ଓଡ଼ିଶାର ସୁପରଷ୍ଟାର Bijay Mohanty ଙ୍କ ଝିଅ ଜସ୍ମିନ କାହିଁକି ଓଡ଼ିଆ ଫିଲ୍ମ ଜଗତରୁ ଦୁରେଇ ରହିଥିଲେ,ଏତେ ଦିନ ପରେ ସତ୍ୟତା ଆସିଲା ସାମ୍ନାକୁ,କହିଦେଲେ ଏହି ବଡ କଥା

Spread the love

ଅଭିନେତା ବିଜୟ ମହାନ୍ତିଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ ମଧ୍ୟ କରି ପାରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଆନେକ ଓଡ଼ିଆ ଫିଲ୍ମରେ ଅଭିନୟ କରି ଅନେକ ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିଥିଲେ।ତାଙ୍କର ଅଭିନୟ ମଧ୍ୟ ଆକର୍ଷଣୀୟ ହୋଇଥାଏ।

ଏହା ସହିତ ସେ ଜଣେ ଏପରି ଅଭିନେତା ଯିଏକି ନିଜର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ଅନେକ ନାମ କମାଇ ପାରିଥିଲେ।ଏହା ସହିତ ତାଙ୍କର ଅଭିନୟର ସ୍ବତନ୍ତ୍ର ଶୈଳୀ ପାଇଁ ସେ ଓଡ଼ିଶାର ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତା ହୋଇ ପାରିଥିଲେ।ସେ ନିଜକୁ ଏକ ବିଶିଷ୍ଟ ଅଭିନେତା ଭାବରେ ପରିଚିତ କରି ପାରିଥିଲେ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।

ସେ ନିଜର ଅଭିନୟ ମାଧ୍ୟମରେ ନିଜର ଚରିତ୍ରକୁ ଜୀବନ୍ତ କରିବାର ଦକ୍ଷତା ରଖି ପାରିଥିଲେ।ଏହା ସହିତ ସେ ଜଣେ ଉଚ୍ଚକୋଟୀର ଅଭିନେତା ମଧ୍ୟ।ଏହା ସହିତ ସେ ଯେପରି ଭାବରେ ଅଭିନୟ କରନ୍ତି ତାଙ୍କର ଅଭିନୟ ସମସ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖି ଥାଏ।ଏହା ସହିତ ତାଙ୍କର ଅଭିନୟରେ କୌଣସି ବି ବ୍ୟକ୍ତି ମୋହିତ ହୋଇଯିବ।ତେବେ ଏହି ମହାନ ଅଭିନେତାଙ୍କ ଗତବର୍ଷ ମୃତ୍ୟୁ ହୋଇ ଯାଇଥିଲା।

ତେବେ ଏହି ମହାନ ଅଭିନେତାଙ୍କ ମୃତ୍ୟୁ ପରେ ଓଡ଼ିଆ ଅଭିନୟ ଜଗତରେ ଏକ ଯୁଗର ଅନ୍ତ ଘଟି ହୋଇ ଯାଇଥିଲା।ତେବେ ଏହି ମହାନ ଅଭିନେତାଙ୍କ ମୃତ୍ୟୁ ଫଳରେ ଓଡ଼ିଆ ଅଭିନୟ ଜଗତ ସମ୍ପୂର୍ଣ୍ଣ ଭାବରେ ସ୍ତାଣୁ ପାଲଟି ଯାଇଥିଲା।କାରଣ ଏହି ମହାନ ଅଭିନେତା ଓଡ଼ିଆ ଅଭିନୟକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଏହି ମହାନ ଅଭିନେତାଙ୍କ ଏକ ଝିଅ ଅଛି।

ଯାହାଙ୍କ ନାମ ହେଉଛି ଜସ୍ମିନ। ଜସ୍ମିନ ମଧ୍ୟ ଚାହିଁଥିଲେ ନିଜର ପିତାଙ୍କ ଭଳି ଅଭିନୟ ଜଗତରେ ନିଜର ଜୀବନ ଗଢି ପାରି ଥାନ୍ତେ।କାରଣ ଏଥିପାଇଁ ତାଙ୍କୁ ଅନେକ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ମଧ୍ୟ ମିଳିଥିଲା।ତେବେ ସେ ଅଭିନୟ କରିବା ପାଇଁ ମନା କରି ଦେଇଥିଲେ।ଏହାପରେ ସେ ବିବାହ ମଧ୍ୟ କରି କରି ଦେଇଥିଲେ।ତେବେ ସେ ଅଭିନୟ କରିବା ପାଇଁ ଅଧିକ ଭଲ ପାଆନ୍ତି ନାହିଁ।

ସେଥିପାଇଁ ସେ ଅଭିନୟ ଜୀବନରେ ନିଜର ଭବିଷ୍ୟତ ତିଆରି କରି ନଥିଲେ।ଏହାପରେ ସେ ଅଭିନୟ ଜଗତରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଥିଲେ।ତେବେ ସେ କହିଥିଲେ କି ଭବିଷ୍ୟତରେ ଯଦି କେବେ ସୁଯୋଗ ମିଳେ ତେବେ ସେ ପରଦା ପଛରେ ଅଭିନୟ କରିବେ।ଅର୍ଥାତ ସେ ନିର୍ଦ୍ଦେଶନା କରିବେ ବୋଲି କହିଥିଲେ।ତେବେ ହୁଏତ ସେ ଆଗକୁ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା କରୁଥିବାର ଦେଖିବାକୁ ମିଳିପାରେ।ତେବେ ସେ ଏହାକୁ ଏହା କରିବେ ନା ନାହିଁ ଏହା ସମୟ କହିବ।

Leave a Reply

Your email address will not be published. Required fields are marked *