ୍ୟନ୍ତ ସେମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ଵ ବହନ କରିଥାନ୍ତି।ଏହା ସହିତ ଏହି ଗ୍ରାମକୁ ପ୍ରେବେସ କରୁଥିବା ପୁରୁଷ ମାନଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ମଧ୍ୟ ରହିଛି।ଯାହା ଫଳରେ ଏହି ଗ୍ରାମକୁ କୌଣସି ପୁରୁଷ ପ୍ରେବେସ କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *