ବର୍ଷା ନଆସିଲେ ରାନୀ ପଣ୍ଡା Zindabaad ଏଭଳି କହିଲେ ଯେ ଆପଣ ହେବେ ଆଶ୍ଚର୍ଯ୍ୟ…

Spread the love

ନିଶ୍ଚିତ ଭାବରେ ଏବେ ଅନୁଭବ ଆଉ ରାନୀ ପଣ୍ଡା ଖବର ଗୋଟେ ବହୁତ ବଡ଼ ଖବର ଆଉ ଏହା ଚାଞ୍ଚଲ୍ୟ କରିଛି। ତ ନିଶ୍ଚିତ ଭାବରେ ଆପଣ ଦେଖିଥିବେ କି ରାନୀ ପଣ୍ଡା ଆଉ ଅନୁଭବ ମହାନ୍ତିଙ୍କ ଭିତରେ ଗୋଟେ ଖବର ଏବେ ବହୁତ ଶୁଣିବାକୁ ମିଳୁଛି।କିନ୍ତୁ ମୋ ମତରେ ଏଇଟା ତ ଓଡ଼ିଶା ସାରା ଲୋକ ଜାଣିଛନ୍ତି ଯେ ରାନୀ ପଣ୍ଡା କଣ ଆଉ ଅନୁଭବ ମହାନ୍ତି

କଣ ଆଉ ତାପରେ ସେ ତା ଜାଗାରେ ଆଉ ୟେ ତାଙ୍କ ଜାଗାରେ।ମୁଁ ଜାଣିବାରେ ରାନୀ ପଣ୍ଡା ବହୁତ ଭଲ ହୁଏତ ସେ ଆଗରୁ ଖରାପ ହୋଇଥାଇ ପାରନ୍ତି କିନ୍ତୁ ଏବେ ଆମେ ଜାଣିବାରେ ସେ ବହୁତ ଭଲ।ଆଗରୁ ସେ କଣ ତାଙ୍କର ଯାତ୍ରା ସମୟରେ କାହାର କାନ ନା କଣ କାମୁଡି ଦେଇଥିଲେ ସେଇଟା ହଉଛି ଅଲଗା କଥା।

ସେ ତାଙ୍କ ବିବାଦ ସ୍ୱୀକାର କରିଛନ୍ତି ଆଉ ଆପଣ ଦେଖନ୍ତୁ ଏବେ ଗୋଟେ କୋ-ଭି-ଡ ଆସିଲା ସେହି ସମୟରେ ସେ ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବହୁତ ଲୋକଙ୍କୁ ଅନ୍ନ ଖାଇବାକୁ ଦେଇଛନ୍ତି, ବହୁତ ଲୋକଙ୍କୁ ପିନ୍ଧିବା ପାଇଁ ବସ୍ତ୍ର ମଧ୍ୟ ଦେଇଛନ୍ତି।ଯାହା ବି ହେଉ ସେ ବହୁତ କାମ କରିଛନ୍ତି ତାଙ୍କୁ ଗୋଟେ

ସମାଜସେବୀ ବୋଲି ମଧ୍ୟ ଆମେ କହି ପାରିବା କିନ୍ତୁ ଏଇ ଜଉ ଏବେ ଚାଲିଛି ଏଇ ଜିନିଷ ଠିକ କିନ୍ତୁ ଯାହା ହେଲେ ବି ସେ ଜଣେ ବହୁତ ବଡ଼ ଅଭିନେତା, ସେ ଜଣେ ବହୁତ ବଡ଼ ସାଂସଦ ହେଲେ ରାନୀ ପଣ୍ଡା ଯଦି ଅନୁଭବ ମହାନ୍ତିଙ୍କୁ ବିବାହ କରନ୍ତି ତାହେଲେ ଆମେ ବହୁତ ଖୁସି ଅନୁଭବ କରିବୁ କାରଣ ଅନୁଭବ ମହାନ୍ତି

ହଉଛନ୍ତି ଜଣେ ଆଗ ଧାଡ଼ିର କଳାକାର ଆଉ ଜଣେ ସାଂସଦ ମଧ୍ୟ ବାକି ୟେ ଜଉ ରହିଲେ ୟେ ମଧ୍ୟ ଜଣେ ଭଲ କଳାକାର ତେଣୁ ଯାହା ବି ହେବ ଭଲ ହେବ।ଆଉ ଯଦି ବର୍ଷା କିଛି କହୁଛନ୍ତି କି ମୋର ଭୁଲ ହେଇ ଯାଇଛି ଗୋଡ଼ ଫୋଡ ଧରିକି ଯଦି ଭୁଲ ମାଗନ୍ତି ଆଉ ସବୁ କିଛି ଯଦି ସ୍ୱୀକାର କରନ୍ତି ତାହେଲେ ସେ ସବୁ ବିବାଦକୁ

ଛାଡନ୍ତୁ ଆଉ ଅନୁଭବ ବର୍ଷା ଖୁସିରେ ରୁହନ୍ତୁ ଆଉ ଅନୁଭବ ଭାଇ ଜିନ୍ଦାବାଦ ହେବ ଆଉ କିଛି ଅସୁବିଧା ହେବା ନାହିଁ କିନ୍ତୁ ଯଦି ତାଙ୍କର କିଛି ଅସୁବିଧା ହଉଛି ତାହେଲେ ରାନୀ ପଣ୍ଡା ଅଛନ୍ତି ଆଉ। ରାନୀ ପଣ୍ଡା ମଧ୍ୟ କିଛି ଖରାପ ନୁହଁ ସେ ବି ଜଣେ ଭଲ ଅଭିନେତ୍ରୀ ତାଙ୍କୁ ବିବାହ କରନ୍ତୁ ସବୁ ଠିକ ହେବ। ଏମିତି କିଛି ଜଣେ କହିଥିଲେ।

Leave a Reply

Your email address will not be published. Required fields are marked *