ଓଡ଼ିଆ ହିରୋଇନ Varsha Priyadarshini ସ୍ୱାମୀ Anubhav ଙ୍କ ପାଇଁ ନୁହଁ ଏହି ଲୋକଙ୍କ ପାଇଁ ରୋଷେଇ କରିକି ଦେଉଛନ୍ତି,ଦେଖିଲେ ଆପଣ ମଧ୍ୟ ଚମକି ପଡିବେ

Spread the love

ଅନୁଭବ ମହାନ୍ତି ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ମାଧ୍ୟମରେ ନିଜର ଯେତିକି ସମ୍ମାନ ଅର୍ଜନ କରିଥିଲେ ସେମାନେ ବର୍ତ୍ତମାନ ନିଜର ପାରିବାରିକ କଳହ କାରଣରୁ ନିଜର ସେହି ସମ୍ମାନ ହରାଇ ସାରିଲେଣି।ସେମାନଙ୍କର କଳହ ବର୍ତ୍ତମାନ ହାଟରେ ପଡି ବାଟରେ ଗଢିବାରେ ଲାଗୁଛି।ସେମାନେ ନିଜର ପ୍ରତିଷ୍ଠା ଓ ସମ୍ମାନ ଧୀରେ ଧୀରେ ହରାଇବାକୁ ଆରମ୍ଭ କଲେଣି।ସେମାନେ ପରସ୍ପର ବିରୋଧରେ ବର୍ତ୍ତମାନ ସମସ୍ତ ପ୍ରକାରର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତ ଅଛନ୍ତି।

ତେବେ ସୂଚନା ଅନୁସାରେ ସେମାନେ ପରସ୍ପର ବିରୋଧରେ ବିଭିନ୍ନ ପ୍ରକାରର ଅଭିଯୋଗ କରିଛନ୍ତି।ଏହା ସହିତ ସେମାନେ ପରସ୍ପରକୁ ଅନେକ ପ୍ରକାରର ଆରୋପ ମଧ୍ୟ ଦେବାରେ ଲାଗିଛନ୍ତି।ତେବେ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ମଧ୍ୟରେ ଚାଲିଥିବା କଳହର ସମାଧାନ କରି ପାରି ନାହାଁନ୍ତି।ତେବେ ସେମାନେ ପରସ୍ପର ବିରୋଧରେ କରିଥିବା ଅଭିଯୋଗର ଶୁଣାଣୀ ମଧ୍ୟ ଏବେ ପର୍ଯ୍ୟନ୍ତ ହୋଇ ପାରୁ ନାହିଁ।

ଯାହା ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ସଠିକ ଭାବରେ କିଛି ସମାଧାନ ହେଉ ନାହିଁ।ଏହି ଦୁଇଜଣ ଅଭିନେତା ଓ ଅଭିନେତ୍ରୀ ସେମାନଙ୍କର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ସେମାନେ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାର ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରି ପାରିଥିଲେ।

ସେମାନେ ନିଜର ଅଭିନୟ ପାଇଁ ସର୍ବଦା ଓଡ଼ିଶାର ଦର୍ଶକ ମାନଙ୍କ ମନରେ ରହିବେ।ଏହା ସହିତ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହୋଇ ରହିଛନ୍ତି ଓ ସବୁଦିନ ପାଇଁ ରହିବେ ମଧ୍ୟ।ତେବେ ସେମାନଙ୍କ ମଧ୍ୟରେ ଚାଲିଥିବା କଳହ ବର୍ତ୍ତମାନ ଥମିବାର ନାମ ନେଉ ନାହିଁ।ଯାହା ଫଳରେ ଏହାର ଖରାପ ପ୍ରଭାବ ସେମାନଙ୍କ ଜୀବନ ଉପରେ ପଡ଼ିବା ଆରମ୍ଭ ହୋଇ ସାରିଲାଣି।

ଯେପରିକି ସେମାନଙ୍କର ବ୍ୟକ୍ତିଗତ ଜୀବନ ଉପରେ ଏହା ପ୍ରଭାବ ପକାଇବା ସହିତ ଏହା ସେମାନଙ୍କ ବାହ୍ୟ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଉଛି।ଯେପରିକି ଏହା ଅନୁଭବଙ୍କ ରାଜନୈତିକ ଜୀବନ ଉପରେ ଅନେକ ପ୍ରଭାବ ପକାଇଛି।ଏହା ସହିତ ଏହା ବର୍ଷାଙ୍କ ଅଭିନୟ ଜୀବନ ଉପରେ ମଧ୍ୟ ଅନେକ ପ୍ରବାହ ପକାଇ ଆସୁଛି।ତେବେ ଏହା ଆଉ କେତେଦିନ ଚାଲିବ ଏହା ଦେଖାଯାଉ।

ଏହା ସହିତ ଏହି ମହାମାରୀ ସମୟରେ ବର୍ଷା କିଛି ଭଲକାମ କରି ଚର୍ଚ୍ଚାର କାରଣ ହୋଇଛନ୍ତି।ସେ ସଲିଆ ସାହିର ଲୋକମାନଙ୍କୁ ନିଜ ହାତରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରି ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ସେମାନଙ୍କର ଆଗକୁ ସମସ୍ତ ଅସୁବିଧାରେ ରହିବେ ବୋଲି କହିଛନ୍ତି।

ଏହା ସହିତ ଏହି ମହାମାରୀ ସମୟରେ ତାଙ୍କର ଏପରି କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିବା ସହିତ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ଦେଇ ପାରିଛି।ଏହା ସହିତ ସମସ୍ତେ ଏହା ଆଶା କରୁଛନ୍ତି କି ସେମାନଙ୍କ ମଧ୍ୟରେ ଚାଲିଥିବା କଳହ ଶୀଘ୍ର ଶେଷ ହୋଇଯିବ ଓ ସେମାନେ ପୂର୍ବ ଭଳି ଏକାଠି ହୋଇଯିବେ।

Leave a Reply

Your email address will not be published. Required fields are marked *