Varshaa ପ୍ରିୟଦର୍ଶିନୀଙ୍କ ମୋଟ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ବାପରେ ଏତେ ତାଙ୍କର Owner ଅଟନ୍ତି ସେ

Spread the love

ସାଙ୍ଗମାନେ ଆପଣମାନେ ଓଲିଉଡ ଫିଲ୍ମ ଜଗତର ଜଣେ ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜାଣିଥିବେ।ସେ ବହୁତ ଗୁଡିଏ ଫିଲ୍ମ କରିଛନ୍ତି।ତାଙ୍କ ଅଭିନୟ ଲୋକମାନଙ୍କର ବହୁତ ପ୍ରିୟ।ତାଙ୍କ ସ୍ଵାମୀ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଆପଣ ମାନେ ତ ଜାଣିଥିବେ।ସେ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା।ଦୁଇ ଜଣ ମିଶି ବହୁତ ଗୁଡିଏ ଫିଲ୍ମ କରିଛନ୍ତି ଓ ବହୁତ ଚର୍ଚ୍ଚାରେ ଅଛନ୍ତି।

ସାଙ୍ଗମାନେ ଆପଣ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପତି ଜାଣିଲେ ବେହୋସ ହୋଇଯିବେ।ଓଡ଼ିଶାର ସବୁଠାରୁ ଶ୍ରେଷ୍ଠ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ।ତାଙ୍କର ଅଭିନୟ ଓ ସୁନ୍ଦରତା ପାଇଁ ସାରା ଓଡ଼ିଶାର ଲୋକ ତାଙ୍କୁ ବହୁତ ଭଲ ପାଆନ୍ତି।ସମସ୍ତେ ତାଙ୍କୁ ଓଲିଉଡ ରାଣୀ ମଧ୍ୟ କୁହନ୍ତି।ଆଜି ଆମେ ତାଙ୍କ ବିଷୟରେ ଜାଣିବା।ତାଙ୍କର ଲାଇଫ ଷ୍ଟାଇଲ,ଜୀବନୀ,ଘର,ଗାଡ଼ି,ମୋଟ ସମ୍ପତି ସବୁ କିଛି ଜାଣିବା।

ବର୍ଷାଙ୍କ ଜନ୍ମ ହୋଇଥିଲା କଟକ ସହରରେ।ସେ ଛୋଟ ବେଳୁ ଅଭିନେତ୍ରୀ ହେବାପାଇଁ ଚାହୁଁଥିଲେ।ସେଥି ପାଇଁ ପାଠ ପଢ଼ିସାରିବା ପରେ ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।ସେ ୨୦୦୧ ମସିହାରେ ପ୍ରଥମ ବଙ୍ଗାଳୀ ଫିଲ୍ମ ବାଜିନାମାରେ କରିଥିଲେ।କିନ୍ତୁ ସେହି ଫିଲ୍ମଟି ଫ୍ଲପ ହୋଇଥିଲା।ଏହା ପରେ ସେ ଏକ ଓଡ଼ିଆ ଫିଲ୍ମ କରିଥିଲେ।

୨୦୦୩ ମସିହାରେ ସାବତ ମାଆ ନାମରେ ଫିଲ୍ମଟି ସୁପର ଫ୍ଲାପ ହୋଇଥିଲା।ଅସଫଳତା ମିଳିଲା ବୋଲି ସେ କିଛି ବର୍ଷ ଯାଏ ଫିଲ୍ମରେ ଦୂରେଇ ରହିଥିଲେ।ଆଉ କିଛି ବର୍ଷ ପରେ ସୁନା ଚଢେଇ ମୋ ରୂପା ଚଢ଼େଇ,ନେଇ ଯାରେ ମେଘ ମତେ ଏମିତି ସୁପର ହିଟ ଫିଲ୍ମ ଓଡ଼ିଆ ଜଗତକୁ ଦେଇଥିଲେ।ସେ ଅନୁଭବଙ୍କୁ ବିବାହ କରିଥିଲେ।ଆଉ ତାଙ୍କ ସଂପୂର୍ଣ୍ଣ ପରିବାର ଏକାଠି ରହିଛନ୍ତି।

ସାଙ୍ଗମାନେ ବର୍ଷାଙ୍କ ଜନ୍ମ ସହର ହେଉଛି କଟକ।ତାଙ୍କର କଟକରେ ଏକ ଆଲିସନ ଘର ଅଛି।ତ ସହିତ ତାଙ୍କ ପାଖରେ ଏକ ଲଗଜରି କାର ଅଛି।ସେ ଗୋଟିଏ ଫିଲ୍ମ କରିବା ପାଇଁ ୨ ରୁ ୩ ଲକ୍ଷ ଟଙ୍କା ନେଇ ଥାଆନ୍ତି।ସେ ବହୁତ ଗୁଡ଼ିଏ ବ୍ରାଣ୍ଡର ମଧ୍ୟ ପ୍ରମୋସନ କରିଥାନ୍ତି।ଆପଣ ତ ଦେଖିଥିବେ ତାଙ୍କର ବହୁତ ଗୁଡେ ପ୍ରମୋସନ।ସେ ଗୋଟିଏ ପ୍ରମୋସନ ପାଇଁ ୫୦ ରୁ ୮୦ ହଜାର ଟଙ୍କା ନେଇଥାନ୍ତି।ଆଗକୁ ବର୍ଷା ପ୍ରିୟଦର୍ଶିନୀଙ୍କର ଏକ ନୂଆ ଫିଲ୍ମ ମଧ୍ୟ ଆସୁଛି।ଏହାର ନାମ ହେଉଛି କୁଇନ।ତାଙ୍କ ଜୀବନ କାଳ ମଧ୍ୟରେ ସେ ପାଖା ପାଖି ୮ଟି ବେଙ୍ଗଲୀ ଫିଲ୍ମ କରିଛନ୍ତି ଓ ୩୦ଟି ଓଡ଼ିଆ ଫିଲ୍ମ କରିଛନ୍ତି।ତାଙ୍କର ମୋଟ ସମ୍ପତ୍ତି ଅନୁମାନ କରା ଯାଉଛି ଯେ ପାଖା ପାଖି ୫୦ ରୁ ୬୦ ଲକ୍ଷ ଟଙ୍କା ହେବ।

Leave a Reply

Your email address will not be published. Required fields are marked *