ମରିଗଲେ ମଧ୍ୟ ଭୁଲରେ କରନ୍ତୁ ନାହିଁ ଏହି 6 ଟି କାମ ନହେଲେ ଜୀବନସାରା ଆପଣଙ୍କ ଜୀବନରେ କେବଳ କାନ୍ଦିବା ଛଡା ଆଉ କିଛି ବାଟ ନଥିବ..

Spread the love

ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଲୋଲକଙ୍କର ଆଚରଣ ଓ ବ୍ୟବହାର ଶୁଦ୍ଧ ହେବା ଆବଶ୍ୟକ।ନିଜର ଆଚରଣ ନ ବଦଳାଇବା ଫଳରେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏହା ସହିତ ଆପଣଙ୍କର ଧନ ଓ ସମ୍ପତି ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଥାଏ।ଏହା ସହିତ ଯେଉଁ ବ୍ୟକ୍ତି ନିଜର ଘରେ ସର୍ବଦା ମଦ ଓ ମାଂସର ସେବନ କରିଥାଏ ଏହା ସହିତ ସେ କୌଣସି ନାରୀ ମାନଙ୍କୁ ସମ୍ମାନ କରେ ନାହିଁ ତେବେ ସେହି ବ୍ୟକ୍ତି ନିଜ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ।

ଏହା ସହିତ ଆପଣ ଯଦି କେବେ କୌଣସି ନାରୀ ଅଥବା ନିଜର ପତ୍ନୀଙ୍କୁ ଅସମ୍ମାନ କରୁଛନ୍ତି ତେବେ ଏହା ଧ୍ୟାନ ରଖନ୍ତୁ ଆପଣଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିବ।ନାରୀ ହେଉଛନ୍ତି ମାତା ପାର୍ବତୀଙ୍କ ରୂପ ସେଥିପାଇଁ ନାରୀ ମାନଙ୍କୁ ଅସମ୍ମାନ କରୁଥିବା ବ୍ୟକ୍ତି ନିଜ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ।ଏହା ସହିତ ସେ ନିଜ ଜୀବନରେ ଅନେକ ଦୁଃଖ କଷ୍ଟ ଭୋଗ କରିଥାଏ।ତେଣୁ ଆପଣ ନିଜକୁ ଏହି ସମସ୍ତ କାର୍ଯ୍ୟରୁ ଦୂରେଇ ରଖନ୍ତୁ।

ଖାସ କରି ଆପଣ କେବେ ମଧ୍ୟ ନାରୀ ମାନଙ୍କ ଅସମ୍ମାନ କରନ୍ତୁ ନାହିଁ।ଏହା ସହିତ ଆପଣ ଯଦି ନିଜର ଘରକୁ ସଫା ରଖନ୍ତି ନାହିଁ ଏହା ସହିତ ଆପଣ ଯଦି ନିଜର ଘରର ପରିବେଶ ଖରାପ ରଖନ୍ତି ତେବେ ଆକାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଏପରି କରିବା ଫଳରେ ଆପଣଙ୍କ ଘରେ ସର୍ବଦା ରୋଗ ଲାଗି ରହିଥାଏ।ଫଳରେ ଆପଣଙ୍କର ଏହା ଅର୍ଥ ହାନି କରିଥାଏ।

ଆପଣ ଅଯଥାରେ ବିଭିନ୍ନ ଚିକିତ୍ସକଙ୍କ ପରାମର୍ଶ ନେଇଥାନ୍ତି ଯାହା ଫଳରେ ଆପଣ ଅନେକ ଅର୍ଥ ଖର୍ଚ୍ଚ କରିଥାନ୍ତି।ସେଥିପାଇଁ ଆପଣ ସତର୍କ ରୁହନ୍ତୁ।ଯେପରି ଆପଣ ନିଜର ଘରର ପରିବେଶକୁ ସଫା ରଖିବେ।ଏହା ସହିତ ଘରେ ସନ୍ଧ୍ୟା ସମୟରେ ଅନେକ ଅନିଷ୍ଟ ଶକ୍ତି ରହିଥାଏ।ତେଣୁ ଏହି ସମୟରେ ଆପଣ ଗାଳିଦେବା,ଅସଭ୍ୟ ବ୍ୟବହାର କରିବା,ଅସତ୍ୟ କହିବା ଭଳି କାର୍ଯ୍ୟ କରନ୍ତୁ ନାହିଁ।

ଏପରି କରିବା ଫଳରେ ଆପଣ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।ସନ୍ଧ୍ୟା ସମୟରେ ଆପଣ କିଛି ଶୁଭ କାର୍ଯ୍ୟ କରିବାକୁ ପ୍ରୟାସ କରନ୍ତୁ ଯାହା ଫଳରେ ଆପଣଙ୍କୁ ବହୁତ ଶୁଭ ଫଳ ମିଳିବ।ଏହା ସହିତ ଆପଣ କେବେ ମଧ୍ୟ ଉତ୍ତର ଦିଗକୁ ଗୋଡ଼ କରି ଶୁଅନ୍ତୁ ନାହିଁ।ଏପରି କରିବା ଫଳରେ ଆପଣଙ୍କ ଉପରେ ଅନେକ କୁ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ହିନ୍ଦୁ ଧର୍ମରେ ଖାଇବା ଥାଳିକୁ ନେଇ ବିଭିନ୍ନ ପ୍ରକାରର ନିୟମ ରହିଛି।ଯେପରି ଆପଣ ଖାଦ୍ୟ ଖାଇବା ସମୟରେ କେବେ ମଧ୍ୟ ଖାଦ୍ୟର ଥାଳିକୁ ବାମ ହାତରେ ଧରି ଖାଆନ୍ତୁ ନାହିଁ।କାରଣ ଏପରି କେବଳ ଭୁତ ମାନେ ଖାଇଥାନ୍ତି।

ଏହା ସହିତ ଆପଣ ଖାଦ୍ୟ ଖାଇବା ସମୟରେ କେବେ ମଧ୍ୟ ଖାଦ୍ୟର ଥାଳିକୁ କୌଣସି ଖାଲି ସ୍ଥାନରେ ରଖନ୍ତୁ ନାହିଁ।ସର୍ବଦା ଖାଦ୍ୟ ଥାଳିକୁ ଏକ ଜାଗା ଉପରେ ରଖି ଖାଆନ୍ତୁ ଯେପରିକି ଚଉକି କିମ୍ବା ଟେବୁଲ।ଏହା ସହିତ ଆପଣ ଖାଦ୍ୟ ଖାଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ ମଧ୍ୟ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *