ସ୍ବାମୀ ପ୍ରଜ୍ଞାଙ୍କ ତଥ୍ୟ ଖୋଲିଲେ ସ୍ତ୍ରୀ Sunandaa କହିଲେ ବାହା ହେବ ପରେ ମୋ ସହିତ…

Spread the love

କେମିତି କଣ ମୋ ବାହାଘର ଟା ବର୍ଷେ ହେଇଗଲା ମୁଁ କିଛି ଜାଣି ପାରିଲି ନାହିଁ।ତ ଦେଖା ଯାଉ ଆଉ କିଛି ବର୍ଷ ପରେ ଆମେ ବୁଢ଼ା ବୁଢ଼ୀ ହେବା ପର୍ଯ୍ୟନ୍ତ ସାଙ୍ଗ ହେଇକି ରହୁଛୁ ନା ନାହିଁ, ଏମିତି କିଛି ସୁନନ୍ଦା କହିଥିଲେ।ମାଡ଼ମ ସାରଙ୍କ କଥା ହଉ ହଉ ମୋର ଗୋଟେ କଥା ମନେ ପଡ଼ିଗଲା।ସୁନନ୍ଦା କହୁଛନ୍ତି ହଁ କୁହ। ମାଡ଼ମ ସାରଙ୍କର ଆଉ ଆପଣଙ୍କର ଲଭ ଷ୍ଟୋରୀ କଉଠୁ ଆରମ୍ଭ ହେଇଥିଲା?

ସୁନନ୍ଦା କହିଲେ କି, ଧନ ତୁ ଆଉ ସେ ଲଭ ଷ୍ଟୋରୀ ପଚାରେନା କାରଣ ଏଇଟା ଗୋଟେ ଲଭ ନଥିଲା ବାସ ଗୋଟେ ଆଫେକସନ ଥିଲା ଆଉ ତାପରେ ଘର ତରଫରୁ ପ୍ରସ୍ତାବ ପଡ଼ିଲା ଆଉ ତାପରେ ବାହାଘର ହେଇଛି। ବାହାଘର ଯେମିତି ହେବା କଥା ସେମିତି ହେଇଛି।ସବୁଠାରୁ ମଜା କଥା ହଉଛି ସେ ସବାରୀରେ

ଆସିଥିଲେ ମାନେ ପାଲିଙ୍କିରେ ଆସିଥିଲେ। ସୁନନ୍ଦା କହିଲେ ହଁ ତାଙ୍କର ଇଛା ଥିଲା ଯେ ସେ ପାଲିଙ୍କିରେ ଆସିବେ, ସେ କହୁଥିଲେ ଯେ ଜୀବନରେ ଥରେ ବାହା ହେବି ମାନେ ପାଲିଙ୍କିରେ ବସିବି। ମୁଁ ମଧ୍ୟ କହିଲି ହଉ ବସ।ମାଡ଼ମ ପ୍ରାୟତଃ ସମସ୍ତେ କାରରେ ଆସନ୍ତି କିମ୍ବା ଆଉ କଉ ଗାଡ଼ିରେ ଆସନ୍ତି ହେଲେ

ସାରଙ୍କର ପାଲିଙ୍କିରେ ଆସିବା ଆପଣଙ୍କୁ କେମିତି ଲାଗିଥିଲା? ସୁନନ୍ଦା କହିଲେ କି, ମତେ ବହୁତ ଭଲ ଲାଗୁଥିଲା କାରଣ ପୁରୁଣା ଜିନିଷ ସବୁ ବନ୍ଦ ହେଇ ହେଇ ଆସିଲାଣି, ଆଗରୁ ଆପଣ ଜାଣିଥିବେ ସବୁ ପାଲିଙ୍କିରେ ବାହା ହେଇ ଆସୁଥିଲେ, ଝିଅ ଘରୁ ମଧ୍ୟ ସବୁ ପାଲିଙ୍କିରେ ଆସନ୍ତି।ତ ସେଥିପାଇଁ ମୋର

ମଧ୍ୟ ବହୁତ ଇଛା ଥିଲା ହେଲେ ହେଇ ପାରିଲା ନାହିଁ।ତ ସେ ଯେହେତୁ ସବୁ ବେଳେ ଚାହାନ୍ତି ଯେ ମୁଁ ପୁରୁଣା ଜିନିଷକୁ ସବୁ ବେଳେ ବଜାୟ ରଖିବି ଆଉ ସେ ସେଇଭଳି ପୁରୁଣା ଢାଞ୍ଚାରେ ଆସିଲେ ମଧ୍ୟ ସେଥିପାଇଁ ମୋତେ ବହୁତ ଖୁସି ଲାଗିଲା। ମାଡ଼ମ ବର୍ତ୍ତମାନ ଆପଣଙ୍କର ଆପଣଙ୍କ କ୍ୟାରିୟରକୁ ନେଇକି କଣ ସବୁ ଇଛା ରହିଛି?

ସୁନନ୍ଦା ଦେଖନ୍ତୁ କାଲିର ଜୀବନ କେହି ଦେଖି ନାହାନ୍ତି, ଆଜି ଆମେ ଦି ଜଣ ଏଠି କଥା ହଉଛନ୍ତି ହେଲେ କାଲି ଆମେ ବଞ୍ଚିବା ନା ମରି ଯିବା ସେକଥା କେହି କହି ପାରିବ ନାହିଁ। ତେଣୁ ଏଇ ଜଉ କ-ରୋ-ନା ବ୍ୟାପିଲାଣି ସେଥିପାଇଁ ଆମେ ମାରିବା ନା ବଞ୍ଚିବା କିଛି ଠିକ ନାହିଁ କିନ୍ତୁ ଆମର ଗୋଟେ ଇଛା

ରହିଛି ଯେ ଆମେ ଭବିଷ୍ୟତରେ ଗୋଟେ ଭଲ କଳାକାର ଟେ ହେଇପାରିବା।

Leave a Reply

Your email address will not be published. Required fields are marked *