ଗଣେଶ ପୂଜା ଦିନ ଭଗବାନ ଗଣେଶଙ୍କ ବଡ ଚମତ୍କାର କ୍ୟାମେରା ରେ ହେଲା ରେକର୍ଡ,କ୍ଷୀର ପିଇଲେ ନିଜେ ଭଗବାନ ବିଘ୍ନ Vinayaka ଲୋକଙ୍କ ହାତରୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ପ୍ରଭୁ ଗଣେଶଙ୍କ ଚମତ୍କାର ବିଷୟରେ ଜାଣିବା।ତେବେ ଆପଣ ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।କଣ ଆପଣମାନେ କେବେ ଅସଲି ଦୁନିଆରେ ଭଗବାନଙ୍କୁ ଦେଖିଛନ୍ତି?କଁ ଆପଣମାନଙ୍କୁ ସତରେ ଲାଗେ କି ଭଗବାନ ଅଛନ୍ତି?ଆଜି ଆମେ ଏପରି କିଛି ଜାଣିବା ଯାହାକୁ ଜାଣିବା ପରେ ଆପଣଙ୍କର ମଧ୍ୟ ବିଶ୍ୱାସ ହୋଇଯିବ କି ଭଗବାନ ସତରେ ଅଛନ୍ତି।

ଅଗଷ୍ଟ ମାସରେ ମୁମ୍ବାଇରେ ଚାରିଆଡେ ଏହି ଖବର ମିଳିଥିଲା କି ଯେତେବି ଗଣେଶ ଭଗବାନଙ୍କ ମୂର୍ତ୍ତି ଅଛି ସେଗୁଡିକ କ୍ଷୀର ପିଉଛନ୍ତି।ଏହା ଶୁଣିବା ପରେ ସବୁ ଲୋକ କ୍ଷୀର ଧରି ଗଣେଶ ଭଗବାନଙ୍କ ମନ୍ଦିରକୁ ଆସିଯାଇଥିଲେ।ଆଶ୍ଚର୍ଯ୍ୟର କଥା ଏହା ଯେ ଭକ୍ତ ଦେଉଥିବା କ୍ଷୀରକୁ ଗଣେଶ ଭଗବାନଙ୍କ ପ୍ରତିମୂର୍ତ୍ତି ପିଇଯାଉଥିଲେ।

କିଛି ଲୋକ ଏହା କହିଥିଲେ ଯେ ମାଟିର ପ୍ରତିମୂର୍ତ୍ତି ହୋଇଥିବାରୁ ଏହା କ୍ଷୀରକୁ ଷୋସି ନେଉଛି।କିନ୍ତୁ ଏହି ଚମତ୍କାର ଘଟଣା ମାର୍ବଲ କିମ୍ବା ତମ୍ବାରେ ତିଆରି ହୋଇଥିବା ମୂର୍ତ୍ତିରେ ମଧ୍ୟ ଦେଖିବାକୁ ମିଳିଥିଲା।ଏହି ଘଟଣାକୁ ଆଜି ପର୍ଯ୍ୟନ୍ତ କେହି ବୁଝିପାରି ନାହାନ୍ତି।ତାମିଲ ନାଡୁରେ ଏକ ସାଇବାବାଙ୍କ ମନ୍ଦିରରେ ଲାଗିଥିବା ସିସି ଟିଭି କ୍ୟାମେରାର ଏକ ଭିଡ଼ିଓ।

ମନ୍ଦିରର ପୂଜାରୀ ସକାଳେ ଦେଖିଥିଲେ ଯେ ଫୁଲମାଳ ବାବାଙ୍କ ବେକରେ ଥିବା ଫୁଲମାଳ ଯାଇ ପାଦ ପାଖରେ ପଡିଛି।ଏମିତି ସବୁଦିନ ହେଉଥିବାରୁ ସେ ମନ୍ଦିରରେ ସିସି ଟିଭି ଲଗାଇଦେଇଥିଲେ ସେଥିରେ ଯାହା ରେକର୍ଡ ହୋଇଥିଲା ତାହା ସମସ୍ତିଙ୍କୁ ଆଶ୍ଚର୍ୟ୍ଯ କରିଥିଲା।କୈଳାସ ପର୍ବତରେ ଭଗବାନ ଶିବ ଏବେବି ବାସ କରନ୍ତି ବୋଲି ଆମେ ବିଶ୍ୱାସ କରୁଛେ।କୈଳାସ ପର୍ବତରେ ଏମିତି କିଛି ରହସ୍ୟ ବା ଅଲୋକୀକ ଜିନିଷ ଅଛି ଯାହାକୁ ବୈଜ୍ଞାନିକ ମଧ୍ୟ ବୁଝିପାରୁ ନାହାନ୍ତି।

ଯଦି ଆପଣ ଏହାକୁ ସକାଳ ସମୟରେ ଦେଖିବେ ଆପଣଙ୍କୁ ପର୍ବତରେ ଓଁ ଦେଖାଯିବ।ଯଦି ସନ୍ଧ୍ୟା ସମୟରେ ସେହି ଜାଗାକୁ ଦେଖିବେ ତେବେ ଓଁ ପରିବର୍ତ୍ତେ ସ୍ୱସ୍ତିକ ଚିହ୍ମ ଦେଖିବାକୁ ପାଇବେ।ବୈଜ୍ଞାନିକ ମାନଙ୍କ କହିବାର ଅଛିକି କୈଳାସ ପର୍ବତର ଚାରି ପାଖରେ ଏକ ଅଲଗା ଧରଣର ଉର୍ଜା ଘୁରି ବୁଲେ।ଯଦି କୌଣସି ବ୍ୟକ୍ତି କୈଳାସ ପର୍ବତ ଉପରକୁ ଚଢ଼ିବାକୁ ଚେଷ୍ଟା କରି ତେବେ ତାର ନଖ ଓ ଚୁଟି ଜଲଦି ଜଲଦି ବଢ଼ିବାକୁ ଲାଗେ।

ଏକ ଭିଡିଓ ପ୍ରଭୁ ହନୁମାନଙ୍କ ମନ୍ଦିରରେ ଯଜ୍ଞ ହୋଇଥିବା ସମୟରେ ରେକର୍ଡ ହୋଇଥିଲା।ପୂଜା ଚାଲିଥିବା ସମୟରେ ହଠାତ କେଉଁଠାରୁ ଏକ ମାଙ୍କଡ ଆସିଯାଏ ସିଧା ପୂଜାରୀଙ୍କ ପାଖକୁ ଚାଲିଯାଇଥାଏ।ପୂଜାରୀଙ୍କ ପାଖକୁ ଯାଇ ତାଙ୍କ ମୁଣ୍ଡରେ ହାତ ଦିଏ ଏବଂ ଆଲିଙ୍ଗନ କରେ।ଦେଖିବାକୁ ଲାଗୁଥିଲା ସତେ ଯେମିତି ମାଙ୍କଡଟି ପୂଜାରୀଙ୍କୁ ଆଶ୍ରିବାଦ କରୁଛି।

ଲୋକମାନେ ସେହି ମାଙ୍କଡକୁ ସ୍ରୋୟଂ ପ୍ରଭୁ ହନୁମାନ ବୋଲି କହିଥିଲେ ଯିଏ ନିଜ ପୂଜା ସମୟରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ।ଜଣେ ବ୍ୟକ୍ତି ଏକ ନଦୀ କଡ଼ରେ ଏକ ଭିଡିଓ ରେକର୍ଡ କରିଥିଲେ।ସେଥିରେ ରେକର୍ଡ କରୁଥିବା ବ୍ୟକ୍ତି ଆକାଶରେ ଏମିତି କିଛି ରେକର୍ଡ କରିଦେଇଥିଲେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।କିଛି ନଥିବା ଆକାଶରେ ହଠାତ ଏକ ଆଖି ଆକୃତିର ଚିହ୍ନ ବନିଯାଇଥିଲା।ଏହାକୁ ଲୋକମାନେ ଶ୍ରୀ ଗଣେଶଙ୍କ ଲୀଳା ବୋଲି କୁହନ୍ତି।ଯିଏ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ।

Leave a Reply

Your email address will not be published. Required fields are marked *