ମାଆ ଆଖିରୁ ଲୁହ ପୋଛୁଛି Jyotiprakash ଙ୍କ ସାନ ଭାଇ,କୁନି ପୁଅ ଜାଣିପାରୁନି କାହିଁକି କାନ୍ଦୁଚି ମା ଆଉ ଲୁହ ପୋଛିବା ସହ କହୁଛି କାନ୍ଦେନି ଲୋ ମା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବିଶେଷ ଖବର ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ମିଳିଥିବା ଖବର ଅନୁସାରେ ଏକ ଅତ୍ୟନ୍ତ ଦୁଃଖଦ ଖବର ସମ୍ନାକୁ ଆସିଛି।ସେହି ଖବରରେ ଦେଖିବାକୁ ମିଳିଛି ଜଣେ ମାଆଙ୍କ ଆଖିରୁ ଲୁହ ପଚୁଛନ୍ତି ଏକ କୁନି ପୁଅ।ସେହି ମାଆ ଜଣଙ୍କ କାନ୍ଦି କାନ୍ଦି କହୁଛନ୍ତି ଆପଣ ଏଠାରେ ଦେଖୁଛନ୍ତି ଏଠାରେ ଏତେ ଗାତ ଅଛି ଯେ ଅନେକ ଅସୁବିଧା ହେଉଛି।

ସମସ୍ତେ କହୁଛନ୍ତି ଆମେ ଲେଖିକରି କେତେ ଥର ଦେଲୁଣି ହେଲେ ଜମା ମଧ୍ୟ ଆସୁ ନାହାନ୍ତି କେହି ଦେଖିବାକୁ।ଏବଂ ଆଜି ଯଦି ରାସ୍ତା ଭଲ ଥାନ୍ତା ତେବେ କାହିଁକି ମୋର ପିଲା ସେହି ନାଳରେ ଭାଷିଥାନ୍ତା।ଏବଂ ଏତିକି କହି କାନ୍ଦିବାରେ ଲାଗିଛନ୍ତି ସେହିଁ ମାଆ ଜଣଙ୍କ।ଏହା ମଧ୍ୟ ସେ କହିଛନ୍ତି ସେହି ରାସ୍ତାରେ ଦୁଇ ମୁଣ୍ଡ ପାଣି ରହିଛି।ଘର ଚାରିପଟେ ପାଣି ଫୁଲ ରହିଛି।

ଘରକୁ ଆଜି ସାର ଆସିଥାନ୍ତେ ବୋଲି କହିଥିଲେ ଏବଂ ତାଙ୍କ ପୁଅ କହିଥିଲା ବୁଝିବାର ଅଛି ମତେ ମୁ ସାରଙ୍କ ପାଖରୁ ବୁଝିବି।ଏବଂ ସେହି ମାଆ ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ ସେ ୯୦ ପ୍ରତିଶତ ରଖେ ୮୦ ପ୍ରତିଶତ ରଖେ ଏବଂ ସବୁଥିରେ ଭଲ ନମ୍ବର ରଖେ।ଏବଂ ତାଙ୍କ ପୁଅ ତାଙ୍କୁ ଏହା ମଧ୍ୟ କହିଥିଲା ଯେ ଦଶମରେ ୯୦ ପ୍ରତିଶତ ରଖିବି ଆଉ ଏକ ଭଲ କଲେଜରେ ପଢିବି ବୋଲି।

କିନ୍ତୁ ଏବେ ତାଙ୍କ ପୁଅ ଆଉ ତାଙ୍କ ପାଖରେ ନାହିଁ।ସେ ତାଙ୍କର ସେହି ପୁଅର କଥାକୁ ମନେ ପକାଇ କାନ୍ଦୁଛନ୍ତି।ଜଣେ ମାଆର ମମତା ଅନ୍ୟ ଜଣେ ମାଆ ଛଡା ଆଉ କେହି କେବେହେଲେ ବୁଝିପାରି ନଥାଏ।ସେହି ମାଆ ଜଣଙ୍କ କାନ୍ଦି କାନ୍ଦି ରହୁ ନଥିବା ସମୟରେ ସେଠାରେ ଥିବା ଆଉ ଏକ କୁନି ପୁଅ ଟିଏ ଆସି ତାଙ୍କ ଲୁହ ମଧ୍ୟ ପୋଛିଦେଇଛି।ସେହି ଦୃଶ୍ୟ ମଧ୍ୟ ଭାବ ବିହ୍ଵଳକର ଅଟେ।

ଭାଗବାନ ଏପରି ଦୁଃଖ ଆଉ କାହାକୁ ନଦିଅନ୍ତୁ।ଏବଂ ତାଙ୍କ ଚାରିପାଖରେ ଯେଉଁ ପାଣି ଜମି ରହିଛି ତାହା କିପରି ନିଷ୍କାସନ କରାଯିବ ତାହା ମଧ୍ୟ ଚାହିଁଛନ୍ତି ସେ।ସେହି କାରଣରୁ ତାଙ୍କର ପୁଅ ଆଜି ଆଉ ତାଙ୍କ ପାଖରେ ନାହିଁ।ଏଥିପ୍ରତି ସରକାରଙ୍କୁ ମଧ୍ୟ ସଚେତନ ହେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *