ଘର ଲୋକଙ୍କୁ ଲୁଚିକି ବିବାହ କରିଲେ ଓଡ଼ିଆ କମେଡିଆନ Gudu,ଏପରି ଭାବେ Instargam ରୁ ପ୍ରେମ ଆରମ୍ଭ ହେଇଥିଲା,ଏହି ଅଭିନେତ୍ରୀ ଙ୍କୁ ବିବାହ କରିଛନ୍ତି !

Spread the love

ଓଲିଉଡ ଜଗତର ହାସ୍ୟ ଅଭିନେତା ଗୁଡୁ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ ଆମେ ତାଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ସେ ନିଜର ଦକ୍ଷତା ବଳରେ ନିଜକୁ ଅନେକ ପ୍ରତିଷ୍ଠିତ କରି ପାରିଛନ୍ତି।

ସେ ନିଜର ଅଭିନୟ କରିବାର ସେହି ମଜାଳିଆ ଶୈଳୀ ପାଇଁ ନିଜକୁ ଖୁବ ପରିଚିତ କରାଇ ପାରିଥିଲେ।ଏହା ସହିତ ସେ ଅନେକ ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରିଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଦର୍ଶକ ମାନଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖି ପାରନ୍ତି।ସେ ଦେଖିବାକୁ ଯେପରି ଭାବରେ ମଜାଳିଆ ସେ ସେହିପରି ଭାବରେ ନିଜର ଅଭିନୟ ମାଧ୍ୟମରେ ମଧ୍ୟ ଅନେକ ଲୋକଙ୍କୁ ହସାଇ ପାରନ୍ତି।

ସେ ଆଜି ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ଏହା ସହିତ ସେ ନିଜର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ହିଁ ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ହସିବାକୁ ବାଧ୍ୟ କରିଥାନ୍ତି।ତାଙ୍କର ଅଭିନୟରେ ଏକ ଅଦ୍ଭୁତ ଯାଦୁ ରହିଛି।ଯାହାକୁ ଦେଖିବା ପରେ କୌଣସି ବ୍ୟକ୍ତି ନ ହସି ଚୁପ ଭାବରେ ବସି ପାରିବ ନାହିଁ।

ସେ ନିଜର ଅଭିନୟ ଜୀବନ ମଧ୍ୟରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କୁ ପ୍ରେରିତ ମଧ୍ୟ କରନ୍ତି ଅଭିନୟ କରିବା ପାଇଁ।କାରଣ ତାଙ୍କର ଅଭିନୟ କରିବାର ମୂଳ ଲକ୍ଷ୍ୟ ହେଉଛି ଦର୍ଶକ ମାନଙ୍କର ମନୋରଞ୍ଜନ କରିବା।ଏହା ସହିତ ସେ ଅନେକ ଫିଲ୍ମ ଓ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଅନେକ ମାନ ସମ୍ମାନ ଅର୍ଜନ କରି ସାରିଲେଣି।ତାଙ୍କର ଅଭିନୟ ବର୍ତ୍ତମାନ ଅନେକ ଲୋକଙ୍କ ମନରେ ଘର କରି ରହି ସାରିଛି।

ଏହା ସହିତ ସେ ଅନେକ ଧାରାବାହିକ ଓ ଆଲବମରେ ମଧ୍ୟ ଅଭିନୟ କରି ସାରିଲେଣି ଓ ଏଥିପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।ତେବେ ଏହି ଅଭିନେତା ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି।ସେ ନିଜର ବାନ୍ଧବୀ ପ୍ରିୟଙ୍କା ଓରଫ ମାମାଙ୍କୁ ବିବାହ କରି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି।ସେଥିପାଇଁ ତାଙ୍କୁ ଅନେକ ଅଭିନେତା ମାନେ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ତେବେ କମେଡିଆନ ଗୁଡୁ କେନ୍ଦ୍ରାପଡା ର ରାଜନଗର ର ପ୍ରିୟଙ୍କା ରାଉତ ଙ୍କୁ ନିଜର ଜୀବନସାଥୀ ଭାବେ ବାଛିଛନ୍ତି । ତାଙ୍କ ପ୍ରେମ INSTAGRAM ରେ ଆରମ୍ଭ ହେଇଥିଲା ଓ ଭୁବନେଶ୍ୱର ର ଘରୋଇ ସଂସ୍ଥା ରେ ଖାତା କଲମ ରେ ବାହା ହୋଇଛନ୍ତି,ତେବେ ବିବାହ ବେଳେ ତାଙ୍କ ପରିବାର ଲୋକଙ୍କ ଅନୁପସ୍ଥିତି ଦେଖିବା ପାଇଁ ମିଳିଥିଲା ।ତେବେ ବିବାହ କରି ହାସ୍ୟ ଅଭିନେତା ଗୁଡୁ ଓ ପ୍ରିୟଙ୍କା ବହୁତ ଖୁସି ବୋଲି କହିଛନ୍ତି

ଏହା ସହିତ ଅନେକ ଅଭିନେତା ମାନେ ଆଜି ତାଙ୍କର ବିବାହ ଉତ୍ସବରେ ଯୋଗ ଦେଇଥିଲେ।ଏହା ସହିତ ତାଙ୍କର ଏକ ଶୁଭ ବୈବାହିକ ଜୀବନ ପାଇଁ ଅନେକ ଅଭିନେତା ଶୁଭେଚ୍ଛା ଜଣାଇ ଥିଲେ।ଏହି ମହାମାରୀ ସମୟରେ ତାଙ୍କର କିଛି ବନ୍ଧୁ ତାଙ୍କର ବିବାହ ଉତ୍ସବରେ ଯୋଗ ଦେଇ ପାରି ନଥିଲେ।ସେଥିପାଇଁ ତାଙ୍କର ସେହି ସବୁ ବନ୍ଧୁମାନେ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କର ବୈବାହିକ ଜୀବନର ମଙ୍ଗଳ କାମନା କରିଥିଲେ।

ଏହା ସହିତ ଆଗକୁ ତାଙ୍କ ସହିତ ଯୋଗ ଦେବେ ବୋଲି କହିଥିଲେ।ତେବେ ଆମେ ସମସ୍ତେ ମଧ୍ୟ ଏହି ହାସ୍ୟ ଅଭିନେତାଙ୍କ ବୈବାହିକ ଜୀବନ ମଙ୍ଗଳମୟ ହେଉ ବୋଲି ଶୁଭେଚ୍ଛା ଜଣାଇବା।ଏହା ସହିତ ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ବୋଲି ଭଗବାନ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା।

Leave a Reply

Your email address will not be published. Required fields are marked *