ଓଡ଼ିଶାର ବଡ ବଡ କମେଡିଆନ ଙ୍କ ସ୍ତ୍ରୀ ଙ୍କୁ ଆପଣ ଦେଖିଛନ୍ତି କି – ଏବେ ଦେଖନ୍ତୁ କାହା ସ୍ତ୍ରୀ ଦେଖିବା ପାଇଁ କେତେ ସୁନ୍ଦର

Spread the love

ଆମେ ପ୍ରତିଦିନ ଅନେକ ଚଳଚ୍ଚିତ୍ର ଦେଖି ଥାଉ ଯେଉଁଥିରେ ପ୍ରତିଦିନ ଅନେକ ଅଭିନେତାମାନେ ଅଭିନୟ କରିଥାନ୍ତି।ମାତ୍ର ସେମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ମାନଙ୍କ ସ୍ଥାନ ସମ୍ପୂର୍ଣ୍ଣ ଅଲଗା।ସେମାନେ ପ୍ରତ୍ୟେକ ଦର୍ଶକ ମାନଙ୍କୁ ନିଜର ଅଭିନୟ ଦ୍ଵାରା ହସିବାକୁ ବାଧ୍ୟ କରିଥାନ୍ତି।ତେବେ ଏହି ହାସ୍ୟ ଅଭିନେତା ମାନଙ୍କ ପତ୍ନୀ ମାନଙ୍କ ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛେ।

୧:- ପପୁ ପମପମ – ପପୁ ନିଜର ଅଭିନୟ କରିବାର ଶୈଳୀ ପାଇଁ ବେସ ପରିଚିତ।ଏହା ସହିତ ସେ ଅନେକ ଦର୍ଶକ ମାନଙ୍କୁ ହସାଇ ହସାଇ ଥକାଇ ଦେଇଥାନ୍ତି।ସେ ଓଡ଼ିଆ ଫିଲ୍ମ ଜଗତରେ ଅନେକ ଫିଲ୍ମରେ ଅଭିନୟ କରିସାରିଛନ୍ତି।ତେବେ ତାଙ୍କର ପତ୍ନୀ ଦେଖିବାକୁ ଖୁବ ସୁନ୍ଦର ଓ ସେ ନିଜର ପତିଙ୍କ ସହିତ ବର୍ତ୍ତମାନ ନିଜର ଗ୍ରାମରେ ରହୁଛନ୍ତି।

୨:- କାଳୀଚରଣ – ଆମେ ସମସ୍ତେ ହାସ୍ୟ ଅଭିନେତା କାଳୀଚରଣଙ୍କୁ ଭଲ ଭାବରେ ଜାଣୁ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ତାଙ୍କର ପତ୍ନୀ ରୂପ ଓ ଗୁଣରେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ।ସେ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ।

୩:- ଅମର- ଆମେ ଏହି ହାସ୍ୟ ଅଭିନେତାଙ୍କ ସହିତ ବହୁତ ଭଲ ଭାବରେ ପରିଚିତ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ଅନୁଗତ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ଏବେ ମଧ୍ୟ ଅଭିନୟ କରୁଛନ୍ତି।ତାଙ୍କ ପତ୍ନୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

୪:- ଜୟୀରାମ ସାମଲ – ଏହି ହାସ୍ୟ ଅଭିନେତା ଜଣକ ନବେ ଦଶକରେ ନିଜର ଅଭିନୟ ପାଇଁ ବେସ ଖ୍ୟାତି ଅର୍ଜନ କରି ପାରିଥିଲେ।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ତାଙ୍କର ପତ୍ନୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏହା ସହିତ ସେ ମଧ୍ୟ ଅଳ୍ପ ବହୁତ ଅଭିନୟ କରି ପାରନ୍ତି।

୫:- ରବି କୁମାର – ଏହି ଅଭିନେତା ଜଣଙ୍କ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି।ଏହା ସହିତ ସେ ଅନେକ ଫିଲ୍ମରେ ଅଭିନୟ କରି ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରି ପାରିଛନ୍ତି।ତେବେ ତାଙ୍କର ପତ୍ନୀ ଅନେକ ଗୁଣରେ ପରିପୂର୍ଣ୍ଣ।

୬:- ହରିହର – ଆମେ ସମସ୍ତେ ହରୀଙ୍କୁ ବହୁତ ଭଲଭାବରେ ଜାଣୁ।ସେ ଅନେକ ବର୍ଷ ଧରି ଓଡ଼ିଆ ହାସ୍ୟ ଜଗତ ଉପରେ ରାଜ କରିଥିଲେ।ତେବେ ତାଙ୍କର ପତ୍ନୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏହା ସହିତ ତାଙ୍କର ଏକ ପୁଅ ଓ ଏକ ଝିଅ ମଧ୍ୟ ଅଛନ୍ତି।

୭:- ଯୋଗେଶ – ଏହି ହାସ୍ୟ ଅଭିନେତା ଜଣକ ଏହି କିଛି ବର୍ଷ ତଳେ ଓଡିଆ ଚଳଚ୍ଚିତ୍ର ଜଗତରେ ନିଜର ପାଦ ଦେଇଥିଲେ ମାତ୍ର ଏହି ଅଳ୍ପ ସମୟ ମଧ୍ୟରେ ସେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି।ତେବେ ସେ ଗତ ବର୍ଷ ବିବାହ କରିଥିଲେ ଓ ତାଙ୍କର ପତ୍ନୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

୮:- ସୁମନ- ଆମେ ସମସ୍ତେ ଅଭିନେତା ସୁମନଙ୍କୁ ବହୁତ ଭଲ ଭାବେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ଏହା ସହିତ ତାଙ୍କର ପତ୍ନୀ ଓ ନିଜର ପରିବାର ସହିତ ସେ ବର୍ତ୍ତମାନ ନିଜର ସମୟ ଅତିବାହିତ କରୁଛନ୍ତି।

୯:- ଗୁଡୁ – ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଘରେ ଘରେ ଖୁବ କମ ସମୟ ମଧ୍ୟରେ ପରିଚିତ ହୋଇ ପାରିଥିବା ଗୁଡୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାନ୍ତି।

୧୦:- ପ୍ରଜ୍ଞାନ- ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଜ୍ଞାନ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାନ୍ତି।

Leave a Reply

Your email address will not be published. Required fields are marked *