କହେ ମାଳିକା ବଚନ, ଭଦ୍ରକ Bhandari ପୋଖରୀରେ ମିଳିବ ଗୁପତ ଧନ,ଯିଏ ବୁଝିବ ଦେବନାଗରୀ, ରତ୍ନ ଭଣ୍ଡାର ସନ୍ଧାନ ସିଏ ପାଇବ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଭବିଷ୍ୟ ଦେଉଛି ଇଙ୍ଗିତ।ଆସୁଛି ପ୍ରଲୟର ଚକ୍ର।ଯେଉଁ ସମୟରେ ବଦଳିବ କାଳର ଗତି।ଭକ୍ତ ମାନେ ଡାକିବେ ତ୍ରାହି, ତ୍ରାହି।ଯେଉଁ ସମୟରେ ଗୁପ୍ତ ଭାବରେ ଲୁଚି ରହିଥିବା ଏକ ସ୍ଥାନରୁ ବାହାରିବ ଅପର୍ଯ୍ୟାପ୍ତ ଧନ ସମ୍ପତ୍ତି।

ତେବେ ଏହି ଜାଗାଟି କେଉଁଠି।ଏହି ଜାଗା ହେଉଛି ଭଦ୍ରକର ଭଣ୍ଡାରୀପୋଖରୀ।ଯେଉଁଠାରେ ରହିଛି ଏକ ଶିଳାଲେଖ।ସେଥିରେ ଦେବନାଗରୀ ଭାଷାରେ ଲେଖା ଯାଇଛି ଏହି ଗୁପ୍ତ ରତ୍ନ ଭଣ୍ଡାରର ରହସ୍ୟ।ଯେଉଁ ରତ୍ନ ଭଣ୍ଡାରକୁ ପ୍ରାପ୍ତ କରିବେ ଜଣେ ଦେବ ଆତ୍ମା।ତାଙ୍କ ସାହାଯ୍ୟ ବଳରେ ଏହି ଧନ ରତ୍ନରେ କଲ୍ୟାଣ ହେବ ହାଗାକର କରୁଥିବା

ଏବଂ ଭୋକ ଉପାସରେ ଛଟପଟ ହେଉଥିବା ଅନେକ ଭକ୍ତଙ୍କର।ତେବେ ଏହା ପ୍ରସନ ଉଠୁଛି କିଏ କାହିଁକି ଲୁଚେଇ ରଖିଛି ଏତେ ସାରା ଧନ ସମ୍ପତ୍ତି।ତେବେ ମଳିକାର କଳିଯୁଗର ଶେଷ ବିଷୟରେ ମହାପୁରୁଷ ରଚନା କରିଛନ୍ତି।ଗୁପ୍ତ ଭାବରେ ମାଳିକା ବର୍ଣ୍ଣିତତ ସ୍ଥାନ ।ଯେଉଁଠାରେ ସେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଭୁ କଲକୀ ରାମ ତାଙ୍କର ଲୀଳା ଖେଳା କରିବେ।

ଆଜି ଆମେ ସେହିଭଳି ଏକ ମାଳିକା ବର୍ଣ୍ଣିତ ସ୍ଥାନ ଦରଖାଇବୁ।ଏଠାରେ ସୁନାଯ଼ ରୁପା ହୀରା, ମୋତି, ମାଣିକ ଭଳି ଅନେକ ମୂଲ୍ୟବାନ ଧାତୁ ନିର୍ମିତ ହେବ।ଏହାକୁ ନେଇ ନିଶ୍ଚିତ ହୋଇଛି ମାଳିକାରେ।କୁହନ୍ତି ମାଳିକା ବଚନ ସବୁବେଳେ ସତ ହୋଇଥାଏତେବେ ଆମେ କଥା ହେଉଛୁ ଭଦ୍ରକ ଜିଲ୍ଲାର ଷୋଳପୁର ଗ୍ରାମ ବିଷୟରେ।

ଏହାସ ବୈତରଣୀ ନଦୀ ନିକରରେ ଅବସ୍ଥିତ।ମହାପୁରୁଷଙ୍କ ବାଣୀ ଅନୁସାରେ ଏଠାରେ ଅନେକ ରାଜା ମହାରାଜା ଧନ ରତ୍ନ ଲୁଚେଇ ରଖିଛନ୍ତି।ଯେତେବେଳେ ସାଧୁ ଭକ୍ତ ମାନଙ୍କ ପାଇଁ ବଞ୍ଚିବା କଷ୍ଟକର ହେବ ସେତେବେଳେ ଧନର ଘୋର ଅଭାବ ଦେଖାଯିବ।ସେତେବେଳେ ମାରିଚ ଏଠାରେ ଏହି ଲେଖାକୁ ପଢି ଧନ ରତ୍ନର ସନ୍ଧାନ ପାଇବେ।

ଆପଣ ଏଠାରେ ଥିବା ପ୍ରସିଦ୍ଧ ମନ୍ଦିର ମଧ୍ୟ ପରିଦର୍ଶନ କରିବେ।ଦେଖିବେ ସେଠାରେ ଦେବ ନାଗରୀ ଭାଷାରେ କିଛି ଲେଖା ଯାଇଛି।ଯାହାକୁ ଆଜି ବି କେହି ପଢି ପାରନ୍ତି ନାହିଁ।ଏହାର ବୌଦ୍ଧ ବିହାର ସମଗ୍ର ଭାରତରେ ଏକ କୀର୍ତିରାଜି ହୋଇଛି।ଏଠାରେ ଏକ ବିଶାଳ ବୌଦ୍ଧ ବିହାର ସ୍ଥାପନ କରାଯାଇଥିଲା।

ଯଦି ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାକୁ ନେଇ ଶୁଭ ଦୃଷ୍ଟି ଦିଏ ତେବେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ପଲଟିଯିବ।ଏହାସ ହେଉଛି ମାଳିକା ବର୍ଣ୍ଣିତ ଗାଁ।ଏଠାରେ ଅନେକ ଧନ ରତ୍ନ ରହିଛି ଏବଂ ପୁରାତନ କାଳର ଜିନିଷ ମଧ୍ୟ ରହିଛି।ଓ ଅନେକ କଥା ଲେଖା ମଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *