ବିଧବା ମହିଳାଙ୍କୁ ବିବାହ କରିବାର ଫାଇଦା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ – ଏହି ଲାଭ ମିଳିବ ନିଶ୍ଚୟ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ବିଧବା ମହିଳାଙ୍କୁ ବିବାହ କଲେ ମିଳିଥାଏ ଏହି ଫାଇଦା ବିଷୟରେ।ଏହା ଜାଣିଲେ ଆପଣ ମଧ୍ୟ କରିବେ ବିବାହ।ସାଙ୍ଗମାନେ ଏହା ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ସବୁ ଝିଅଙ୍କର ସ୍ୱପ୍ନ ଥାଏଯେ ତାଙ୍କ ବିବାହ ଏକ ଭଲ ପରିବାରରେ ହେଉ ବୋଲି।ଏବଂ ତାଙ୍କ ସ୍ୱାମୀ ତାଙ୍କୁ ସବୁବେଳେ ଖୁସିରେ ରଖନ୍ତୁ।ଏବଂ କୌଣସି ଜିନିଷରେ କୌଣସି ପ୍ରକାର ଅଭାବ ନରହୁ।ଏହା ସହିତ ଏଭଳି ଅନେକ କିଛି।

କେବଳ ଝିଅ ନୁହେଁ।ତାହାର ବାପା ମାଆ ମାନେ ମଧ୍ୟ ଏହା ଚିନ୍ତା କରିଥାନ୍ତି ଯେ ସେ ବଡ଼ ହେଉ ଏବଂ ତାକୁ କନ୍ୟା ଦାନ କରି ଆଉ ଜଣଙ୍କ ହାତକୁ ଦେଇ ଦେବା।ସେହି ସମୟରେହିଁ ସେହି ଝିଅ ହୋଇଜାଇଥାଏ ପର।ତାର ଶାଶୁ ଘର ହୋଇଜାଇଥାଏ ସବୁ କିଛି।କିଛି ଝିଅ ତାଙ୍କ ଶାଶୁ ଘର ପାଇଁ ଏପରି ଭାଗ୍ୟ ନେଇ ଆସିଥାନ୍ତି ସେମାନେ ତାଙ୍କ ଶାଶୁ ଘର ପାଇଁ ଲକ୍ଷ୍ମୀ ପାଲଟି ଯାଇଥାନ୍ତି।

ଏବଂ ଆଉ କିଛି ଝିଅଙ୍କ ଭାଗ୍ୟରେ କେବଳ ଲୁହହିଁ ଲେଖା ହୋଇଥାଏ।ଏବଂ ବେଳେବେଳେ ଏପରି କିଛି ଦୁର୍ଘଟଣା ଘଟିଥାଏ ଯେ ସ୍ତ୍ରୀକୁ ଛାଡି ସ୍ୱମୀ ଆର ପାରିକୁ ଚାଲିଯାଇଥାଏ।ଏବଂ ବିଧବା ପାଲଟି ଯାଏ ସ୍ତ୍ରୀ।ଦିନ ଥିଲା ଏହାକୁ ନେଇ ବହୁତ କିଛି ଚିନ୍ତା କରାଯାଉଥିଲା କିନ୍ତୁ ଏବେର ସମୟ ବଦଳି ଗଲାଣି।କାରଣ ବିଧବାଙ୍କୁ ମିଳୁଛି ଅନେକ ସୁବିଧା।ସମୟ ଥିଲା ବିଧବା ସ୍ତ୍ରୀ ତାର ଶାଶୁ ଘରକୁ ନେଇ ଚଳିବା ବହୁତ କଷ୍ଟକର ହୋଇଯାଇଥିଲା।

ମାତ୍ର ଏବେ ବିଧବା ସ୍ତ୍ରୀକୁ ବାହା ହେଲେ ମିଳୁଛି ନାନା ସୁବିଧା।ଯାହାକୁ ଆପଣ କେବେହେଲେ ଭାବିନଥିବେ।ତେବେ ଆସନ୍ତୁ ଜାଣିବା ଏହାର ଲାଭ ଗୁଡିକ ବିଷୟରେ।ତେବେ ସାଙ୍ଗମାନେ ଯଦି ଆପଣ ବିଧବା ସ୍ତ୍ରୀକୁ ବିବାହ କରୁଛନ୍ତି ଏହା ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁକି ଆପଣ ସବୁବେଳେ ଖୁସିରେ ରହିବେ।

ମନରେ ଏହା ଅନୁଭବ କରିବେଯେ ଆପଣ ଯିବା ପରେ ତାର ଜୀବନ କିପରି ହେବ।ସେ କିନ୍ତୁ କେବେହେଲେ ନୂଆ ବିବାହିତ ମହିଳାଙ୍କ ପରି ଝଗଡା କରିବ ନାହିଁ।ଆପଣଙ୍କ ପ୍ରତ୍ୟେକ କଥାକୁ ଆଦର କରିବ।ଦ୍ୱିତୀୟ କଥା ହେଉଛି ଆପଣଙ୍କ ପ୍ରତିଟି ସୁଖ ଦୁଃଖରେ ସେ ସର୍ବଦା ଆପଣଙ୍କ ସାଙ୍ଗରେ ରହିବ।

ଏପରିକି ଏପରିକି ଅନ୍ୟ କେହି ଜଣେ ମଧ୍ୟ ଆପଣଙ୍କ ସାଥିରେ ନଥିଲେ ମଧ୍ୟ ସେହି ସ୍ତ୍ରୀ ସବୁବେଳେ ଆପଣଙ୍କ ସାଙ୍ଗରେ ରହିବ।ଜଣେ ବିଧବା ସ୍ତ୍ରୀ ଏହା ଭଲ ଭାବରେ ବୁଝେଯେ ତା ପାଇଁ ତା ସ୍ବାମୀ କଣ ଏବଂ ସେ ନିଜ ବୈବାହିକ ଜୀବନକୁ କିପରି ନେବ ସେସବୁ ତାକୁ ଠିକ ଭାବରେ ଜଣା ଥାଏ।

ସେ ଏପରି କିଛି କରେ ନାହିଁ ଯେଉଁଥିରେ ତାର ସ୍ୱାମୀର ମୁଣ୍ଡ ତଳକୁ ନଇଁଯିବ।ଏବଂ ତୃତୀୟରେ ଯେତେବେଳେ କୌଣସି ବିଧବା ସ୍ତ୍ରୀଙ୍କ ମନରେ କୌଣସି ଅସୁବିଧା କିମ୍ବା ଦୁଃଖ ଆସେ ସେ ତାର ପୁରୁଣା ସମୟକୁ ମନେ ପକାଇ କେବେହେଲେ କାନ୍ଦନ୍ତି ନାହିଁ।ବରଂ ସେ ସେହି ସ୍ଥିତିକୁ ସମ୍ନା କରିବାକୁ ସାହସ ବଳେଇଥାନ୍ତି।

Leave a Reply

Your email address will not be published. Required fields are marked *