ବାଲେଶ୍ୱର Bhograi ରେ ବାହାରିଲା ୧୫ ଫୁଟ ର ସବୁଠୁ ବଡ ରଣା Nagraj ,ସାପ ଠାରୁ ଏପରି ବଞ୍ଚିଲେ ଗାଁ ଲୋକ,ରାତିରେ ଗୋଡେଇ ତାଡେ଼ଇ ଲୋକଙ୍କୁ କରୁଥିଲା ଦଂଶନ

Spread the love

ତେବେ କମରପଦା ଗ୍ରାମରେ ଏକ ବହୁତ ବଡ଼ ରଣା ସାପ ଦେଖିବାକୁ ମିଳିଥିଲା।ତେବେ ଏହି ସାପ ଏତେ ବଡ ଥିଲା କି ଏହା ସମସ୍ତଙ୍କୁ ଭୟଭୀତ ମଧ୍ୟ କରି ଦେଇଥିଲା।ତେବେ ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲାର କମରପଦା ଗ୍ରାମରେ ଏକ ବହୁତ ବଡ଼ ରଣା ସାପ ଦେଖା ଯିବା ପରେ ଏହି ସାପକୁ ବାହାର କରିବା ପାଇଁ ଅନେକ ପ୍ରୟାସ କରା ଯାଇଥିଲା।ତେବେ ସୂଚନା ଅନୁସାରେ ସେହି ଗ୍ରାମରେ ଏହି ସାପ ଦେଖା ଯିବା ପରେ ସମସ୍ତ ଗ୍ରାମବାସୀ ଭୟଭୀତ ହୋଇ ରହିବାକୁ ଲାଗିଥିଲେ।

କାରଣ ଏହି ସାପ ଏତେ ବଡ ଥିଲା କି ଏହାକୁ ଦେଖିବା ପରେ କୌଣସି ବି ବ୍ୟକ୍ତି ଭୟଭୀତ ହୋଇ ପଡ଼ିବ।ତେବେ ଏହି ସାପକୁ ଅନେକ ଲୋକ ଘଉଡ଼ାଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ଏହି ସାପ ସେମାନଙ୍କ ଉପରକୁ ଆକ୍ରମଣ କରିବା ଫଳରେ ସମସ୍ତ ଗ୍ରାମବାସୀ ମଧ୍ୟ ଏହି ସାପ ପାଖରୁ ଦୂରେଇ ରହିବା ପାଇଁ ପ୍ରୟାସ କରିଥିଲେ।ତେବେ ଏହି ସାପ ପାଖରୁ ଅନେକ ଲୋକ ନିଜର ଜୀବନ ବଞ୍ଚାଇ ପାରିଥିଲେ।

ତେବେ ଏହି ସାପକୁ କୌଣସି ଗ୍ରାମବାସୀ ସହଜରେ ବାହାର କରି ପାରିବେ ନାହିଁ ବୋଲି ସମସ୍ତେ ଜାଣି ଯାଇଥିଲେ।ଏହା ଫଳରେ ସେମାନେ ଶେଷରେ ବନ ବିଭାଗର କର୍ମଚାରୀ ମାନଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ତେବେ ବନ ବିଭାଗର କର୍ମଚାରୀ ଶେଷର ଏହି ସାପକୁ ବାହାର କରିବା ପାଇଁ ସାହାଯ୍ୟ କରିଥିଲେ।ତେବେ ଏହି ସାପଟି ଜଣେ ବ୍ୟକ୍ତିଙ୍କ ଘରେ ପଶି ରହିଥିଲା।

ଏହା ସହିତ ସେହି ବନ କର୍ମଚାରୀ ମାନେ ଅନେକ ପ୍ରୟାସ କରିବା ପରେ ସେହି ସାପକୁ ବାହାର କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ସେହି ସାପ କାରଣରୁ ବନ କର୍ମଚାରୀ ମାନଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା।ତେବେ ସେହି ସାପ ଏତେ ଅଧିକ ବଡ଼ ଥିଲା କି ଏହାକୁ ସହଜରେ କେହି ମଧ୍ୟ ଧରି ପାରିବେ ନାହିଁ।

ଯାହା ଫଳରେ ସେମାନେ ଶେଷରେ ଅନେକ ସମୟ ପର୍ଯ୍ୟନ୍ତ ସେହି ସାପକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।ତେବେ ସେହି ସାପକୁ ଅନେକ ସମୟ ପରେ ବନ ବିଭାଗର କର୍ମଚାରୀ ମାନେ ଧରିବାରେ ସଫଳ ହୋଇ ପାରିଥିଲେ।ତେବେ ବନ ବିଭାଗର କର୍ମଚାରୀ ଶେଷରେ ସେହି ସାପକୁ ଧରି ଏକ ସୁରକ୍ଷିତ ସ୍ଥାନକୁ ନେବାରେ ସଫଳ ହୋଇ ପାରିଥିଲେ।

ତେବେ ବନ ବିଭାଗର କର୍ମଚାରୀ କହିଥିଲେ କି ଯଦି ଏହି ସାପ କୌଣସି ବ୍ୟକ୍ତିଙ୍କୁ କାମୁଡି ଦେଇ ଥାଆନ୍ତା ତେବେ ଏହି ବ୍ୟକ୍ତିର ମୃତ୍ୟୁ ମାତ୍ର ୧୫-୨୦ ମିନିଟ ମଧ୍ୟରେ ହୋଇ ଯାଇଥାନ୍ତା।ଏହା ସହିତ ଏହି ସାପ ଅଧିକ ବିଷାକ୍ତ ହୋଇଥିବାରୁ ଏପରି ସାପ ଦେଖିବା ପରେ ତୁରନ୍ତ ବନ ବିଭାଗର କର୍ମଚାରୀ ମାନଙ୍କୁ ଏହି ସମ୍ପର୍କରେ ସୂଚନା ଦେବା ଫଳରେ ସେମାନେ ସେହି ସାପକୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇ ପାରିବେ ବୋଲି କହିଥିଲେ।ଯାହା ଫଳରେ ଉଭୟ ସାପ ଓ ସମସ୍ତ ଲୋକ ମଧ୍ୟ ସୁରକ୍ଷିତ ରହି ପାରିବେ।

Leave a Reply

Your email address will not be published. Required fields are marked *