ମାଳିକା ରହସ୍ୟ,Angul ଜିଲ୍ଲା ରେ ହେବ ଭୟଙ୍କର ଭୂମିକମ୍ପ ! କେବେ ହବ ଓ କଣ ଏ ବିଷୟରେ ମାଳିକା ଭବିଷ୍ୟବାଣୀ ରେ ଲେଖା ହେଇଚି ପଢନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ୬୦୦ ବର୍ଷ ଆଗତ ଭବିଷ୍ୟତ ମାଳିକା ବିଚାର ବିଷୟରେ।ଆଜି ଆପଣ ମାନଂକ ଆଗରେ କଥା ରଖିବୁ ଯେଉଁ କଥାକୁ ୬୦୦ ବର୍ଷ ତଳେ ମହାପୁରୁଷ ରଚନା କରିଛନ୍ତି।ଆଜି ଆମେ ଓଡିଶାର ଏଭଳି ଏକ ଜିଲ୍ଲା ଯେଉଁ ଜିଲ୍ଲାର ନାନା ପ୍ରକାର ଘଟଣା ଘଟିବ।ଏବଂ ଯଦି ଆପଣ ଏହି ଜିଲ୍ଲାରେ ରୁହନ୍ତି ତେବେ ଆଗ ଏଥିପ୍ରତି ଅବଗତ ହୋଇଯାଅନ୍ତୁ।ଏବଂ ଏହା ସହିତ ଏହି ଜିଲ୍ଲାରେ ଯଦି ନାହାଁନ୍ତି ଆପଣଙ୍କୁ ଭଗବାନ ବୋଲି ଭାବନ୍ତୁ।ସେହି ଜିଲ୍ଲାର ନାମ ହେଉଛି ଅନୁଗୁଳ।

ଆମେ ଆଜି ଏହି ଅନୁଗୁଳ ଜିଲ୍ଲା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମେ ମହାପୁରୁଷ ଏଠାରେ କହୁଛନ୍ତି ଏପରି ଏକ ସମୟ ଆସିବ ସେଠାରେ ବାରମ୍ବାର ଭୂମିକମ୍ପ ହେବ ଓ ଏହା ହେବା ପରେ କୋଠା ବାଡ଼ି ସବୁ ଭୁଶୁଡି ଯିବ।

ଏହା ସହିତ ଦିବା ଲୋକରେ ମଣିଷ ମଣିଷକୁ ହାଣି ଦେବ।ବହୁ ବିତି ପାତ ହେବ।ମଣିଷମଣିଷ ମଧ୍ୟରେ ଶ୍ରଦ୍ଧା ଏବଂ ଭଲ ପାଇବା ରହିବ ନାହିଁ ଆପଣ ଭାରତ ବର୍ଷରେ ଦେଖୁଥିବେ ନାରୀ ମଧ୍ୟ ଆଜି କାଲି ସୁରକ୍ଷିତ ନାହାନ୍ତି।ଆମ ପ୍ରକୃତିକୁ ଆମେ ଯେପର୍ଯ୍ୟନ୍ତ ନ ବଦଲେଇଛୁ ସେପର୍ଯ୍ୟନ୍ତ ଏଭଳି ବିତି ପାତ ଲାଗି ରହିବ।

ଏବଂ ଏହି ଭଳି ଭାବରେ ବାତ୍ୟା ବନ୍ୟା ଏବଂ କରୋନା ମହାମାରୀ ଆମକୁ ଗ୍ରାସ କରିବ।କାରଣ ପ୍ରକୃତରେ ଆମକୁ ଆମ କର୍ମ ଫଳ ମଧ୍ୟ ଭୋଗିବାକୁ ପଡୁଛି।ଏବଂ ଏହା ସହିତ ମହାପୁରୁଷ କହିଛନ୍ତି ହଠାତ ଘର ମଧ୍ୟରେ ଅଗ୍ନି ଲାଗିବ।ନାନାଦି ପ୍ରକାର କୋଠା ବାଡ଼ି ଜଳିଯିବ।ଅନେକ ଲୋକ ଅନ୍ୟାୟ ପୂର୍ଵକ ଧନ ଲୁଣ୍ଠନ କରିବେ ଏବଂ ଜ୍ଞାନୀ ମାନେ ମୌନ ରହିବେ।

ସେମାନେ ନିରବ ରହିବେ କାରଣ ସେମାନେ କିଛି କହିଲେ ଛକ ଛକରେ ଗୁଳି ଫୁଟିଯିବ।ଏଥିପାଇଁ ଜ୍ଞାନୀ ମାନେ ସବୁବେଳେ ଚୁପ ରହିବେ।ଅନ୍ୟାୟ କରି ଅନେକ ଲୋକ ଧନ ଲୁଣ୍ଠନ କରି କୋଟିପତି ମଧ୍ୟ ହେବେ।କିନ୍ତୁ ତାଙ୍କର ଧନ ଗର୍ବ ସବୁ ଅଢେଇ ଦିନ ବୋଲି ମହାପୁରୁଷ କହୁଛନ୍ତି।ଏବଂ ମାଆ ହିଙ୍ଗୁଳା ଭକ୍ତଙ୍କୁ କୋଳ କରିବେ।

ଯେଉଁମାନେ ମାଆଙ୍କୁ ଭକ୍ତି କରନ୍ତି ଏବଂ ପ୍ରାଥନା କରନ୍ତି ମାଆ ହିଙ୍ଗୁଳାଙ୍କ କୃପା ବର୍ଷିଯିବ।ଗୋପନରେ ଏବଂ ଅଦୃଶ୍ୟ ଭାବରେ ଅନେକ ଭକ୍ତ ଜନ୍ମ ନେବେ ଏବଂ ତାଙ୍କୁ ଚିହ୍ନି ମଧ୍ୟ ପାରିବେ ନାହିଁ।ସେଠାରେ ଭକ୍ତ ମାନେ ମାଆ ହିଙ୍ଗୁଳାଙ୍କୁ ଭକ୍ତି କରିବେ।ଯେଉଁମାନେ ଅନୁଗୁଳ ବାସୀ ଅଟନ୍ତି ମାଆ ହିଙ୍ଗୁଳାଙ୍କ କୃପା ଆପଣଙ୍କ ଉପରେ ନିହାତି ଭାବରେ ରହିବ।ଆପଣମାନେ ଏଠିପର5 ଗର୍ବ ମଧ୍ୟ ଅନୁଭବ କରିବେ।ଆପଣ ଦୁଃଖ କଷ୍ଟ ସହିଲେ ମଧ୍ୟ ଶେଷରେ ମାଆ ହିଙ୍ଗୁଳାଙ୍କ କୃପାରୁ ସବୁ ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *