Health Tips – ଖାଦ୍ୟ ଖାଇବା ପରେ ପାଣି ପିଇବା ଠିକ ନା ଭୁଲ,ଏହି ଭୁଲ ପାଇଁ ହୁଏ ଅନେକ ରୋଗ,ଏହି କଥାଟି ଜାଣିରଖନ୍ତୁ ନହେଲେ ଆପଣ ଜୀବନସାରା ହଇରାଣ ହେବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଖାଇବା ପରେ ପାଣି ପିଇବା ଉଚିତ କିମ୍ବା ନୁହେଁ।ଏହାକୁ ଜାଣିବାପରେ ଆପଣ ଆଉ ଜୀବନରେ କେବେହେଲେ ରୋଗରେ ପଡିବେ ନାହିଁ।ଆମେ ସମସ୍ତେ ଜାଣୁ ପାଣି ପିଇବା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ।ଆମେ ପ୍ରତିଦିନ ସାତରୁ ଆଠ ଗ୍ଲାସ ପାଣି ପିଇବା ଆବଶ୍ୟକ।କିନ୍ତୁ ଯଦି ଆମେ ଆମ ଖାଦ୍ୟରେ ଅଧିକରୁ ଅଧିକ ଫଳ ଖାଇଥାଉ ତେବେ ଆମକୁ କମ ପରିମାଣର ପାଣି ପିଇବା ଆବଶ୍ୟକ।ଏହା ସହିତ ଆମେ ଖାଦ୍ୟ ଖାଇବାର ତୁରନ୍ତ ପରେ କିମ୍ବା ତୁରନ୍ତ ପୂର୍ବରୁ କାହିଁକି ପାଣି ପିଇବା ଉଚିତ କିମ୍ବା ଉଚିତ ନୁହେଁ ଏହି ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା।

ତେବେ ଆମେ ପ୍ରତିଦିନ ଆବଶ୍ୟକ ଅନୁସାରେ ପାଣି ପିଉ।ହେଲେ ଏହାକୁ ଆପଣଙ୍କୁ ଉପଯୁକ୍ତ ସମୟରେ ପିଇବା ଆବଶ୍ୟକ।ଆମେ ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ଉଚିତ ନୂହେ।କାରଣ ଆମେ ଖାଦ୍ୟ ଖାଇବା ମାତ୍ରେ ଆମ ଖାଦ୍ୟ ଯାଇ ଯକୃତରେ ପହଞ୍ଚି ଥାଏ।ଯେଉଠରେ ଆମ ଶରୀରର ପାଚକ ରସ ତିଆରି ହୋଇଥାଏ।ତେବେ ଯଦି ଆମେ ଖାଦ୍ୟ ଖାଇବାର ପରେ ପାଣିପିଉ ତ ଏହା ଆମ ଶରୀର ପାଇଁ ଅନେକ ମାତ୍ରାରେ ହାନି କାରକ ସାବ୍ୟସ୍ତ ହୋଇଥାଏ।

ସେଥିପାଇଁ ଆପଣଙ୍କୁ ଖାଦ୍ୟ ଖାଇବାର ପରେ ପରେ ପାଣି ପିଇବା ଉଚିତ ନୁହେଁ।ଏହା ଆମ ଶରୀର ପାଇଁ ଅନେକ ମାତ୍ରାରେ ହାନିକାରକ ହୋଇଥାଏ।ଆମ ଯକୃତରେ ପାଚକ ରସ ତିଆରି ହୋଇଥାଏ।ଯାହା ଆମ ଶରୀରକୁ ଯାଉଥିବା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ।କିନ୍ତୁ ଆମେ ଯଦି ଖାଦ୍ୟ ଖାଇବାର ତୁରନ୍ତ ପୁର୍ବରୁ ପାଣି ପିଇଥାଉ ତେବେ ଏହି ପାଣି ଆମ ପାଚକ ରସରେ ମିଶିଯାଇଥାଏ।

ଯାହାଫଳରେ ଆମ ପାଚକ ରସକୁ ଅଧିକ ସମୟ ଲାଗିଥାଏ ଆମ ଖାଦ୍ୟକୁ ହଜମ କରିବା ପାଇଁ।ଯାହା ଫଳରେ ଆମ ପେଟରେ ଖାଦ୍ୟ ପଡି ରହିଥାଏ।ଏବଂ ଏହା କ୍ରମଶଃ ପଚିବାକୁ ଆରମ୍ଭ କରିଥାଏ।ଯେତେବେଳେ ଆମେ ଖାଦ୍ୟ ଖାଉ ଏହା ହଜମ ହେବା ପରିବର୍ତ୍ତେ ପିଚିବାକୁ ଲାଗିଥାଏ ସେତେବେଳେ ଏହା ଆମ ଶରୀରକୁ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ କରିଥାଏ।

ଆୟୁର୍ବେଦ ଅନୁସାରେ ଯେତେବେଳେ ଖାଦ୍ୟ ହଜମ ହେବା ପରିବର୍ତ୍ତେ ପିଚିବାକୁ ଆରମ୍ଭ କରିଥାଏ।ସେତେବେଳେ ଆମ ଶରୀରରେ ୧୦୩ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ।ସେଥିପାଇଁ ଆୟୁର୍ବେଦ ଖାଦ୍ୟ ଖାଇବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ପାଣି ପିଇବାକୁ ମନା କରିଛି।ତେବେ ଅନେକ ଲୋକ ପ୍ରଶ୍ନ କରିବେ ଖାଦ୍ୟ ଖାଇବାର କେତେ ସମୟ ପରେ ପାଣି ପିଇବା ଆବଶ୍ୟକ।

ସେମାନେ ଜାଣି ରଖିବା ଆବଶ୍ୟକଯେ ଖାଦ୍ୟ ଖାଇବାର ଏକରୁ ଦୁଇ ଘଣ୍ଟା ପରେ ପାଣି ପିଇବା ଆବଶ୍ୟକ।ଯଦି ଆପଣ ଖାଦ୍ୟ ଖାଇବାର ପୂର୍ବରୁ ପାଣି ପିଇବାକୁ ଚାହୁଁଛନ୍ତି ତେବେ ଏକ ଘଣ୍ଟା ପୂର୍ବରୁ ପାଣି ପିଇବା ଆବଶ୍ୟକ।ଖାଦ୍ୟ ଖାଇବାର ତୁରନ୍ତ ପୂର୍ବରୁ କେବେହେଲେ ପାଣି ପିଅନ୍ତୁ ନାହିଁ।ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇପାରେ।ସେଥିପାଇଁ କେବେହେଲେ ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *