ହୋଲି ଖେଳିବାକୁ ଭୟ (Fear) ରେ ଥରୁଛି ଏ ଗାଁ,୨00 ବର୍ଷ ଧରି ହୋଲି ଖେଳିନାହାନ୍ତି ଗ୍ରାମବାସୀ କାରଣ ଜାଣିଲେ ମୁଣ୍ଡରେ ହାତ ଦେବା ଆପଣ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଏମିତି ଏକ ଗାଁ ଅଛି ଯେଉଁଠି ଦୁଇଶହ ବର୍ଷରୁ ହୋଲି ଖେଳି ନାହାନ୍ତି ଲୋକେ।ସେହି ଭୟରେ ଆଜି ବି ଥରୁଛି ଗାଁ।ହୋଲି ଖେଳିଲେ ଗାଁକୁ ଅନେକ ବିପଦ ମାଡି ଆସୁଛି।ଅକାରଣରେ ଚାଲିଯାଉଚି ଜୀବନ।ସେଥିପାଇଁ ଦୁଇଶହ ବର୍ଷ ହେଲାଣି ସେହି ଗାଁରେ ହୋଲି ଖେଳିବା ବନ୍ଦ ଅଟେ।

ରଙ୍ଗର ପର୍ବ ହୋଲିକୁ ବର୍ଷ ତମାମ ଅପେକ୍ଷାରେ ରହିଥାନ୍ତି ଲୋକେ।ଘରକୁ ଫେରି ସାଙ୍ଗ ସାଥିଙ୍କ ମେଳରେ ରଙ୍ଗ ଖେଳିଥାନ୍ତି।ହେଲେ ଏମିତି କିଛି ଗାଁ ଅଛି ଯେଉଁଠାରେ ହୋଲିର ନାଁ ଶୁଣିଲେ ଭୟରେ ଥରିଥାନ୍ତି ଲୋକେ।ନା ସେଠାରେ ରଙ୍ଗ ବିକ୍ରିହୁଏ ନା ଖେଳାଯାଏ।ଏଠି ଲୋକେ ଗତ ଦୁଇଶହ ବର୍ଷରୁ ହୋଲି ପର୍ବ ପାଳନ କରିନାହାନ୍ତି।

ଏହି ଗାଁଟି ହେଉଛି ବିହାରର ସବିସ୍ତାନଗାଁ।ଏହି ଗାଁକୁ ଯିଏ ଆସୁଛି ଏହି କଥା ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଯାଉଛି।ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ତିତ ଏହି ଗାଁରେ ଲୋକେ ହୋଲି ଖେଳନ୍ତି ନାହିଁ।ହୋଲି ନଖେଳିବା ଏଠାରେ ପରମ୍ପରାରେ ଏକ ପରିଣତ ହୋଇଗଲାଣି।

ଏକଥା ଏବେ ନୁହଁ ବରଂ ଲଗାତାର ଦୁଇଶହ ବର୍ଷ ହେବ ଏଠାରେ ହୋଲି ଖେଳିବା ମନା କରାଯାଇଛି।ହୋଲି ଖେଳିଲେ ଗାଁକୁ ବିପଦ ମାଡି ଆସେ।ଏହି କାରଣରୁ ଏଠାରେ ଲୋକେ ହୋଲି ଖେଳନ୍ତି ନାହିଁ।ଗାଁରେ ହୋଲି ଖେଳକୁ ନେଇ ଏକ ମର୍ମନ୍ତୁଦ କାହାଣୀ ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଗାଁର ଜଳନ୍ଧର ସିଂ କୁହନ୍ତି ଦୁଇଶହ ବର୍ଷ ପୂର୍ବରୁ ଏଠାରେ ହୋଲି ଖେଳ ଧୁମ ଧାମରେ ହେଉଥିଲା।ସେଠାରେ ଜଣେ ବୃଦ୍ଧ ଦମ୍ପତି ରହୁଥିଲେ।ହୋଲିକା ଦହନ ଦିନ ସ୍ୱାମୀଙ୍କ ମୃତ୍ୟୁ ହେବାରୁ ତାଙ୍କ ପତ୍ନୀ ସତୀ ହେବାକୁ ଇଚ୍ଛା ପ୍ରକଟ କରିଥିଲେ।ଗ୍ରାମବାସୀ ମହିଳାଙ୍କୁ ତାଙ୍କ ଘରେ ପୁରାଇ କବାଟ ବାହାର ପଟୁ ବନ୍ଦ କରିଦେଇଥିଲେ।

ପରେ ବାହାରିଥିବା ଶବଯାତ୍ରା ସ୍ମସାନକୁ ପହଞ୍ଚିପାରି ନଥିଲାଏହାପରେ ତାଙ୍କର ପାର୍ଥିବ ଶରୀର ସ୍ମସାନକୁ ପହଞ୍ଚିଥିଲା।ଏଥିରେ ମୃତକଙ୍କ ପତ୍ନୀ ଜୀବନ୍ତ ସତୀ ହୋଇଯାଇଥିଲେ।ସାରା ଗାଁରେ ହାହାକାର ପଡିଯାଇଥିଲା।ଲୋକେ ଶୋକରେ ପରଦିନ ହୋଲି ପାଳନ କରିଥିଲେ ସେବେଠାରୁ ଏଠାରେ ଆଉ ହୋଲିର ଆୟୋଜନ ହୁଏ ନାହିଁ।ସେବେଠାରୁ ଗାଁରେ ରାଣୀ ସତୀ ମନ୍ଦିର ନିର୍ମିତ ହୋଇଛି।

Leave a Reply

Your email address will not be published. Required fields are marked *