ଗପ ହେଲେବି ସତ ଫିଲ୍ମ ର ଓଡ଼ିଆ ଶିଶୁ କଳାକାର Rahul ବର୍ତ୍ତମାନ କଣ କରୁଛନ୍ତି,ତାଙ୍କ Body ଦେଖିଲେ ଆପଣ ବାବୁସାନ ଓ ଅନୁଭବ ଙ୍କୁ ମଧ୍ୟ ଭୁଲିଯିବେ

Spread the love

ଗପ ହେଲେବି ସତ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ରାହୁଲ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ଆକର୍ଷିତ କରି ପାରିଥିଲେ।ତାଙ୍କର ଅଭିନୟରେ ଆକର୍ଷିତ ହୋଇ ଅନେକ ଲୋକ ତାଙ୍କୁ ଅନେକ ପ୍ରଶଂସା କରିଥିଲେ।ତେବେ ସେ ଜଣେ ଶିଶୁ କଳାକାର ଭାବରେ ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ମାଧ୍ୟମରେ ଅନେକ ପ୍ରଶଂସା ମଧ୍ୟ ପାଇ ପାରିଥିଲେ।ତେବେ ସେ ଯେତେବେଳେ ଗପ ହେଲେବି ସତ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ ତାଙ୍କୁ ସେହି ସମୟରେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା।

ସେ ନିଜର ସେହି ବୟସରେ ଅନେକ ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା ବୋଲି ପ୍ରମାଣ ଦେଇଥିଲେ।ତେବେ ସେ ବର୍ତ୍ତମାନ ୧୯ ବର୍ଷ ବୟସରେ ପହଞ୍ଚି ସାରିଲେଣି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରୁ ଥିବାରୁ ହୁଏତ ସେ ବର୍ତ୍ତମାନ ଆଗକୁ ଫିଲ୍ମରେ ଅଭିନୟ କରି ପାରନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ସେହି ସମୟରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।

ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା ହୋଇ ଥିବାରୁ ହୁଏତ ତାଙ୍କୁ ଆଗକୁ ଆମେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରୁଥିବାର ଦେଖି ପାରିବା।ଏହା ସହିତ ସେ ଜଣେ ଏପରି ଅଭିନେତା ଯିଏକି ଖୁବ କମ ସମୟ ମଧ୍ୟରେ ନିଜକୁ ଅନେକ ପ୍ରତିଷ୍ଠିତ କରି ପାରିଥିଲେ।ତେବେ ତାଙ୍କର ଅଭିନୟ ଲୋକ ମାନଙ୍କୁ ଅନେକ ମାତ୍ରାରେ ପସନ୍ଦ ଆସିଥାଏ।ତେବେ ଏହା ଶୁଣିବାକୁ ମିଳୁଛି କି ତାଙ୍କର ଏକ ଫିଲ୍ମ ଆଗକୁ ଆସିବାକୁ ଯାଉଛି।ଯେଉଁଥିରେ ସେ ହିରୋ ଭୂମିକାରେ ଅଭିନୟ କରିଛନ୍ତି।

ଏହା ସହିତ ଏହି ଫିଲ୍ମର ସୁଟିଂ ଏହି ମହାମାରୀ କାରଣରୁ ବନ୍ଦ ରହିଛି ବୋଲି ସୂଚନା ଆସୁଛି।ତେବେ। ଖୁବ ଶୀଘ୍ର ତାଙ୍କର ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ମିଳୁଛି।ତେବେ ଏହି ଚଳଚ୍ଚିତ୍ରରେ ସେ କିପରି ଭାବରେ ଅଭିନୟ କରିବେ ଏହା ଦେଖିବାକୁ ବାକି ରହିଛି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ପିଲାବେଳୁ ସମସ୍ତଙ୍କୁ ଆକର୍ଷିତ କରି ପାରିଛନ୍ତି।ତେବେ ସେ ଏହି ଚଳଚ୍ଚିତ୍ରରେ ମଧ୍ୟ ଖୁବ ଭଲ ଅଭିନୟ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ଓ ଅନେକ ଦର୍ଶକ ମାନେ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି।

ତେବେ ସେ ବର୍ତ୍ତମାନ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ବହୁତ ଭଲ ଅଭିନେତା।କାରଣ ସେ ବର୍ତ୍ତମାନ ନିଜର ଶରୀର ଉପରେ ଅନେକ ପରିଶ୍ରମ କରୁଛନ୍ତି ଓ ସେ ବର୍ତ୍ତମାନ ନିଜର ଶରୀରକୁ ଏକ ବହୁତ ଭଲ ଲୁକ ଦେଇ ସାରିଲେଣି।ଏହା ସହିତ ସେ ଦେଖିବାକୁ ମଧ୍ୟ ବହୁତ ଭଲ ହୋଇ ଥିବାରୁ ସେ ବର୍ତ୍ତମାନ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ହିରୋ ଭୂମିକାରେ ଆସିବାକୁ ଯାଉଛନ୍ତି।ସେ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଏକ ନୂଆ ହିରୋ ହୋଇ ଆସିବେ ଯାହା ପାଇଁ ବର୍ତ୍ତମାନ ଅନେକ ଲୋକ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *