ଓଡ଼ିଶା ବେଷ୍ଟ Cinestar ଖୋଜକୁ ମିଳିଲା ଏହାର ବିଜେତା,kalyan ଙ୍କୁ ଦେଖିକି ଏତେ ବଡ କଥା କହିଦେଲେ ସିଦ୍ଧାନ୍ତ ମହାପାତ୍ର..

Spread the love

ତେବେ ଆମେ ସମସ୍ତେ ଏହା ଜାଣୁ କି ଗତ କିଛି ଦିନ ହେବ ଆରମ୍ଭ ହୋଇଥିଲା ଓଡ଼ିଶା ବେଷ୍ଟ ସିନେ ଷ୍ଟାର ଖୋଜ।ଏହା ଅଳ୍ପ ଦିନ ମଧ୍ୟରେ ଅନେକ ଲୋକପ୍ରିୟ ହୋଇ ପାରିଥିଲା।ଏହା ସହିତ ଏହା ଆରମ୍ଭ ହେବାର କାରଣ ଥିଲା କି ଓଡ଼ିଶାକୁ ଏହାର ନୂତନ କଳାକାର ମିଳି ପାରିବେ।ତେବେ ଗତକାଲି ଏହି ପ୍ରତିଯୋଗିତା ଶେଷ ହୋଇଛି।ଏହା ସହିତ ଏହି ପ୍ରତିଯୋଗିତାକୁ ଏହାର ବିଜେତା ମଧ୍ୟ ମିଳି ସାରିଛି।

ତେବେ ଏହି ପ୍ରତିଯୋଗିତାରେ ଦୁଇଜଣଙ୍କୁ ଚୟନ କରିବାର ଥିଲା।ଜଣେ ପୁଅ କଳାକାର ଓ ଜଣେ ଝିଅ କଳାକାର।ଯାହା ଫଳରେ ସେମାନଙ୍କୁ ନେଇ ଏକ ଫିଲ୍ମ କରାଯାଇ ପାରିବ।ହେବେ ଏହି ଓଡ଼ିଶା ବେଷ୍ଟ ସିନେ ଷ୍ଟାର ଖୋଜ ଅଳ୍ପ ଦିନ ମଧ୍ୟରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲା।

ଅନେକ ଲୋକ ଓଡ଼ିଶାର ନୂତନ ହିରୋ ଓ ହିରୋଇନଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ।ତେବେ ଶେଷରେ ସେମାନଙ୍କୁ ଓଡ଼ିଶାର ନୂତନ ହିରୋ ଓ ହିରୋଇନ ମିଳି ସାରିଛି।ତେବେ ଏହି ପ୍ରତିଯୋଗିତାରେ ଯେଉଁ ହିରୋ ବିଜୟୀ ହୋଇଥିଲେ ତାଙ୍କର ନାମ ଥିଲା କଲ୍ୟାଣିଆ।ତେବେ ସେ ଜଣେ ବହୁତ ଭଲ କଳାକାର ଅଟନ୍ତି।

ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଥିଲେ।ଯାହା ଫଳରେ ତାଙ୍କୁ ହିରୋ ଭାବରେ ଚୟନ କରା ଯାଇଥିଲା।ଏହା ସହିତ ଆଗାମୀ ଫିଲ୍ମରେ ତାଙ୍କୁ ହିରୋ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ।ତେବେ ଜି ସାର୍ଥକରେ ପ୍ରସାରିତ ହେଉଥିବା ଏହି ଚଳଚ୍ଚିତ୍ର ଅଳ୍ପ ଦିନ ମଧ୍ୟରେ ଅନେକ ଲୋକପ୍ରିୟ ହେବାର ସଫଳ ହୋଇ ପାରିଥିଲା।

ଏହା ସହିତ ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ ମହାନ୍ତି ଓ ଅନୁ ଚୌଧୁରୀ ଜଜ ଭୂମିକାରେ ମଧ୍ୟ ନଜର ଆସିଥିଲେ।ଏହା ସହିତ ସେମାନେ ପ୍ରତିଯୋଗୀ ମାନଙ୍କର ଚୟନ ପ୍ରକ୍ରିୟା ମଧ୍ୟ ପରିଚାଳନା କରିଥିଲେ।ତେବେ ଏହି ପ୍ରତିଯୋଗିତାରେ ତନୁଶ୍ରୀଙ୍କୁ ହିରୋଇନ ଭାବରେ ମଧ୍ୟ ଚୟନ କରା ଯାଇଥିଲା।ଯାହା ଫଳରେ ସେ ଓଡ଼ିଶାର ନୂତନ ଅଭିନେତ୍ରୀ ହୋଇ ପାରିଥିଲେ।

ଏହା ସହିତ ସେ ଆଗାମୀ ଫିଲ୍ମରେ ନୂତନ ହିରୋଇନ ଭାବରେ ମଧ୍ୟ ସମସ୍ତଙ୍କ ସମ୍ମୁଖକୁ ଆସିବାକୁ ଯାଉଛନ୍ତି।ତେବେ ସେ ମଧ୍ୟ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ତେବେ ସେ ନିଜର ଦକ୍ଷତା ବଳରେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ପାଇଁ ମଧ୍ୟ ସେ ପୂର୍ବରୁ ଅନେକ ପୁରସ୍କାର ପାଇ ସାରିଛନ୍ତି।

ତେବେ ସେ ବର୍ତ୍ତମାନ ଓଡ଼ିଶାର ନୂତନ ଅଭିନେତ୍ରୀ ଭାବରେ ନିଜକୁ ପରିଚିତ କରି ପାରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ତାଙ୍କର ପ୍ରଥମ ଫିଲ୍ମ ମଧ୍ୟ କରିବାକୁ ଯାଉଛନ୍ତି।ତେବେ ତାଙ୍କ ଅଭିନୀତ ଫିଲ୍ମ ଦେଖିବା ପାଇଁ ବର୍ତ୍ତମାନ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି।ଏହା ସହିତ ସେ ଅନେକ ଭଲ ଅଭିନୟ କରୁଥିବାରୁ ବର୍ତ୍ତମାନ ତାଙ୍କର ଧୀରେ ଧୀରେ ଅନେକ ପ୍ରଶଂସକ ମଧ୍ୟ ବଢିବା ଆରମ୍ଭ କରି ସାରିଲେଣି।

Leave a Reply

Your email address will not be published. Required fields are marked *