ଓଡ଼ିଶାର ର ସୁପରଷ୍ଟାର Buddhaditya Mohanty କାହିଁକି ଆଜି ଯାଏ ବିବାହ କରୁନାହାନ୍ତି,କଣ ରହିଛି ଏହା ପଛର ଅସଲ କାରଣ,ଜାଣିଲେ ଆପଣ ମଧ୍ୟ କହିବେ..

Spread the love

ଆମେ ସମସ୍ତେ ଅଭିନେତା ବୁଦ୍ଧାଦିତ୍ୟଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କୁ ଆକର୍ଷିତ କରି ପାରୁଥିଲେ।ସେ ନିଜର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ଅନେକ ଲୋକ ପ୍ରିୟତା ହାସଲ କରି ପାରିଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ସାରିଛନ୍ତି।

ସେ ଜଣେ ଏପରି ଅଭିନେତା ଯିଏକି ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରି ପାରିବେ।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କୁ ଅଭିନୟ କରିବା ପାଇଁ ପ୍ରେରିତ ମଧ୍ୟ କରି ସାରିଛନ୍ତି।ତାଙ୍କର ଅଭିନୟ ଜୀବନ ମଧ୍ୟରେ ସେ ନିଜ ପାଇଁ ଅନେକ ମାନ ସମ୍ମାନ ଅର୍ଜନ କରି ସାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ସୃଷ୍ଟି କରି ପାରିଛନ୍ତି।

ବାସ୍ତବରେ ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ତେବେ ସେ ପ୍ରାୟ ୩୦ ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି।ଏହା ସହିତ ସେ ପ୍ରାୟ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତର ଜଣେ ପ୍ରତିଷ୍ଠିତ ଅଭିନେତା।

ସେ ଅନେକ ବଡ଼ବଡ଼ କଳାକାରଙ୍କ ସହିତ ନିଜର ଅଭିନୟ କରିବାର ଦକ୍ଷତା ଦେଖାଇ ସାରିଛନ୍ତି।ତେବେ ସେ ଅନେକ ଦିନ ହେବ ନିଜକୁ ଅଭିନୟ ଦୁନିଆରୁ ଦୂରେଇ ରଖିଛନ୍ତି।ତେବେ ଏହାର କାରଣ କଣ ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ।ତେବେ ସେ ଯେତିକି ଦିନ ଓଡ଼ିଆ ଅଭିନୟ ଜଗତରେ ଅଭିନୟ କରିଥିଲେ ତାଙ୍କର ଅଭିନୟ ପ୍ରତ୍ୟେକ ଓଡ଼ିଆ ଦର୍ଶକଙ୍କ ମନରେ ଘର କରି ରହି ଯାଇଛି।ଏହା ସହିତ ତାଙ୍କୁ ବର୍ତ୍ତମାନ ୪୦ ବର୍ଷ।

ଏହାପରେ ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।ସେ ବିବାହ ନ କରିବାର କାରଣ ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ତାଙ୍କର ବିବାହ ନ କରିବାର ଏକ ବିଶେଷ କାରଣ ରହିଛି।ସେ ପୂର୍ବରୁ ଗୋଟିଏ ଝିଅକୁ ଭଲ ପାଉଥିଲେ।ମାତ୍ର ସେହି ଝିଅ ଜଣଙ୍କ ତାଙ୍କୁ ଧୋକା ଦେଇ ଚାଲିଯାଇଥିଲେ।ଯାହା ଫଳରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।

ତେବେ ସେ କହିଛନ୍ତି କି ଯେପର୍ଯ୍ୟନ୍ତ ତାଙ୍କୁ ତାଙ୍କ ମନ ପସନ୍ଦର ଜୀବନସାଥି ମିଳିନାହିଁ ସେବେ ପର୍ଯ୍ୟନ୍ତ ସେ କାହାକୁ ବିବାହ କରିବେ ନାହିଁ ବୋଲି କହିଛନ୍ତି।ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତକୁ ଯେଉଁ ଅବଦାନ ଦେଇଛନ୍ତି ତାହା ଅପୂରଣୀୟ।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଯେଉଁ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି ତାହା ଅନ୍ୟ କାହା ପାଇଁ ସମ୍ଭବ ନୁହେଁ।ଏହା ସହିତ ସେ ହେଉଛନ୍ତି ଜଣେ ବହୁତ ଭଲ ଓ ବଡ଼ ଅଭିନେତା।ସେ ବର୍ତ୍ତମାନ ନିଜର ପରିବାର ସହିତ ଭୁବନେଶ୍ବରରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *