ଭୁବନେଶ୍ବରରେ ଆଉ ଗୋଟିଏ malisahi ହେଉ ବୋଲି କହିଲେ ଏହି ଯୁବତୀ,ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…

Spread the love

ଯଦି ବର୍ବାଦ କରୁଛି ତେବେ ଏହି ସବୁ ରୀଲସ, ଟିକ ଟକ,ଫିଲ୍ମ ଏହି ସବୁ। ଯେତିକି ବେକାର ଜିନିଷ ଆଜି କାଲି ସବୁ ପିଲାଙ୍କୁ ଶିଖା ଯାଉଛି। ଆହୁରି କୁହା ଯାଉଛି କି ତମେ ଯଦି ନିଶା ଖାଉନ ତେବେ ନିଶା ଖାଅ।ଆପଣ ଶୁଣି ଥିବେ ଆଜି କାଲି ଯେମିତି ଗୀତ ବାହାରୁଛି।ଏହି ଗୀତ ସବୁ ଆପଣଙ୍କୁ ବାଧ୍ୟ କରିବ ନିଶା ଖାଇବା ପାଇଁ।

ଖାଇବା ପିଇବା ଏମିତି ପିନ୍ଧିବା କୁଲରେ ଯାଏ।କିନ୍ତୁ ଏହା କୁଲ ନୁହେଁ ସବୁଠାରୁ ବଡ଼ ମୂର୍ଖାମି। ସମୟ ଏମିତି ଆସି ଗଲାଣି ଆପଣ ଆଗରୁ ଜାଣିଥିବେ ଝିଅ ମାନେ ଯାଉଥିଲେ କରୁଥିଲେ। ଆପଣ ଜାଣିଥିବେ କି ମାଳି ସାହି ବୋଲି ଗୋଟିଏ ଜିନିଷ ମଧ୍ଯ ଅଛି। ମତେ ଲାଗୁଛି ଆଉ ଗୋଟିଏ ତିଆରି ହେବ।

ଏମିତି ଆଉ ଗୋଟିଏ ସଂସ୍ଥା ହେବ।ଏହା ହୋଇ ବି ପାରିବ ଯେହେତୁ ସମୟ ଏମିତି ଅଛି।ଆଜିର ସମାଜରେ ଏହି ସମୟରେ ସବୁ କିଛି ଚାଲିଛି।ଏମିତି ହେବନି ବୋଲି କିଛି ନାହିଁ ଏହା ହୋଇ ବି ପାରିବ। ଆମର ଯେଉଁ ସବୁ ଯୁବ ସମାଜ ଅଛି ତାଙ୍କ ହାତରେ ଆମ ଦେଶର ଭବିଷ୍ୟତ ଅଛି।ଆଉ ଆପଣ ଜାଣିଥିବେ

ସେ ଆମର ଦେଶର ବା ସମାଜର ଭବିଷ୍ୟତକୁ କେଉଁ ଭଳି ନେଉଛନ୍ତି। ଯଦି ଏହି ଯୁବ ସମାଜ ବର୍ବାଦ ହୋଇ ଯାଇଛି ତେବେ କଣ ହେବ ଆପଣ କୁହନ୍ତୁ। ଆଗରୁ ଝିଅ ମାନେ ଏମିତି କରୁଥିଲେ ଆଉ ଏବେ ମହିଳା ମାନେ ମଧ୍ୟ କରୁଛନ୍ତି। ଆଜିର ଯେଉଁ ଫିଲ୍ମ ସବୁ ଆସୁଛି ତାକୁ ଦେଖିବା ପରେ ସମସ୍ତେ ଏହି ଭଳି

କାମ କରିବା ପାଇଁ ବାଧ୍ୟ ହେଉଛନ୍ତି। ଲୋକ ଭାବୁଛନ୍ତି ଏହା କୌଣସି ପ୍ରକାରର କ୍ରାଇମ ନୁହେଁ। ଆମେ କରିବୁ।ଲୋକମାନେ ତାଙ୍କର ହିତାହିତ ଜ୍ଞାନ ଯାହା ସେ ଭୁଲି ଯାଉଛନ୍ତି। ସେ ଭୁଲି ଯାଉଛନ୍ତି ସେ କେଉଁ ଦେଶରେ ରହୁଛନ୍ତି।ଭାରତ ଗୋଟିଏ ଏମିତି ଦେଶ ଯେଉଁଠାରେ ତାର ସଂସ୍କୃତିର ଅନେକ ତାତ୍ପର୍ଯ୍ୟ ରହିଛି।

ସବୁ ଜିନିଷ ଭୁଲି ସେ ଯାହା କରିବା କଥା କରୁଛନ୍ତି। ଆଜି କାଲି ଅନେକ ଝିଅ ପିଲା ବା ସ୍ତ୍ରୀ ଲୋକ ଫୋନରେ ଭିଡିଓ କରି ଛାଡୁଛନ୍ତି। ତାକୁ ଦେଖି ଅନେକ ପୁଅ ପିଲା ଛୋଟ ଛୋଟ ପିଲା ଖରାପ ହୋଇ ଯାଉଛନ୍ତି।ସେମାନେ ତ ଏହି ଭଳି କରୁଛନ୍ତି।ଏହା ସହିତ ଅନେକ ଫିଲ୍ମକୁ ନେଇ ମଧ୍ୟ ଏବେ ବିବାଦ ହେଉଥିଲା।

ଏହି ସବୁ ଡ୍ରେସ ପିନ୍ଧିବା କମନ ଅଛି।କିନ୍ତୁ କଣ ପାଇଁ।ଆମ ସଂସ୍କୃତି ଆମକୁ ଏହା ଶିଖାଉ ନାହିଁ ନା।ଆମେ କଣ ପାଇଁ ଏହି ଭଳି ଅଶ୍ଳିଳତାକୁ ପ୍ରମୋଟ କରୁଛେ। ଆମେ ଅନ୍ୟ ମାନଙ୍କୁ ଶିକ୍ଷାଉଛେ କି ଏହି ଭଳି କର। ଏମିତି କିଛି ସେ କହିଥିଲେ।

Leave a Reply

Your email address will not be published. Required fields are marked *