ବନ୍ଦ ହୋଇଯିବ ସବୁ ମାଗଣା ସ୍କିମ,ଦିଆଗଲା ଅପଡେଟ୍, କୌଣସି Skim ରେ ମାଗଣା କିଛି ମିଳିବନି,ପ୍ରଥମେ ରାସନ କାର୍ଡ ଯୋଜନା କୁ ଦିଆଯିବ ବାତିଲ,କାରଣ…

Spread the love

ବନ୍ଧୁଗଣ ବନ୍ଦ ହୋଇଯିବ ମାଗଣା ରାସନ ଯୋଜନା। କ-ରୋ-ନା ମ-ହା-ମା-ରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ନ ଯୋଜନାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି।ଶେଷଥର ପାଇଁ ଗତ ମାର୍ଚ୍ଚ ରେ ଏହାକୁ ୬ ମାସ ପାଇଁ ଅର୍ଥାତ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ତେବେ ସେପ୍ଟେମ୍ବର ପରେ,ଯାହାକୁ ନେଇକି ବର୍ତନମାନ ସମୟରେ ବଡ ଖବର ଆସି ପହଂଚିଛି

ତେବେ ଖବର ଅନୁସାରେ ଏହି ଯୋଜନାର ଆଗକୁ ଆଉ ନ ବଢେଇବା ପାଇଁ ମନ୍ତ୍ରାଳୟ ର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି।ତେବେ ମିଳିଥିବା ସୂଚନା ଅନୁଯାୟୀ କେବଳ ଏହି କଥା ନୁହଁ ମାଗଣା ଖାଦ୍ୟ ଯୋଜନା ବୋଲି ନୁହେଁ କୌଣସି ପ୍ରକାର ବଡ ଧରଣ ର ଟିକେଟ ହ୍ରାସ କୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି।ତେବେ କହିବା ଅନୁସାରେ ଏସବୁ କରାଗଲେ ସରକାରଙ୍କ ବିତ୍ତିୟ ସ୍ଥିତି ବିଗିଡି ଯିବ ବୋଲି ଅନୁମାନ କର ଯାଉଛି

ତେବେ ଏଭଳି ସତର୍କ ଘଣ୍ଟି ଏବେ ବାଜି ସାରିଛି ବୋଲି ଜଣ ପଡିଛି ଓ ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ସଂଶୋଧିତ ଅଟକଳ ରେ ଖାଦ୍ୟ ସବ ବିଡ଼ି ବିବାଦ ବ୍ୟୟ ହେଇଥିଲେ ଯାହାକି ୨.୮୬ ଲକ୍ଷ କୋଟି ରହିଥିଲା।ସେହିପରି ଆଗାମୀ ଦିନରେ ୨୦୨୨-୨୩ ରେ ଏହି ବାବଦରେ ବ୍ୟୟ ୨.୦୭ କୋଟି ଟଙ୍କା ରହିପାରେ ବୋଲି ଅନୁମାନ କରଯାଉଛି ବଜେଟ ରେ ଆକଳନ କରାଯାଇଛି।କିନ୍ତୁ ସେପ୍ଟେମ୍ବର ପର୍ଯ୍ୟନ୍ତ

ତେବେ ଏସଏହି କ୍ରମ ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଖାଦ୍ୟ ଯୋଜନା ବୃଦ୍ଧି କରାଯାଇଥିବାରୁ ସେହି ସବୁ ବିଲ ୨.୮୭ ଲକ୍ଷ କୋଟି ଟଙ୍କା କୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ଏହାପରେ ଯଦି ସେପ୍ଟେମ୍ବର ମାସ ପରେ ଯଦି ଉକ୍ତ ଯୋଜନା କୁ ଯଦି ଆଉ ୬ ମାସ ବଢାଇ ଦିଆଯାଏ ତେବେ ସରକାର ଙ୍କ ଉପରେ ବୋଝ ୮୦ ହଜାର ହୋଇଯିବ।ଯାହାକି ମାଗଣା ରାସନ ପ୍ରଦାନ ଅବଧିର ବୃଦ୍ଧି ,ପେଟ୍ରୋଲ ଡିଜେଲ

ତେବେ ଅନେକ ଉପରେ ଅନେକ ହ୍ରାସ ଏବଂ ଖାଇବା ତେଲ ଆଦି କେତେକ ଓ ଅନ୍ୟ କେତେକ ସାମଗ୍ରୀ କୁ ମିଶେଇ ଉପରେ ଆମଦାନୀ ଶୁକ୍ଲ ର ହ୍ରାସ ଗୁରୁତର ପ୍ରଭାବ ପକାଇଛି ।ବର୍ତମାନ ସମୟରେ ଯାହା ପରିସ୍ଥିତି ହେଇଚି ମୁଦ୍ରା ସ୍ଫିତି ନିୟନ୍ତ୍ରଣ ପାଇଁ ଗତ ମାସରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁକ୍ଲ ହ୍ରାସ ଦ୍ବାରା ସରକାର ଙ୍କୁ ହିଁ ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିବ।

ତେବେ ଖାଉଟି ମାନେ ଜାଣିଲେ ରାସନ କାର୍ଡ ଯୋଜନା କାହିଁକି ବନ୍ଦ ହେବ କେବେ ବନ୍ଦ ହେବ ସବୁ ଜାଣିଲେ।ତେବେ ଆପଣ ମାନେ ଏହା ଅନୁଯାୟୀ ନିଜକୁ ଓ ନିଜ ପରିବାର କୁ ପ୍ରସ୍ତୁତ ରଖନ୍ତୁ ।ତେବେ ଆମେ ନୂଆ ପୁରୁଣା ଖବର ,କ୍ରୀଡା ଖବର, ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ,ପଜଲ ଆଦି ନେଇକି ଆସୁ।ତେବେ ପଜଲ ଆପଣଂକୁ କେମିତି ଲାଗେ ତାହା କମେଣ୍ଟ ରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *