ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ Dhenkanal ଜିଲ୍ଲା PEO ସନ୍ତୋଷ କୁମାର ସାହୁଙ୍କ ଘରେ ଭିଜିଲାନ୍ସର ଛଡାଉ,ଟଙ୍କା ଗଣି ଗଣି ଥକିଲେ ଅଫିସର

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ କଥା ଉପରେ ଆଲୋଚନା କରିବା।ଏହି ଖବର ବିଷୟରେ ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ ଅଟେ।ସମସ୍ତ ଜନତା ଏହି ଖବର ସମ୍ପର୍କରେ ଅବଗତ ରହିବା ନିହାତି ଆବଶ୍ୟକ।ଏବଂ ପୋଲିସ ମଧ୍ୟ ଏହା ଉପରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।ବର୍ତ୍ତମାନ ସମୟରେ ଏହି ଭଳି କେସ ବଢ଼ିବାରେ ଲାଗିଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ।ଆଉ ଏହି ଚଢ଼ାଉ ହୋଇଛି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ବ୍ଲକର କେରୋଜଳି ପଞ୍ଚାୟତର ପି ଓ ସନ୍ତୋଷ କୁମାର ସାହୁଙ୍କ ଘରେ।

ସୂଚନା ମୁତାବକ ଏକ କାଳୀନ ପାଞ୍ଚଟି ସ୍ଥାନରେ ଛଡାଉ ଜାରି ରହିଛି।କାମାକ୍ଷା ନଗର ଜିରିଡା ମାଳି ନିକଟରେ ତିନି ମହଲା କୋଠା ସହିତ ଅନ୍ୟ ଦୁଇଟି ସ୍ଥାନରେ ଏକ ମହଲା କୋଠା ରହିଥିବା ସୂଚନା ମିଳିଛି।ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଏବଂ ବ୍ୟାଙ୍କ ଖାତା ମଧ୍ୟ ସେଠାରୁ ଜବତ କେଆଯାଇଛି।ଜିରିଡା ମାଲିଠାରେ ଥିବା ଘରର ମୂଲ୍ୟ ୮୪ ଲକ୍ଷ ଟଙ୍କା ଆକଳନ କରାଯାଇଛି।

ଏବଂ ସେଠାରୁ ୧୪ ଲକ୍ଷ ଟଙ୍କାର ଇନ୍ସୁରାନ୍ସ କାଗଜ ପତ୍ର ମିଳିଥିବାର ସୂଚନା ମିଳିଛି।ଏହି ସବୁ ସୂଚନା ଭିଜିଲାନ୍ସ ଟିମ ଠାରୁ ମିଳିଛି।ସେହିପରି ଅନ୍ୟ ଘରର ମୁଲ୍ୟ ୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଦୋକାନ ଘରର ମୁଲ୍ୟ ଆଠ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରିଛି ଭିଜିଲାନ୍ସ ବିଭାଗ।ଏହି ଚଢ଼ାଉରେ ଜଣେ ଡି ଏସ ପିଙ୍କ ସମେତ ସାତ ଜଣ ଇଂସିପେକ୍ଟରସାମିଲ ହୋଇଛନ୍ତି।

ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ସମ୍ପୂର୍ଣ୍ଣ ସୂଚନା।ପ୍ରଥମେ ସେଠାରେ ଥିବା ଅଧିକାରୀ କଣ କହୁଛନ୍ତି ଆସନ୍ତୁ ଜାଣିବା।ତାଙ୍କ କହିବା ଅନୁସାରେ ତାଙ୍କୁ ସନ୍ତୋଷ କୁମାର ସାହୁଙ୍କ ଘରକୁ ଭିଜିଲାନ୍ସ ଟିମ ପଠାଇବା ପାଇଁ କୁହାଯାଇଥିଲା।

ସେମାନେ ସେମାନେ ସେଠାରୁ ରାତି ଦୁଇଟାରେ ପ୍ରସ୍ତୁତ ହୋଇ ବାହାରିଥିଲେ।ରାତି ତିନିଟା ପାଖାପାଖି ସମୟରେ ସେମାନେ ବାହାରିଲେ ଏବଂ ସକାଳ ଛଅଟାରେ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ଏହାପରେ ତାଙ୍କର ସମସ୍ତ କାର୍ଯ୍ୟବାହି ଚାଲିଛି।ସେମାନଙ୍କ କାର୍ୟ୍ଯବାହି ଏପର୍ଯ୍ୟନ୍ତ ଜାରି ଅଛି।

ସେମାନେ ବର୍ତ୍ତମାନ ସମୟରେ ସେଠାରେ ଦୁଇଟି ଘର ପାଇଛନ୍ତି ଏବଂ ଏହା ସହିତ ଏକ ଦୋକାନ ଘର ମଧ୍ୟ ପାଇଛନ୍ତି।ସେମାନେ ପାଞ୍ଚଟି ଟିମ ଆସିଥିଲେ।ଏଠାରେ ତିନୋଟି ଟିମ ଅଛନ୍ତି ଏବଂ ଅନ୍ୟ ଏକ ଟିମ ତାଙ୍କ ଅଫିସ ପାଖରେ ଅଛି।ଏବଂ ତାଙ୍କର ଗ୍ରାମକୁ ଅନ୍ୟ ଏକ ଭିଜିଲାନ୍ସ ଟିମ ଯାଇଛନ୍ତି।ଏହି ଘଟଣା କାମାକ୍ଷା ନଗରର ଅଟେ।

Leave a Reply

Your email address will not be published. Required fields are marked *