ଯେବେ Jagatsinghapur ଜିଲ୍ଲାର ଛୋଟ ଗାଁ Durgapur ର ମହିଳା ଙ୍କ ପାଦ ନାଗ ସାପ ଉପରେ ପଡିଗଲା ଆଉ ତାପରେ ଯାହା ହେଲା ଜାଣିଲେ ଭୟରେ କମ୍ପି ଉଠିବେ ଆପଣ

Spread the love

ଆମ ଓଡ଼ିଶାରେ ଜଣେ ମହିଳାଙ୍କ ଘରେ ଅଚାନକ ଏକ ଦୁର୍ଘଟଣା ଘଟିଲା।ଯାହା ସମ୍ପର୍କରେ ଶୁଣିବା ପରେ ଯେ କୌଣସି ବ୍ୟକ୍ତି ମଧ୍ଯ ଭୟଭୀତ ହୋଇଯିବ।ଏହା ଥିଲା ଏକ ଭୟଙ୍କର ସର୍ପ ଯାହା ଉପରେ ସେହି ମହିଳାଙ୍କ ପାଦ ପଡ଼ି ଯାଇଥିଲା।ଯାହା ଫଳରେ ସେହି ମହିଳା ତୁରନ୍ତ ଭୟଭୀତ ହୋଇ ସେହି ସ୍ଥାନ ଛାଡି ଦୌଡ଼ି ପକାଇ ଯାଇଥିଲେ।ଏହାପରେ ସେହି ସର୍ପ ସେହି ଘରର ରୋସେଇ ଘର ଭିତରକୁ ପଶି ଯାଇଥିଲା।ଏହାପରେ ସେହି ମହିଳା ଜଣଙ୍କୁ ବହୁତ ଅଧିକ ଭୟଭୀତ ହୋଇ ଯାଇଥିଲେ।

ତେବେ ଯେ କୌଣସି ବ୍ୟକ୍ତି ଏହି କାରଣରୁ ଭୟଭୀତ ହୋଇଯିବା ଏକ ସ୍ବାଭାବିକ କଥା।କାରଣ ଏତେ ବଡ଼ ଓ ଭୟଙ୍କର ନାଗ ସର୍ପ ଯେତେବେଳେ କାହା ସମ୍ମୁଖକୁ ଆସିଯାଏ ତେବେ ସେହି ସମୟରେ ଯେ କୌଣସି ବଡ଼ ବଡ଼ ବ୍ୟକ୍ତି ମଧ୍ୟ ଭୟଭୀତ ହୋଇଯିବ।ତେବେ ଏହି କାରଣରୁ ଅନେକ ଲୋକ ମଧ୍ୟ ସେହି ସାପକୁ ଦେଖିବା ପାଇଁ ସେହି ସ୍ଥାନରେ ଜମା ହୋଇଗଲେ।ଏହା ସହିତ ସେହି ସାପକୁ ଦେଖିବା ପାଇଁ ଅଧିକ ଭିଡ଼ ହେବାରୁ ସେହି ସାପ ମଧ୍ୟ ଲୁଚିବାକୁ ଲାଗିଲା।

ତେବେ ସେହି ସର୍ପ ଏତେ ଭୟଙ୍କର ଥିଲା ଯେ ସେହି ସର୍ପ ପାଖକୁ କୌଣସି ବ୍ୟକ୍ତି ଯିବାକୁ ସାହାସ ମଧ୍ୟ କଲେ ନାହିଁ।ଯାହା ଫଳରେ ଶେଷରେ ବନ ବିଭାଗର କର୍ମଚାରୀଙ୍କୁ ଡକା ଗଲା ସେହି ସାପକୁ କାଢି ଅନ୍ୟ ସ୍ଥାନକୁ ନେଇ ଯିବା ପାଇଁ।କାରଣ ଯଦି ସେହି ସାପ କାହାକୁ କାମୁଡି ଦିଏ ତେବେ ସେହି ବ୍ୟକ୍ତିର ଜୀବନ ପ୍ରତି ଅନେକ ମାତ୍ରାରେ ବିପଦ ରହିବ।ଏହା ସହିତ ସେହି ବ୍ୟକ୍ତିର ବଞ୍ଚିବାର ସମ୍ଭାବନା ମଧ୍ୟ ବହୁତ କମ।

ସେହି କାରଣରୁ କୌଣସି ବ୍ୟକ୍ତି ସେହି ସର୍ପ ପାଖକୁ ଯିବା ପାଇଁ ସାହାସ କଲେ ନାହିଁ।ଏହା ସହିତ ସେହି ଘରକୁ ମଧ୍ୟ କୌଣସି ବ୍ୟକ୍ତି ପ୍ରବେଶ କଲେ ନାହିଁ।ଏହା ସହିତ ଶେଷରେ ବନ ବିଭାଗର କର୍ମଚାରୀ ମାନଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଗଲା।ଏହାପରେ ସେମାନେ ସେହି ସର୍ପକୁ କାଢିବା ପାଇଁ ସେହି ସ୍ଥାନକୁ ଆସିଲେ।ଏହାପରେ ସେମାନେ ମଧ୍ୟ କହିଲେ କି ଏହି ସର୍ପ ବାସ୍ତବରେ ଅନେକ ବିଷାକ୍ତ।

ଏହା ଯଦି କୌଣସି ବ୍ୟକ୍ତିକୁ ଭୁଲରେ ମଧ୍ୟ କାମୁଡି ଦେଇଥାନ୍ତା ତେବେ ସେହି ବ୍ୟକ୍ତିର ବଞ୍ଚିବାର ସମ୍ଭାବନା ବହୁତ କମ ଥିଲା।ଏହା ପରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କଲେ।ସେମାନେ ଅନେକ ସମୟ ପ୍ରୟାସ କରିବା ପରେ ମଧ୍ୟ ସେହି ସର୍ପ ସେମାନଙ୍କୁ ଧରା ଦେଲା ନାହିଁ।ଏହାପରେ ସେମାନେ ଆହୁରି ଅଧିକ ସମୟ ପ୍ରୟାସ କରିବା ପରେ ଶେଷରେ ସେହି ସର୍ପ ସେମାନଙ୍କୁ ଧରା ଦେଲା।ଏହାପରେ ସେମାନେ ସେହି ସର୍ପକୁ ଧରି ନେଇ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିଦେଲେ।

Leave a Reply

Your email address will not be published. Required fields are marked *