ଓଡ଼ିଆ ସିନେମା ଜଗତର ଦୁଃଖ ଖବର,ଏହି Kalakar ମାନେ ଅଦିନ ରେ ଦୁନିଆ ଛାଡିକି ଚାଲି ଯାଇଛନ୍ତି,ଦେଖନ୍ତୁ କାହା ବୟସ କେତେ ଥିଲା..

Spread the love

ଆମେ ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଗତ କାଲି ମୃତ୍ୟୁ ବରଣ କରିଛନ୍ତି।ସେ ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ ଫଳରେ ସେ ଗତକାଲି ଏହି ରୋଗର କାରଣରୁ ମୃତ୍ୟୁ ବରଣ କରିଛନ୍ତି।ଏହାପରେ ଆମେ ସମସ୍ତେ ଅଭିନେତା ବିଜୟ ମହାନ୍ତିଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଦୀର୍ଘଦିନ ଧରି ହୃଦ ରୋଗରେ ପୀଡ଼ିତ ଥିଲେ।ଏହା ସହିତ ସେ ଅନେକ ଦିନ ଧରି ଚିକିତ୍ସିତ ମଧ୍ୟ ହୋଇ ଆସୁଥିଲେ।କିନ୍ତୁ ସେ ଗତ ସପ୍ତାହରେ ମୃତ୍ୟୁ ବରଣ କରିଥିଲେ।

ଏହାପରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଖଳନାୟକ ଭୂମିକାରେ ଅଭିନୟ କରୁଥିବା ମୀନକେତନ।ତେବେ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।ଫଳରେ ସେ ଅନେକ ଦିନ ଧରି ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଆସୁଥିଲେ କିନ୍ତୁ ସେ କିଛିଦିନ ତଳେ ମୃତ୍ୟୁ ବରଣ କରିଥିଲେ।ଏହାପରେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ସଲିଳ।ସେ କିଛି ଦିନ ତଳେ ନିଜର ସୁଟିଂ କାର୍ଯ୍ୟ ସାରି ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ।

ଏହାପରେ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ନିକିତା।କିଛି ଦିନ ତଳେ ସେ ନିଜ ଘରର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ।ତେବେ ତାଙ୍କର ଘରୋଇ କଳହରୁ ଏପରି ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିଲା।ଏହାପରେ ହେଉଛନ୍ତି ଅଭିନେତା ଦେବୁ ବୋଷ।ଆମେ ଅଭିନେତା ଦେବୁ ବୋଷଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତେବେ କିଛିଦିନ ହେବ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ କରା ଯାଉଥିଲା।କିନ୍ତୁ ଶେଷରେ ସେ ମୃତ୍ୟୁ ବରଣ କରିଥିଲେ।

ଏହାପରେ ହେଉଛନ୍ତି ଓଡ଼ିଆ ଫିଲ୍ମ ଜଗତର ଅଭିନେତା ରାଜା।ସେ କିଛିଦିନ ତଳେ କୌଣସି କାରଣରୁ ଏକ ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ।ତେବେ ତାଙ୍କର ଆ-ତ୍ମ-ହ-ତ୍ୟା କରିବାର କାରଣ ଏବେ ପର୍ଯ୍ୟନ୍ତ ମଧ୍ୟ ସଠିକ ଭାବରେ ଜଣା ପଡିନାହିଁ।ଏହାପରେ ହେଉଛନ୍ତି ଓଡ଼ିଆ ଅଭିନୟ ଜଗତର ହାସ୍ୟ ଅଭିନେତା ଚଞ୍ଚ।ସେ କିଛି ଦିନ ତଳେ ନିଜର କ୍ୟାନ୍ସର ରୋଗ କାରଣରୁ ଚିକିତ୍ସିତ ହେଉଥିଲେ।କିନ୍ତୁ ଶେଷରେ ସେ ମୃତ୍ୟୁ ବରଣ କରୁଛନ୍ତି।

ତେବେ ଏହି ସବୁ ଅଭିନେତା ତାଙ୍କର ଅଭିନୟ ମାଧ୍ୟମରେ ଆମକୁ ଅନେକ ମନୋରଞ୍ଜନ କରିଥିଲେ।ସେମାନେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ସେମାନେ ନିଜର ଅନେକ ମାନ ସମ୍ମାନ ସୃଷ୍ଟି କରି ପାରିଥିଲେ।ତେବେ ଏହି ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ଅନେକ ଲୋକଙ୍କ ମନରେ ସବୁଦିନ ପାଇଁ ରହିଯିବ।ଏହା ସହିତ ସେମାନେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହୋଇ ପାରିଥିଲେ।

ଏହା ସହିତ ସେମାନେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।ତେବେ ଆମେ ଭଗବାନଙ୍କ ନିକଟରେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଗୁହାରି କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *