Bharati Singh ଖୋଲିଲେ ଟିଭି ଇଣ୍ତଷ୍ଟ୍ରିର ପୋଲ୍, କହିଲେ ମୋ ସାଥିରେ ଶୋରେ କରୁଥିଲେ ଖରାପ ବ୍ୟବହାର

Spread the love

ବଲିଉଡ୍ ଓ ଟିଭି ଜଗତର ଦୁନିଆଁରେ ବାହାରେ ଯେତେ ସୁନ୍ଦର ଦେଖାଯାଏ ସେତେ ଭିତରୁ ଫମ୍ପା ଅଟେ, ଏଠାରେ ସଫଳତା ପାଇବା ପାଇଁ ବହୁତ ଅଭିନେତା ଓ ଅଭିନେତ୍ରୀଙ୍କୁ କଠିନ ପରିସ୍ଥିତି ଦେଇ ଯିବାକୁ ପଡିଥାଏ, ବହୁତ ଫିଲ୍ମ ଓ ଟିଭି କଳାକାର ଆସିବା ଦିନରୁ ସଂଘର୍ଷ ଭରା ଜୀବନରେ ନିଜ ଦୁଃଖ କହୁଛନ୍ତି । ଏବେ କିଛି ଦିନ ହେବ ଭାରତୀ ସିଂ ନିଜ ଲାଇଫ୍ କୁ ନେଇକରି ଦର୍ଶକଙ୍କ ସହ ସେୟାର୍ କରିଥିଲେ, କହିଦେବୁ କି ଭାରତି ସିଂ ଏକ ଫେମସ୍ କମେଡିଆନ୍ ଅଟନ୍ତି, ତାଙ୍କର ଅନ୍ଦାଜ ପାଇଁ ଲୋକେ ବହୁତ ପସନ୍ଦ କରନ୍ତି, ସେ କାହାକୁ ବି କିଛି ସମୟରେ ହସାଇବାର ଟ୍ୟାଲେଣ୍ଟ ରଖନ୍ତି, ସେ କମେଡି ସର୍କସ, କପିଲ ଶର୍ମା ଶୋ ପରି ବଡ ଶୋରେ କାମ କରିସାରିଲେଣି, ଭାରତୀ ସିଂ ସବୁବେଳେ ସମସ୍ତଙ୍କୁ ହସାଇବାର ପ୍ରୟାସ କରିଛନ୍ତି, କିନ୍ତୁ ସେ ନିଜ ଭିତରେ କେତେ କଷ୍ଟ ରଖିଛନ୍ତି, ଏହି କଥା କିଏ ବୁଝିପାରିବେନି ଏବେ ସେ ନିଜ ଜୀବନକୁ ନେଇକରି କିଛି ଏମିତି ଦୁଃଖ କହିଛନ୍ତି, ଯାହାକୁ ଜାଣିଲେ ଆପଣ ବି ଚକିତ ହୋଈଯିବେ ।

କହିଦେବୁ କି କପିଲ୍ ଶର୍ମାଙ୍କ ଶୋରେ ବଡ ବଡ କଳାକାର ଆସିଥାନ୍ତି, ଏମିତିରେ ସମସ୍ତଙ୍କ ମନୋରଞ୍ଜନ କରିବାର ଦାୟିତ୍ୱ କମେଡିଆନ୍ ଉପରେ ହୋଇଥାଏ, ଭାରତୀ ସିଂ ଏହି ଶୋର ଜରିଆରେ ସମସ୍ତଙ୍କୁ ହସାଇ ହସାଇକରି ଗଡାଇଦିଅନ୍ତି, ସମସ୍ତଙ୍କୁ ଖୁସ୍ କରୁଥିବା ଭାରତି ସିଂ ଅସଲ ଜୀବନରେ ବହୁତ ଚୁପ୍ ଚାପ୍ ଅଛନ୍ତି, ସେ ନିଜ ମଧ୍ୟରେ ବହୁତ ରହସ୍ୟ ଲୁଚାଇ ରଖିଛନ୍ତି, ଯାହାର ଖୁଲାସା କିଛି ଦିନ ତଳେ କରିଥିଲେ, ତାଙ୍କ କଥାକୁ ଜାଣିକରି ଫ୍ୟାନ୍ସ ବହୁତ ଇମୋସନାଲ୍ ହୋଇଯାଇଛନ୍ତି, ଏହା ପୁର୍ବରୁ ସେ ମନିସ୍ ପଲ୍ ଙ୍କ ଚ୍ୟାଟ୍ ଶୋରେ ନିଜ ପର୍ସନାଲ୍ ଲାଇଫ୍ ଉପରେ ଖୋଲିକରି କହିସାରିଛନ୍ତି

ଶୋରେ ତାଙ୍କ ଖୁଲାସା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଭାରତୀ ସିଂ ସହ କଥାବାର୍ତ୍ତାରେ କହିଥିଲେ କି ଯେବେ ସେ ଷ୍ଟେଜ୍ ରେ ପରଫର୍ମ କରିବାପାଇଁ ଯାଇଥିଲେ ତେବେ ତାଙ୍କୁ ଭୁଲ୍ ତରିକାରେ ଛୁଇଁଥିଲେ, ଭାରତୀ ସିଂ କହିଲେ କି ସେ ଏକ ଗରିବ ଘରୁ ଜନ୍ମ ନେଇଛନ୍ତି, ଓ ତାଙ୍କ ଛୁଆବେଳ ବହୁତ କଠିନତାପୁର୍ଣ୍ଣ ରହିଥିଲା, ଗୋଟେ ସମୟ ଥିଲା ଯେବେ ଭାରତୀ ସିଂ ନିଜ ମାକୁ ଶୋରେ ନେଇକରି ଆସୁଥିଲେ, ଭାରତୀ ସିଂଙ୍କ ଅନୁସାରେ ସେ ବହୁତଥର ଲୋକଙ୍କୁ ବୁଝିବାରେ ଭୁଲ୍ କରିଛନ୍ତି, ଏଥିପାଇଁ ତାଙ୍କ ମା ତାଙ୍କ ସହ ରୁହନ୍ତି

ଏକ ଇଣ୍ଟରଭ୍ୟୁରେ ସେ କହିଲେ କି ମା ସାଥିରେ ହେବା କାରଣ ଲୋକଙ୍କ ଖରାପ ବ୍ୟବହାର କହିଲେ, ସେ କହିଲେ କି ଷ୍ଟେଜ୍ ରେ ଲୋକ ତାଙ୍କୁ ଖରାପ ଇଙ୍ଗିତ କରୁଥିଲେ । ଭାରତୀ ସିଂ ମନିସ୍ ପଲ୍ ଙ୍କ ଶୋରେ କହିଥିଲେ କି ଲୋକଙ୍କ୍ ଭୁଲ୍ ତରିକାରେ ଛୁଇଁବା ତାଙ୍କୁ କିଛି ବୁଝାପଡୁନଥିଲା, ତାଙ୍କୁ ଜଣାବି ପଡୁନଥିଲା କି ତାଙ୍କ ସହ କଣ ହେଉଛି, କିନ୍ତୁ ଯେବେ ମାଙ୍କ ସହ ରହୁଥିଲେ ତେବେ ସେ ନିଜକୁ ସୁରକ୍ଷିତ ଅନୁଭବ କରୁଥିଲେ, ଭାରତୀଙ୍କ ଅନୁସାରେ ତାଙ୍କ ବୟସର ଏମିତି ସମୟ ଥିଲ୍ ଯେବେ ତାଙ୍କୁ ଏହା ବିଲକୁଲ୍ ବୁଝାପଡିଲା ନାହିଁ,  କି ଯଦି କିଏ ତାଙ୍କୁ ଛୁଉଁଛି, ତେବେ ତାର୍ ପଛରେ କଣ ମକସଦ୍ ଥାଇପାରେ

ଭାରତୀ ଆଗକୁ କହିଲେ କି ଯଦି ଆପଣଙ୍କୁ କିଏ ପଇସା ଦେଉଛି ଓ ଆପଣଙ୍କ ଅଣ୍ଟାରେ ହାତ ମାରୁଛି ତେବେ ତାର୍ ଫିଲିଙ୍ଗ୍ ଭଲ ହୋଇନଥା,ଏ ବହୁତଥର ଏହା ସବୁ ଜାଣିକରି ଚୁପ୍ ରହିବାକୁ ପଡୁଛି । ସେ କହିଲେ କି ଏମିତି ଖରାପ ଇଶାରା ବୁଝାପଡୁନି କି ଏବେ ସେ ନିଜ ବିପକ୍ଷରେ ଆବାଜ୍ ଉଠାଇପାରିବେ,  ନିଜକୁ ସେ ସୁରକ୍ଷିତ ରଖିପାରିବେ, ଭାରତୀ ସିଂ କହିଲେ କି ଏବେ ଏତେ ସାହାସି ହୋଇସାରିଛନ୍ତି କି ଲୋକଙ୍କ ନଜରରେ ସେ ବୁଝିପାରୁଛନ୍ତି , ଆଗକୁ କହିଲେ କି ତାଙ୍କ ପୀଡା ଏବେ ତାଙ୍କ ବଡ ଶକ୍ତି ହୋଇସାରିଛି ।

Leave a Reply

Your email address will not be published. Required fields are marked *