ପି ଏମ କିଷାନ ଯୋଜନା ନୂତନ ଅପଡେଟ – ଆବେଦନ କରିଥିଲେ ପୁଣି ଆସିବ ଜୁଲାଇ ଅଗଷ୍ଟ ରେ ପଇସା – ଏବେ ଦେଖି ନିୟନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ପି ଏମ କିଷାନ ଯୋଜନା ଉପରେ କିଛି ବିଶେଷ ଅପଡେଟ ବିଷୟରେ।ପି ଏମ କିଷାନ ଯୋଜନା ଅନୁସାରେ ଏବେ ପୁନର୍ବାର ଚାଷୀ ମାନଙ୍କୁ ଟଙ୍କା ମିଳିବାକୁ ଯାଉଛି।ଏବଂ ଦୁଇ ହଜାର ଟଙ୍କା ଏବେ ମିଳିବାକୁ ଯାଉଛି ଚାଷୀ ମାନଙ୍କୁ ପି ଏମ କିଷାନ ଯୋଜନା ମଧ୍ୟମରେ।କେଉଁ ଚାଷୀଙ୍କୁ ଟଙ୍କା ମିଳିବ ଯେପରି ଆପଣ ମାନଙ୍କୁ ମିଳି ସାରିଛି।ଅନେକ ଚାଷୀଙ୍କୁ ପି ଏମ କିଷାନ ଅନୁସାରେ ଆଗରୁ ଦୁଇ ହଜାର ଟଙ୍କା ମିଳି ସାରିଛି।ଏବଂ ପୁନର୍ବାର ମଧ୍ୟ ଏହା ଏବେ ଘୋଷଣା କରାଯାଇଛି ଯେ ପି ଏମ କିଷାନ ଯୋଜନା ଅନୁସାରେ ଆପଣଙ୍କୁ ପୁନର୍ବାର ଟଙ୍କା ମିଳିବାକୁ ଯାଉଛି।

ସେହିଭଳି କେଉଁ ଚାଷୀଙ୍କୁ ଟଙ୍କା ମିଳିବ?ଯଦି ଆଗରୁ ଅପ୍ଲାଇ କରିଛନ୍ତି ବା ଜୁନମାସ ପୂର୍ବରୁ ଘୋଷଣା କରାଯାଇଥିଲା ଅର୍ଥାତ ଜୁନ ୩୦ ପୂର୍ବରୁ ଏହାସ ଘୋଷଣା କରାଯାଇଥିଲା।ସେହି ସମୟରେ ଯେଉଁ ଚାଷୀ ମାନେ ଆବେଦନ କରିଛନ୍ତି ସେହି ଚାଷୀଙ୍କୁ ଟଙ୍କା ମିଳିବ କିମ୍ବା ନାହିଁ ଏହି ଆର୍ଟିକିଲ ମାଧ୍ୟମରେ ଆମେ ଜାଣିବା।ତେବେ ଯଦି ଆପଣ ଯଦି ଜଣେ କିଷାନ ଭାଇ ଅଟନ୍ତି ଏବଂ ଏହି ପି ଏମ କିଷାନ ଯୋଜନାରେ ଅପ୍ଲାଇ କରିଥିଲେ ତେବେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ।

ସର୍ଵ ପ୍ରଥମେ ଆମେ ଏହା କହି ରଖୁଛୁଯେ ପି ଏମ କିଷାନ ଯୋଜନା ଅନୁସାରେ ଏବେ ଚାଷୀ ମାନଙ୍କୁ ଟଙ୍କା ମିଳିବାକୁ ଯାଉଛି।ଏହାକୁ ନେଇ ଘୋଷଣା କରାଯାଇଛି କେନ୍ଦ୍ର ସରକାରଙ୍କ ଦ୍ବାରା।କେନ୍ଦ୍ର ସରକାର ୱେବ୍ସା ଘୋଷଣା କରିଦେଇଛନ୍ତି ଓ ତାଙ୍କ ଅନୁସାରେ ଖୁବ ଶୀଘ୍ର ଏହି ଟଙ୍କା ଆପଣଙ୍କୁ ମିଳିବାକୁ ଯାଉଛି।ଏବେ ଜୁଲାଇ ମାସ ଚାଲିଛି।ଏହି ଜୁଲାଇରୁ ଅଗଷ୍ଟ ମଧ୍ୟରେ ଚାଷୀ ମାନଙ୍କୁ ଦୂ ହଜାର ଟଙ୍କା ମିଳିବ।ଏଥିରେ ଗଣନା କରାଯାଇଛି ଦଶ କୋଟି ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଜମା ହେବାକୁ ଯାଉଛି।ତେବେ ଆସନ୍ତୁ ଜାଣିବା କେଉଁ ଚାଷୀଙ୍କୁ ଟଙ୍କା ମିଳିବ?

ଯେଉଁ ଚାଷୀ ମାନେ ଜୁନ ୩୦ ପୂର୍ବରୁ ଅପ୍ଲାଇ କରିଥିଲେ ସେମାନଙ୍କଆବେଦନ ଯଦି ସଠିକ ଭାବରେ ଭେରିଫାଇ ହୋଇଥିବ ବା ସେମାନେ ଯୋଗ୍ୟ ହିତାଧିକାରୀ ବା ଯୋଗ୍ୟ ଚାଷୀ ହୋଇଥିବେ ତେବେ ସେହି ଚାଷୀ ମାନଙ୍କୁ ଟଙ୍କା ମିଳିପାରିବ।ଅନେକ କିଷାନ ଏହା କମ୍ପ୍ଲେନ କରିଛନ୍ତି।ସେମାନେ ଅଷ୍ଟମ କିସ୍ତିରେ ଦୁଇ ହଜାର ଟଙ୍କା ପାଇଛନ୍ତି ଏବଂ ନବମ କିସ୍ତିରେ ଟଙ୍କା ପାଇ ପାରୁ ନାହାନ୍ତି।ତେବେ ସେମାନେ କଣ କରିବା ଉଚିତନୁହେଁ ଆସନ୍ତୁ ଜାଣିବା।

ଆପଣ ମାନେ ଯଦି ଏହା ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ପି ଏମ କିଷାନ ଡଟ ଇନ ୱେବସାଇଟେ ସର୍ଚ୍ଚ କରି ସେଥିରେ ତାହାର ଅଫିସିଆଲ ନୋଟିଫିକେସନ ଯାଇ ନିଜର କମ୍ପ୍ଲେନଟି ଜଣାଇ ପାରିବେ।ଏହାକୁ ଅପଣ ଅତି ସହଜରେ ନିଜ ମୋବାଇଲରେ ଦେଖି ପାରିବେ।ଅନେକ କିଷାନଙ୍କ ମନରେ ଏହା ମଧ୍ୟ ପ୍ରଶ୍ନ ରହୁଛି ସେମାନଙ୍କୁ ବିଲକୁଲ ମିଳିନାହିଁ।ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ,ଏବଂ ଆଧାରକାର୍ଡ ଜନିତ କୌଣସି ତ୍ରୁଟି ଥାଇ ପାରେ।ଯାହାକୁ ଆପଣ ତୁରନ୍ତ ଠିକ କରାଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *