21 ବର୍ଷ ପରେ ବାପାଙ୍କୁ ମନେ ପକେଇ ଭୋ ଭୋ କାନ୍ଦିଲେ Barsha,କହିଲେ ବାପା ତମେ ଆଜି ପାଖରେ ଥିଲେ ଏ ଦୁଃଖ ଦିନ ଦେଖିବାକୁ ମିଳି ନଥାନ୍ତା କାରଣ ତମେ..

ଦୀର୍ଘଦିନ ହେବ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ଲାଗି ରହିଛି।ସେମାନଙ୍କ ମଧ୍ୟରେ ବିବାଦ କମିବାର ନାମ ନେଉ ନାହିଁ।ସେମାନେ ପରସ୍ପର ବିରୁଦ୍ଧରେ କୋର୍ଟରେ ଅଭିଯୋଗ କରି ସାରିଛନ୍ତି।ଏହା ସହିତ କୋର୍ଟ ମଧ୍ୟ ସେମାନଙ୍କର ମଧ୍ୟରେ ଥିବା ବିବାଦର ଶୁଣାଣି କରୁଛନ୍ତି।ତେବେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ପାରୁ ନାହିଁ।ଏହା ସହିତ ବର୍ତ୍ତମାନ ଯେଉଁ ପରି ଭାବରେ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି ସେହି କାରଣରୁ ସେମାନେ ପରସ୍ପର ଠାରୁ ଅଲଗା ରହୁଛନ୍ତି।

ଏହା ସହିତ ସେମାନେ ପରସ୍ପର ଠାରୁ ଅଲଗା ରହିବା ପରେ ଆରମ୍ଭ ହୋଇଥିଲା ଅସଲ ବିବାଦ।ସେମାନେ ଅନେକ ଦିନ ହେବ ପରସ୍ପରଠାରୁ ଅଲଗା ରହିବା ପରେ ବର୍ତ୍ତମାନ ସେମାନେ ପରସ୍ପର ବିରୁଦ୍ଧରେ କୋର୍ଟରେ ମକଦ୍ଦମା ଲଢ଼ୁଛନ୍ତି।ତେବେ ଏପରି ଭାବରେ ଅନେକ ଦିନ ହେବ ସେମାନେ କୋର୍ଟ ଦୌଡୁ ଛନ୍ତି।ସେମାନଙ୍କ ମଧ୍ୟରୁ କେହି କେବେ ଉପସ୍ଥିତ ରହିବା ବେଳେ ଆଉ ଜଣେ ଉପସ୍ଥିତ ନ ରହିବା ଫଳରେ ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ।

ସେଥିପାଇଁ ସେମାନେ ବର୍ତ୍ତମାନ ଅନେକ ପ୍ରକାରର ସମାଲୋଚନା ଶିକାର ହେଉଛନ୍ତି।ତେବେ ସେମାନଙ୍କର ସମସ୍ୟାର ସମାଧାନ ନ ହୋଇ ପାରିବାରୁ ସେମାନଙ୍କର ବ୍ୟକ୍ତିଗତ ଜୀବନ ସହିତ ସେମାନଙ୍କର ବାହାର ଜୀବନ ମଧ୍ୟ ପ୍ରଭାବିତ ହୋଇଛି।ବର୍ଷାଙ୍କ ଅଭିନୟ ଜୀବନ ମଧ୍ୟ ପ୍ରଭାବିତ ହେଉଛି।ଯାହା ଫଳରେ ସେମାନେ ଅନେକ ଦିନ ହେବ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେବେ ସୂଚନା ଅନୁସାରେ ସେମାନେ ନିଜ ନିଜ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି।ତେବେ ଅନୁଭବ ମଧ୍ୟ ଏହି ସମସ୍ୟାରୁ ବାଦ ପଡି ନାହାନ୍ତି ସେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ତେବେ ଏହା ସହିତ ଅନୁଭବଙ୍କ ରାଜନୈତିକ ଜୀବନ ଅନେକ ମାତ୍ରାରେ ପ୍ରଭାବିତ ହେଉଛି।ଯେପରିକି ତାଙ୍କୁ ବର୍ତ୍ତମାନ ବିଜେଡିର ଅନେକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବାର ଦେଖିବାକୁ ମିଳୁଛି।

ଏହା ସହିତ ସେ ବର୍ତ୍ତମାନ ଅନେକ ପ୍ରୟାସ ପରେ ମଧ୍ୟ ଏହି ସମସ୍ୟାର ସମାଧାନ କରି ପାରୁ ନାହାଁନ୍ତି।ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ ତାଙ୍କର ରାଜନୈତିକ ଜୀବନ ଅନେକ ମାତ୍ରାରେ ପ୍ରଭାବିତ ହେଉଛି।ଏହା ଫଳରେ ବର୍ତ୍ତମାନ ହୁଏତ ସେ ରାଜନୀତି ଛାଡ଼ି ପାରନ୍ତି।ତେବେ ଏହା ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ଭାବରେ ଜଣା ପଡି ନାହିଁ।କିନ୍ତୁ ଯାହା ଜଣା ପଡ଼ୁଛି ସେ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି।

ତେବେ କିଛି ଦିନ ତଳେ ବର୍ଷା ନିଜର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେଉଁଥିରେ ସେ ନିଜର ପିତାଙ୍କ ସହିତ ଥିଲେ।ସେ ସେଠାରେ ଲେଖିଥିଲେ କି ଏହି ଦୁନିଆ ତୁମ ଭଳି କାହିଁକି ନୁହେଁ ବାପା।ଯେଉଁଥିରେ ଜଣା ପଡୁଥିଲା କି ସେ ନିଜର ପିତାଙ୍କୁ ବହୁତ ମାନେ ପକାଉଛନ୍ତି।ଏହା ସହିତ ସେ ନିଜର ପିତାଙ୍କ ସହ ଅନ୍ୟ ଫଟୋ ମଧ୍ୟ ପୋଷ୍ଟ କରିଥିଲେ।ତେବେ ତାଙ୍କ ମଧ୍ୟରେ ଚାଲିଥିବା ସମସ୍ତ ସମସ୍ୟା ଖୁବ ଶୀଘ୍ର ସମାଧାନ ହୋଇ ଯିବ ବୋଲି ସମସ୍ତେ ଆଶା କରୁଛନ୍ତି।

Leave a Reply

Your email address will not be published. Required fields are marked *