ବିଜୟ ମହାନ୍ତିଙ୍କ ଝିଅ ଅଟନ୍ତି ଓଡ଼ିଆ ହିରୋଇନ ଙ୍କ ଠାରୁ ଅଧିକ ସୁନ୍ଦର,ଦେଖିଲେ ଆପଣ କହିବେ ଏ ପୁରା ଅପରାଜିତା ଙ୍କ Duplicate ଅଟନ୍ତି,କାହିଁକି ଫିଲ୍ମ ରେ କାମ ନ କରି haydrabad ରେ ରହୁଛନ୍ତି

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଫିଲ୍ମ ଅଭିନେତା ବିଜୟ ମାହାନ୍ତିଙ୍କ ଘର ପରିବାର ଓ ଝିଅଙ୍କ ବିଷୟରେ।ଆପଣ ମାନେ ତ ଓଡ଼ିଆ ସିନେମା ଦେଖୁଥିବେ।ଓଡ଼ିଆ ଜଗତର ବରିଷ୍ଠ ଅଭିନେତା ହେଉଛନ୍ତି ବିଜୟ ମାହାନ୍ତି।ହାଇଦ୍ରାବାଦରେ ଝିଅ ପାଖରେ ରହୁଥିବା ସମୟରେ ଗତ ୨୫ ତାରିଖରେ ଆସିଥିଲା ହୃଦଘାତ ଓ ଏହା ପରେ ହାଇଦ୍ରାବାଦର ଏକ ଗ୍ଲୋବାଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବିଜୟ ମାହାନ୍ତି।

ଆସନ୍ତୁ ଦେଖିବା ବିଜୟ ମହାନ୍ତିଙ୍କ ପରିବାର ଫଟୋ ତାଙ୍କର ଏକମାତ୍ର ଝିଅ, ଜ୍ୱାଇଁ ଓ ତାଙ୍କ ନାତି ନାତୁଣୀଙ୍କ ଫଟୋ।ଯାହାକି ଆପଣ କେବେ ଆଗରୁ ଶୁଣିବେ ନଥିବେ।ବିଜୟ ମହାନ୍ତି ସେ ଜଣେ ଓଡ଼ିଶାର ସର୍ଵଶ୍ରେଷ୍ଠ ଅଭିନେତା ଅଟନ୍ତି।ତାଙ୍କୁ ଓଡ଼ିଶାର ସମସ୍ତ ଜନତା ପସନ୍ଦ କରିଥାନ୍ତି।ବିଜୟ ମାହାନ୍ତିଙ୍କ ବାପାଙ୍କ ନାମ ହଉଚି ଆଦିକାନ୍ତ ମାହାନ୍ତି ଓ ମାଆ ଶାନ୍ତିଲତା ମାହାନ୍ତି।

ତାଙ୍କ ସ୍ତ୍ରୀଙ୍କ ନାମ ହଉଚି ତନ୍ଦ୍ରା ରଏ।ତାଙ୍କର ମଧ୍ୟ ଗୋଟିଏ ଝିଅ ଥିଲା ଯିଏକି ହାଇଦ୍ରାବାଦର ଗୋଟିଏ ପୁଅକୁ ବିବାହ କରିଥିଲେ।ତାହା ସହିତ ବିଜୟ ମହାନ୍ତିଙ୍କର ନନେ ନାତି ବା ନାତୁଣୀ ଅଛନ୍ତି।ବିଜୟ ମାହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ।

ସ୍କୁଲ ଶିକ୍ଷା ଶେଷ ହେବାପରେ ତାଙ୍କର ଅଭିନେତା ହେବାର ଇଛା ଥିଲା।ଓ ସେ ପିଲାଟି ବେଳରୁ ଅଭିନୟରେ ଖୁବ ରୁଚି ରଖିଥିଲେ।ତାଙ୍କୁ ଅଭିନୟ କରିବା ସବୁଠାରୁ ଅଧିକ ପସନ୍ଦ ଲାଗୁଥିଲା।ସ୍କୁଲ ଶିକ୍ଷା ପରେ ପରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଧ୍ୟୟନ କରିଥିଲେ।ତାହା ପରେ ବିଜୟ ମାହାନ୍ତି ଓଡିଶାକୁ ଫେରି ୧୯୭୭ ମସିହାରେ ଚିଲିକାତିର ଚଳଚିତ୍ରରୁ ଓଲିଉଡ଼ ଜଗତରେ ପ୍ରବେଶ କରିଥିଲେ।

ଏହି ଚଳଚିତ୍ରଟି ତାଙ୍କ କ୍ୟାରିଅରର ପ୍ରଥମ ଚଳଚିତ୍ର ଥିଲା।ଏହାପରେ ନାଗ ଫାସ ଭଳି ଚଳଚିତ୍ର କୁହାଯାଉ ବା ଏକାଧିକ ଚଳଚିତ୍ରରେ ପ୍ରଥମେ ନେଗେଟିଭ ଭୂମିକାରେ ରହୁଥିବା ବିଜୟ ମହାନ୍ତି ପ୍ରଥମରୁହି ଓଡ଼ିଆ ସିନେମା ପ୍ରତି ଅପ୍ରତିଦ୍ୱନ୍ଦିତ ବ୍ୟକ୍ତିତ୍ୱ ଭାବରେ ବନିଯାଇଥିଲେ।ଏହାସହିତ ସେ ଚଳଚିତ୍ରରେ ହିରୋ ଭାବରେ ଓ କମେଡିଆନ ଭାବରେ ମଧ୍ୟ କାମ କରିସାରିଛନ୍ତି।ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ପିଲାଟି ବିଗିଡିଗଲା।

ଏହାପରେ ସେ ଆଉ ଚଳଚିତ୍ରରେ କାମ କରିନାହାନ୍ତି।ତାଙ୍କର ୨୦୨୦ ମସିହାରେ ୭୦ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା।ସେ ପୂର୍ବରୁ ନିଜର ଝିଅ ଘରେ ହାଇଦ୍ରାବାଦରେ ରହୁଥିବା ବେଳେ ହୃଦଘାତରେ ପୀଡିତ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ତାହାପରେ ପୁନର୍ବାର ଓଡ଼ିଶାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ କିନ୍ତୁ ପୁନର୍ବାର କେଉଁ କାରଣ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *