ଆସିଲା ବଡ ଖବର,Odisha ଆଡକୁ ପୁଣି ଆସୁଛି ଏକ ବଡ଼ ବର୍ଷା,ଏହି ଜିଲ୍ଲାମାନଙ୍କରେ ଆଜି ତାଣ୍ଡବ କରିବା ବର୍ଷା,ଓଡ଼ିଶାର ଏହି 12 ଜିଲ୍ଲାକୁ ହାଇ ଆଲର୍ଟ କଲେ ପାଣିପାଗ ବିଭାଗ

Spread the love

ତେବେ ପାଣିପାଗ ବିଭାଗ ତରଫରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏହା ଜଣା ପଡ଼ିଛି କି ଉତ୍ତର ବଙ୍ଗୋପସାଗର ଓ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି।ଯାହାର ପ୍ରଭାବରେ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ହେବା ସହିତ ଅଧିକ ବଜ୍ରପାତ ହେବାର ସମ୍ଭାବନା ରହିଛି।ଏହା ସହିତ ଉପକୂଳ ବର୍ତ୍ତି ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା ହେବା ସହିତ ଲୋକମାନଙ୍କୁ ଏହି ଆଗାମୀ ଅବପାତର ସମ୍ମୁଖୀନ ହେବା ପାଇଁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

ଏହା ସହିତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସୂଚନା ଦିଆ ଯାଇଛି।ଏହା ସହିତ ଲୋକମାନଙ୍କୁ ଏହି ଲଘୁଚାପର ମୁକାବିଲା କରିବା ପାଇଁ ସତର୍କ ରହିବା ପାଇଁ କୁହା ଯାଇଛି।ତେବେ ଏହି ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ।ତେବେ ବର୍ତ୍ତମାନ ମଧ୍ୟ ଓଡ଼ିଶାର ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ସହିତ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି

ତେବେ ଏହି ସମସ୍ତ ସ୍ଥାନରେ ଏବେ ଅନେକ ଲୋକଙ୍କୁ ସଚେତନ ରହିବା ପାଇଁ କୁହା ଯାଉଛି।ତେବେ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି।ଏହା ସହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆ ଯାଇଛି।ତେବେ ଏହିପରି ଭାବରେ ବର୍ଷା ଲାଗି ରହିବା ଫଳରେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ମଧ୍ୟ ରହିଛି।ସେଥିପାଇଁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ରହିଛି।ତେବେ ପ୍ରାୟ ୧୩ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।ତେବେ ସେହି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବ ସହିତ ଆବଶ୍ୟକ ପ୍ରସ୍ତୁତି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।

ଏହା ସହିତ ଏହି ସମସ୍ତ ଜିଲ୍ଲା ଗୁଡ଼ିକରେ ଲୋକମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ତେବେ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ରହିଛି।ତେବେ ଏହାର କାରଣ ହେଉଛି କାନ୍ଥ ଭୁସୁଡ଼ିବା କାରଣରୁ ଜନସାଧାରଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।ସେଥିପାଇଁ ସେମାନଙ୍କୁ ଏହି ସମସ୍ତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।ଏହା ସହିତ ଲୋକମାନେ ଏହି ସମୟରେ ଯେପରି ଅଧିକ ବାହାରକୁ ନ ଯିବେ ସେଥିପାଇଁ ମଧ୍ୟ ନିବେଦନ କରା ଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଆଜି ସୁନ୍ଦରଗଡ,ଝାରସୁଗୁଡ଼ା,ବରଗଡ଼,ସମ୍ବଲପୁର,ବଲାଙ୍ଗୀର ଓ ନୂଆପଡା ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।ଏହା ସହିତ ୩୧ ତାରିଖ ଦିନ ନୂଆପଡ଼ା,ନବରଙ୍ଗପୁର ଓ ବରଗଡ଼ ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଏହା ସହିତ ଏହି ସମୟ ମଧ୍ୟରେ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *