ଜାନୁଆରୀ ୩ରୁ ଖୋଲିବ ରାଜ୍ୟର ୨୭ ହଜାର ପ୍ରାଥମିକ ସ୍କୁଲ Reopening,ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ.,ଦେଖନ୍ତୁ କଣ କହିଲେ ମନ୍ତ୍ରୀ ଏ ବିଷୟରେ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହ ବିଷୟରେ।ତେବେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ଏହା ଯେ ତିନି ତାରିଖରୁ ଖୋଲିବ ପ୍ରାଥମିକ ସ୍କୁଲ।ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ଦୀର୍ଘ ଦୁଇ ବର୍ଷ ପରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପାଠ ପଢା ଚାଲିବ ଏବଂ ଜାନୁଆରୀ ତିନି ତାରିଖରୁ ଖୋଲିବ ପ୍ରାଥମିକ ସ୍କୁଲ।ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ।ତେବେ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା।

ତେବେ ଦିର୍ଘ ଦୁଇ ବର୍ଷ ପରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।ତେବେ ଯଦି ଆମେ ପାଠ ପଢା କଥା କହିବା ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପାଠପଢା ଚାଲିବ ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ।ପ୍ରାଥମିକ ବିଦ୍ୟାଳୟକୁ ପିଲାମାନେ ଆସିବେ ଏନେଇ ଗଣଶିକ୍ଷା ମନ୍ତ୍ରୀ ଦେଇଛନ୍ତି ହବିଶେଷ ସୂଚନା।

ଦିର୍ଘ ଦୁଇ ବର୍ଷ ପରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।ଏହା ଏକ ବଡ଼ ନିଷ୍ପତ୍ତି ଅଟେ।ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ଏବଂ ସକାଳ ୯ଟାରୁ ୧୨ ଟା ପର୍ଯ୍ୟନ୍ତ ପାଠପଢା ଚାଲିବ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଆପଣମାନେ ଜାଣନ୍ତି ମୁଁ ଆଗରୁ ବିଭିନ୍ନ ସମୟରେ କହିଥିଲି ନୂଆବର୍ଷରେ ୧ରୁ ୫ କ୍ଲାସ ଖୋଲିବା ସମ୍ପର୍କରେ ସରକାର ବିଚାର କରିବେ।

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆମେ ୧ରୁ ପାଞ୍ଚ କ୍ଲାସ ଜାନୁଆରୀ ତିନି ତାରିଖରୁ ଖୋଲିବାକୁ ଯାଉଛୁ।ତେବେ ଆପଣମାନେ ଜାଣିଛନ୍ତି ଯେଉଁ ପରୀକ୍ଷା ହେଉଛି ବୋର୍ଡର ୧ରୁ ପାଞ୍ଚ ବର୍ତ୍ତମାନ ୨୭ ହଜାର ସ୍କୁଲରେ ଖୋଲିବାକୁ ଯାଉଛି ଯେଉଁଠି ବୋର୍ଡ଼ର ପରୀକ୍ଷା ହେଉଛି ପ୍ରଥମେ ସମେଟିଭ ପରୀକ୍ଷା ହେଉଛି ସେଗୁଡ଼ିକ ସବୁ ୧୦ ତାରିଖ ପରେ ଖୋଲିବ।

କାରଣ ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ ଏବଂ ୯ ତାରିଖ ପର୍ଯ୍ୟନ୍ତ ଅଛି ସେଗୁଡିକ ପରୀକ୍ଷା କାରଣରୁ ସେଗୁଡିକ ୧୦ ତାରିଖ ପରେ ଖୋଲିବ।ମଧ୍ୟାନ୍ନ ଭୋଜନ ସମ୍ପର୍କରେ ପୂର୍ବ ଗାଇଡ଼ ଲାଇନ ଅନୁସାରେ ହେବ ସ୍କୁଲ ଟାଇମ ୯ଟାରୁ ୧୨ଟା ରହିବ।ଅନ୍ୟାନ୍ୟ କ୍ଲାସ ପାଇଁ ଯାହା ସବୁ ଏସ ଓ ପି ରହିଛି ତାହା ଅନୁସାରେ କାର୍ଯ୍ୟକ୍ରମ ହେବ।ଏହା ସହିତ ଟୀକା କରଣ ପ୍ରକ୍ରିୟା ମଧ୍ୟ ଚାଲିବ।

Leave a Reply

Your email address will not be published. Required fields are marked *