ଓଡ଼ିଆ ହିରୋଇନ subhangi ଜେନା କହିଲେ ମୋତେ ହିରୋଇନ ହେବାକୁ ଡାକିକି ଠକିଦେଲେ,ଆଉ ବାବୁସାନ ମତେ ବହୁତ ଥର ସାହାଯ୍ୟ…

Spread the love

ତମେ ଯେବେ ପ୍ରଥମଥର ପାଇଁ କ୍ରାଉନ ପିନ୍ଧିଲ ସେଇଟା କେତେ ମେମୋରେବୁଲ ଥିଲା ତମ ପାଇଁ?ସେଇଟା ଯେତିକି ମେମୋରେବୁଲ ନଥିଲା ମୋର ସେଦିନ ମନେ ଅଛି ଯେ ମତେ ଇନଷ୍ଟାରେ ବହୁତ ଝିଅ ମେସେଜ କରିଥିଲେ କି ସୁଭାଙ୍ଗୀ ମ୍ୟାମ ଆପଣଙ୍କ ପାଇଁ ଆମ ଘରେ ଯେଉଁମାନେ ରାଜି ହେଉନଥିଲେ ମଡେଲିଙ୍ଗ ପାଇଁ

ଛାଡୁ ନଥିଲି ମଡେଲିଙ୍ଗ ପାଇଁ ଏବେ ସେମାନେ ଛାଡୁଛନ୍ତି,ଆଉ ଆଜି ଆମେ ଆପଣଙ୍କ ପାଇଁ ବହୁତ ପ୍ରାଇଜ ଜିତିଛୁ, କ୍ରାଉନ ଜିତିଛି ସବୁକିଛି।ଆଉ ସେଇଟା ହଉଛି ବେଷ୍ଟ ପାର୍ଟ,ସେତେବେଳେ ମତେ ଫିଲ ହେଲା ଯେ ମୁଁ କ୍ରାଉନ ପିନ୍ଧିକି ବହୁତ କିଛି ପାଇଛି।ସୁଭାଙ୍ଗୀ ଆପଣ ସବୁବେଳେ କୁହନ୍ତୁ ଆପଣ ବହୁତ ଷ୍ଟ୍ରଗଲ କରିଛନ୍ତି

ବୋଲି,ହେଲେ ଆଜି ଆମ ଦର୍ଶକ ମାନେ ଜାଣିବାକୁ ଚାହିଁବେ ଆପଣ କଣ କଣ ସବୁ ଷ୍ଟ୍ରଗଲ କରିଛନ୍ତି।ଷ୍ଟ୍ରଗଲ କହିଲେ ମୁଁ ପିଲାଟି ବେଳରୁ ଯେତେ ସବୁ ସ୍କୁଲ ହଉ କିମ୍ବା କୋଣସି ବି ଜାଗାରେ ହଉ,ସବୁ ଜାଗାରେ ଭାଗ ନିଏ,ଜିତେ କିମ୍ବା ହାରେ ସେ ପରକଥା କିନ୍ତୁ ଭାଗ ନିଏ।ମୋର ମାଟ୍ରିକ ସାର୍ଟିଫିକେଟରେ ମଧ୍ୟ ଲେଖା

ହେଇଛି ମୁଁ ସବୁଥିରେ ଭାଗ ନିଏ।ଆଉ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ମତେ ବହୁତ ଲୋକ ଠକିଛନ୍ତି ମଧ୍ୟ,ଠକିଛନ୍ତି ମାନେ ଫେକ କଲ ଆସେ ମୋ ପାଖକୁ ହିରୋଇନ ହେବା ପାଇଁ।ଥରେ ଏମିତି ମୁଁ ମିଛରେ ଭବନେଶ୍ୱର ପଳେଇ ଆସିଥିଲି ହିରୋଇନ ହେବା ପାଇଁ।ମୁଁ ଏଇଟା ସହଜରେ କହିଦେଲି କିନ୍ତୁ ଆପଣ ଭାବି ପାରୁଥିବେ

ଗୋଟେ ଝିଅ ଯେତେବେଳେ ତା ସ୍ଵପ୍ନ ନେଇକି ଗୋଟେ ସହରରୁ ଆଉ ଗୋଟେ ସହରକୁ ଆସେ ସେଇଟା କେତେ କଷ୍ଟ ହୋଇଥାଏ।ତାପରେ ମଧ୍ୟ ମୁଁ କେବେ ହାରି ନଥିଲି ହାର ମାନି ନଥିଲି,ସେଥିପାଇଁ ଆଜି ମୁଁ ଆପଣଙ୍କ ସାମ୍ନାରେ।ଆପଣ ଯେବେ ପ୍ରଥମେ କ୍ୟାମେରା ଫେସ କଲେ ସେଇ ମୋମେଣ୍ଟ କିପରି ଥିଲା

ଆପଣଙ୍କର?ବହୁତ ଜଣ କୁହନ୍ତି କି ସାଇଡ କ୍ୟାରେକ୍ଟର କରିଦେଲେ କି କୋଣସି ଛୋଟ କ୍ୟାରେକ୍ଟର କରିଦେଲେ ଏକ୍ଟ୍ରେଶ ହେବା ବହୁତ ବଡ଼ କ୍ରିଟିକାଲ ହେଇଯାଏ।କିନ୍ତୁ ମୋ ହିସାବରେ ମୁଁ ଏଠି କିଛି ଶିଖିବାକୁ ଆସିଛି ଅଭିନୟ ଶିଖିବାକୁ ଆସିଛି,କୋଣସି ଚରିତ୍ର ଛୋଟ ନୁହେଁ,ଆମେ ଯଦି ଛୋଟ ଚରିତ୍ରରେ

ଅଭିନୟ ନକରିବା କେହିନା କେହି ତ ସେହି ଚରିତ୍ରରେ ଅଭିନୟ କରିବେ ନା,ସେଥିପାଇଁ ସର୍ବ ଶେଷରେ ପ୍ରେମମରେ ବାବୁଶାନଙ୍କର ତ ମୁଁ ବହୁତ ବଡ଼ ଫ୍ୟାନ ସେଥିରେ ସନ୍ଦେହ ନାହିଁ।ବାବୁଶାନ ମତେ ବହୁତ ସାହାଯ୍ୟ କରିଛନ୍ତି,ମୁଁ ତାଙ୍କର ଗୋଟେ ଫିଲ୍ମରେ ଗୋଟେ ଛୋଟ ଚରିତ୍ରରେ ଅଭିନୟ କରିଥିଲି

ଆଉ ମୁଁ ନିଶ୍ଚିନ୍ତ କହିବି ମୁଁ ସେହି ଚରିତ୍ରରେ ଅଭିନୟ କରିଥିଲି ଆପଣମାନେ ହଲରେ ଦେଖି ସାରିଥିବେ,ତ ମୁଁ କେବେ ହେଲେ ଭାବାଇନ ଛୋଟ ଚରିତ୍ର ବା ବଡ଼ ଚରିତ୍ର ବିଷୟରେ,ମୁଁ ଅଭିନୟକୁ ଭଲ ପାଏ।

Leave a Reply

Your email address will not be published. Required fields are marked *