ବାହାଘର ପରେ ପ୍ରଥମ ଥର Puri ବେଳାଭୂମିରେ ମସ୍ତି କରିଲେ Sabyasachi ଓ ଅର୍ଚିତା,କରିଲେ ଏପରି କାମ ଆପଣ କହିବେ ସାବାସ ତମ ଦୁଇ ଜଣକୁ

Spread the love

ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେମାନେ ଉଭୟ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ସେମାନେ ନିଜର ଅଭିନୟ ମାଧ୍ୟମରେ ଲୋକ ମାନଙ୍କ ମନରେ ନିଜପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେମାନେ ନିଜର ଅଭିନୟ ଦ୍ୱାରା ଅନେକ ପ୍ରତିଷ୍ଠା ପାଇ ପାରିଥିଲେ।

ବର୍ତ୍ତମାନ ମଧ୍ୟ ସେମାନେ ନିଜର ଅଭିନୟ ଜାରି ରଖିଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ ଅନେକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ସେମାନେ ପରସ୍ପରକୁ ସୁଟିଂ ସେଟରୁ ଭଲ ପାଇଥିଲେ।ଏହା ସହିତ ସେମାନେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।

ସେମାନେ ପରସ୍ପରକୁ କିଛି ଦିନ ତଳେ ଏକ ମନ୍ଦିରରେ ବିବାହ କରିଥିଲେ।ଅଭିନେତା ସବ୍ୟସାଚୀଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ବିଶିଷ୍ଟ ପ୍ରତିଷ୍ଠା ସୃଷ୍ଟି କରିଥିଲେ।ଏହା ସହିତ ସେ ନିଜର ଅଭିନୟ ଦ୍ୱରା ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତା ହୋଇ ପରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।

ସେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ବାନ୍ଧି ରଖି ପାରନ୍ତି।ଏହା ସହିତ ସେ ଖୁବ କମ ସମୟ ମଧ୍ୟରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ଏକ ବିଶେଷ ପରିଚୟ ଦେବା ସହିତ ନିଜକୁ ଅନେକ ପ୍ରତିଷ୍ଠା ଦେଇ ପାରିଥିଲେ।ତେବେ ନିଜର ଅଭିନୟ ଦ୍ୱାରା ଅର୍ଚ୍ଚିତା ମଧ୍ୟ ନିଜକୁ ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।

ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଆକର୍ଷିତ କରି ପାରିଥାଏ।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ତେବେ ଏହି ଦୁଇଜଣ ଅଭିନେତା ଓ ଅଭିନେତ୍ରୀ ସେମାନଙ୍କର ଅଭିନୟ ଦ୍ଵାରା ଅନେକ ପ୍ରତିଷ୍ଠା ଲାଭ କରି ପାରିଛନ୍ତି।

ତେବେ ଏହି ଅଭିନେତା ଓ ଅଭିନେତ୍ରୀ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ।ଏହା ସହିତ ଏହି ଯୋଡ଼ି କିଛି ଦିନ ତଳେ ପୁରୀର ବେଳା ଭୂମିରେ ବୁଲୁଥିବାର ଦେଖା ଯାଇଥିଲା।ସେମାନେ ନିଜର ବିବାହ ପରେ ଏହିଥର ପ୍ରଥମ ଥର ପାଇଁ ବାହାରକୁ ଆସିଥିଲେ।ଏହା ସହିତ ସମାନେ ଏଠାରେ ବୁଲିବା ସହିତ ଅନେକ ମଜା ଓ ମସ୍ତି ମଧ୍ୟ କରିଥିଲେ।ସେମାନେ ପୁରୀର ବାଲିରେ ଅନେକ ଘର ତିଆରି କରିବା ସହିତ ସେମାନେ ସେଠାରେ ଅନେକ ସମୟ ପର୍ଯ୍ୟନ୍ତ ବୁଲିଥିଲେ।ତେବେ ଏହା ତାଙ୍କର ବିବାହ ପରର ପ୍ରଥମ ବୁଲାବୁଲି ଥିଲା।

https://www.instagram.com/p/CSWwy04jhtz/

Leave a Reply

Your email address will not be published. Required fields are marked *