କଣ ହେଲା ଯେତେବେଳେ Bajrangbali ଙ୍କର ମନ୍ଦିର ଭାଙ୍ଗିବାକୁ ଆସିଲା ଯେସିବି,ଏହା ପରେ ଯାହା ହେଲା ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଗଲେ

କଣ ହେଲା ଯେତେବେଳେ ସରକାର ଭାଙ୍ଗିବାକୁ ଚାହିଁଲେ ହନୁମାନ ମନ୍ଦିର।ଏହା ପରେ ଯେଉଁ ଚମତ୍କାର ହେଲା ତାକୁ ଦେଖି ଆଖି ଫାଟି ରହିଯିବ।ସାଙ୍ଗମାନେ ଆପଣ ହନୁମାନଙ୍କୁ ମାନନ୍ତି କି ନାହିଁ ମୁଁ ଜାଣିନି କିନ୍ତୁ ଆଜି ବି ହନୁମାନ ଅଜୟ ଓ ଅମର ଅଟନ୍ତି ଓ ନିଜର ଅନେକ ଚମତ୍କାର ଦ୍ଵାରା ସବୁବେଳେ ଭକ୍ତଙ୍କ ରକ୍ଷା କରନ୍ତି।ଆମକୁ ଈଶ୍ୱରଙ୍କ ଆକାର ଓ ପ୍ରକାର ବିଷୟରେ ଜଣା ନଥାଉ କିନ୍ତୁ ଈଶ୍ୱରଙ୍କର ଶକ୍ତିର ସାକ୍ଷାତ ଚମତ୍କାର ଆଖି ସାମ୍ନାକୁ ଆସିଥାଏ।

ଯାହା ଦ୍ଵାରା କୋଟି କୋଟି ଲୋକଙ୍କର ଆଶା ଗୋଟେ ମୂର୍ତ୍ତି ସାମ୍ନାରେ ରହିଯାଏ।କିଛି ଦିନ ତଳେ ଏମିତି ଏକ ଘଟଣା ଶାହାଜାହାନପୁର ଜିଲ୍ଲା ସାମ୍ନାରେ ଆସିଥିଲା।ଯେଉଁଠି କି ହନୁମାନଙ୍କ ମନ୍ଦିର ଭାଙ୍ଗିବାକୁ ଯାଇଥିବା ଠିକାଦାର ଓ ତାର ଶ୍ରମିକ ମାନଙ୍କୁ ହନୁମାନଙ୍କ ଶକ୍ତିର ଅନୁଭବ ହୋଇଥିଲା।ଏହା ଦ୍ଵାରା ଲୋକଙ୍କର ଅସ୍ଥା ହନୁମାନଙ୍କ ପ୍ରତି ଆହୁରି ବଢ଼ିଗଲା।

ଶାହାଜାହାନ ପୁର ମନ୍ଦିରରେ ଏକ ୧୩୦ ବର୍ଷ ପୁରୁଣା ମନ୍ଦିରରେ ଏକ ଅନୋଖା ଚମତ୍କାର ଦେଖିବାକୁ ମିଳିଥିଲା।ଯେଉଁଠି ପ୍ରଶାସନ ସଡ଼କ ବନେଇବା ପାଇଁ ମନ୍ଦିରକୁ ହଟେଇବା ପାଇଁ ପହଞ୍ଚି ଥିଲା।ହନୁମାନଙ୍କର ମୂର୍ତ୍ତୀ ଭାଙ୍ଗିବା ପୂର୍ବରୁ ମେସିନ ଖରାପ ହୋଇଯାଇଥିଲା।ଏହା ପରେ ଅଧିକାରୀ ମାନେ ଆଉ ଏକ ମେସିନ ମଗେଇଲେ।

ହେଲେ ଯେତେବେଳେ ଏହି ମେସିନଟି ମନ୍ଦିର ପାଖକୁ ଗଲା ଏହା ମଧ୍ୟ ଖରାପ ହୋଇଗଲା।ଦ୍ୱିତୀୟ ମେସିନ ଟି ଖରାପ ହେବାର ଦେଖି ମୁଣ୍ଡରେ ହାତ ଦେଇବସିଲେ।କିନ୍ତୁ ଅଧିକାରୀମାନେ ପ୍ରୟାସ କରିବା ଛାଡ଼ି ନଥିଲେ।ଏହା ପରେ ସେମାନେ ବଡ଼ ଓ ଅଧିକ ଶକ୍ତିଶାଳୀ ଏକ କ୍ରେନ ମଗେଇଲେ।ଅଧିକାରୀ ଓ ଶ୍ରମିକମାନେ ହନୁମାନଙ୍କ ମୂର୍ତ୍ତିକୁ ବାନ୍ଧିକରି ସେଠାରୁ ହଟାଇବାକୁ ପ୍ରୟାସ କଲେ।

ସେହି ତୃତୀୟ ମେସିନ ମଧ୍ୟ ଖରାପ ହୋଇଗଲା।ଏହା ପରେ ଅଧିକାରୀ ମାନଙ୍କର ହୋସ ଉଡ଼ିଗଲା।କାହିଁକି ନା ତାଙ୍କୁ ହନୁମାନଙ୍କର ଶକ୍ତିର ଆକଳନ ହୋଇସାରିଥିଲା।ମନ୍ଦିରରୁ ହନୁମାନଙ୍କ ମୂର୍ତ୍ତି ହଟାଇବା ବେଳେ ଶୀତ ଦିନେ ଲୋକଙ୍କର ଝାଳ ବାହାରିବାକୁ ଲାଗିଲା।କୁହା ଯାଏ କି ହନୁମାନଙ୍କର ଏହି ମନ୍ଦିରଟି ୧୩୦ ବର୍ଷ ପୁରୁଣା।

କିନ୍ତୁ ଏରା ନାମକ କମ୍ପାନୀ ନୂଆ ସଡ଼କ ବନେଇବା ପାଇଁ ମନ୍ଦିରକୁ ହଟାଇବାକୁ ଚେଷ୍ଟା କରୁଥିଲା।ପ୍ରଶାସନ ମନ୍ଦିରକୁ ହଟାଇବା ପାଇଁ ସବୁ ପ୍ରକାରର ଯୋଜନା କରି ନେଇଥିଲା।କିନ୍ତୁ ଯେତେବେଳେ ଏମିତି ବଡ଼ ବଡ଼ ମେସିନ ନେଇ ମୂର୍ତ୍ତି ହଟାଇବାକୁ ପହଞ୍ଚିଲେ ତିନି ଦିନରେ ତିନୋଟି ମେସିନ ଖରାପ ହୋଇଗଲା।କିନ୍ତୁ ବଜରଙ୍ଗବଲି ଙ୍କର ପ୍ରତିମା ଯେମିତି ଥିଲା ସେମିତି ରହିଲା।ମୂର୍ତ୍ତି ଯେମିତି ଥିଲା

ସେମିତି ରହିଥିଲା।ଏହା ପରେ ପ୍ରଶାସନ ଭାଇବ୍ରେଟର ଆଣିଥିଲା ମୂର୍ତ୍ତିକୁ ଭାଙ୍ଗିବା ପାଇଁ।କିନ୍ତୁ ସବୁ ଥର ଭଳି ଏ ଥର ମଧ୍ୟ ସବୁ ମେସିନ ଠିକ ସମୟରେ ଖରାପ ହୋଇଗଲା।ଏହା ଦେଖି ଅଧିକାରୀମାନେ ଚକିତ ହୋଇଗଲେ ଓ ଆଖ ପାଖ ଲୋକମାନେ ମଧ୍ୟ ହନୁମାନଙ୍କର ଜୟକାର ଲଗାଇବାକୁ ଲାଗିଲେ।ତେବେ ଆପଣ ମଧ୍ୟ ଭକ୍ତ ରେ ଜୟ ହନୁମାନ ପବନପୁତ୍ର କମେନ୍ଟ କରନ୍ତୁ

Leave a Reply

Your email address will not be published. Required fields are marked *