Bastu Tips : ଘରେ ମୟୂର ପର ରଖିବାର ଉପକାରିତା ଗୁଡିକ ଆପଣ ଜାଣିଲେ ଖୁସି ରେ ନାଚି ଉଠିବେ,ଘର ଏହି ଜାଗାରେ Mayura ପକ୍ଷୀ ରଖନ୍ତୁ ଓ ଦେଖନ୍ତୁ ଚମତ୍କାର..

Spread the love

ଆମେ ସମସ୍ତେ ମୟୂର ପର ବିଷୟରେ ନିଶ୍ଚିତ ଭାବରେ ଶୁଣିଥିବା।ଏହା ମୟୂର ନାମକ ଏକ ପକ୍ଷୀର ହୋଇଥାଏ।ତେବେ ଏହି ପକ୍ଷୀର ପରକୁ ଘରେ ରଖିବା ଫଳରେ ଅନେକ ଉପକାର ହୋଇଥାଏ ଏହା ସହିତ ଆପଣଙ୍କର ଭାଗ୍ୟ ସମ୍ପୁର୍ଣ୍ଣ ଭାବେରେ ବଦଳିବାକୁ ଆରମ୍ଭ କରିଥାଏ।ଏହି ପରର ହିନ୍ଦୁ ଧର୍ମରେ ଓ ବୌଦ୍ଧ ଧର୍ମରେ ଏକ ବିଶେଷ ମହତ୍ତ୍ଵ ରହିଛି।ଏହି ପରକୁ ଏହି ଦୁଇଟି ଧର୍ମରେ ଶୁଭ ଫଳର ପ୍ରତୀକ ବୋଲି ବିଶ୍ୱାସ କରା ଯାଇଥାଏ।ଏହା ସହିତ ଏହି ପରକୁ ହିନ୍ଦୁ ଧର୍ମରେ ସ୍ଵୟଂ ଭଗବାନ କୃଷ୍ଣ ନିଜର ମସ୍ତକରେ ଧାରଣ କରି ଥାଆନ୍ତି।

ଯାହା ଫଳରେ ଏହାର ମହତ୍ତ୍ଵ ହିନ୍ଦୁ ଧର୍ମରେ ବହୁତ ଅଧିକ ବଢ଼ି ଯାଇଥାଏ।ଏହା ସହିତ ଏହା ବିଶ୍ୱାସ କରାଯାଏ କି ଏହି ପରରେ ନବ ଗ୍ରହଙ୍କର ବାସ ରହିଛି।ଏହା ସହିତ ଏହି ପରକୁ ଆପଣ ଘରେ ରଖିବା ଫଳରେ ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିର ନାଶ ହୋଇ ଯାଇଥାଏ।ଏହା ସହିତ ଆପଣ କୌଣସି ନକାରାତ୍ମକ ଶକ୍ତିର ଶିକାର ମଧ୍ୟ ହୋଇ ନଥାନ୍ତି।

ଏହାକୁ ଘରେ ରଖିବା ଫଳରେ ବିଦ୍ୟାର୍ଥୀ ମାନେ ପାଠ ପଢ଼ାରେ ନିଜର ମନ ନିବେଶ କରିଥାନ୍ତି।ଏହା ସହିତ ସେମାନେ ଭଲ ପାଠ ମଧ୍ୟ ପଢ଼ିଥନ୍ତି।ଏହା ସହିତ ଆପଣ ଯଦି କୌଣସି ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତେବେ ଆପଣ ନିଜ ଘରେ ଏହି ମୟୂର ପର ରଖି ଦିଅନ୍ତୁ।କାହା ଫଳରେ ଆପଣ ନିଜର ମନକୁ ଶାନ୍ତ ରଖି ପାରିବେ।ଏହା ସହିତ ଆପଣ ଯଦି ନିଜର ଆର୍ଥିକ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଘରେ ଏକ ମୟୂର ପର ଆଣି ରଖନ୍ତୁ।

ଏହାକୁ ଆପଣ ନିଜର ଆଲମାରୀ ଭିତରେ ୪୦ ଦିନ ପର୍ଯ୍ୟନ୍ତ ରଖିବା ଫଳରେ ଆପଣ ନିଜର ଆର୍ଥିକ ସମସ୍ୟାର ସମାଧାନ କରି ପାରିବେ।ଏହା ସହିତ ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପାଇ ପାରିବେ।ଆପଣ ଯଦି ନିଜ ଘରେ ହେଉଥିବା କଳହର ସମାଧାନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଜର ଘରେ ଏକ ବଂଶୀ ସହିତ ଏକ ମୟୂର ପର ରଖି ଦିଅନ୍ତୁ ଯାହା ଫଳରେ ଆପଣ ଦେଖିବେ ଆପଣଙ୍କ ଘରେ ହେଉଥିବା କଳହର ଅନ୍ତ ହୋଇଯିବ।

ଏହାପରେ ଯଦି ଆପଣ ନିଜର ପିଲାକୁ ଖରାପ ନଜରରୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ଆପଣ ସେହି ପିଲାକୁ ଏକ ଚାନ୍ଦିର ତବିଜ ପିନ୍ଧାଇ ଦିଅନ୍ତୁ ଏହା ସହିତ ଆପଣ ଏହି ତାବିଜ ସହିତ ଏକ ମୟୂର ପର ଲଗାଇ ଦିଅନ୍ତୁ ଆପଣ ଦେଖିବେ ଏହା ଆପଣଙ୍କ ପିଲାକୁ ଖରାପ ନଜରରୁ ରକ୍ଷା କରିବ।ଏହା ସହିତ ଆପଣ ଯଦି ନିଜର କୌଣସି ଶତ୍ରୁଙ୍କ ଠାରୁ ଭୟଭୀତ ଅଛନ୍ତି ତେବେ ଆପଣ ଏକ ମୟୂର ପରରେ ହନୁମାନ ମନ୍ଦିରକୁ ଯାଇ ସେଠାରେ ହନୁମାନ ସିନ୍ଦୂର ଲଗାଇ ଦିଅନ୍ତୁ

ଏହାପରେ ଆପଣ ସେହି ମୟୂର ପରକୁ ହାତରେ ଧରି ନିଜର ସତୁଙ୍କ ନାମକୁ ସ୍ମରଣ କରନ୍ତୁ।ଏହାପରେ ଆପଣ ସେହି ମୟୂର ପରକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ।ଆପଣ ଦେଖିବେ ଭଗବାନ ଆପଣଙ୍କୁ ଆପଣଙ୍କ ଶତ୍ରୁଙ୍କ ଠାରୁ ରକ୍ଷା କରିବେ।ଘରର ମୁଖ୍ୟ ଦ୍ଵାରରେ ମୟୂର ପର ଲଗାଇବା ଫଳରେ ଆପଣଙ୍କ ଘରକୁ କୌଣସି ନକାରାତ୍ମକ ଉର୍ଜା ପ୍ରବେଶ କରିବ ନାହିଁ।

Leave a Reply

Your email address will not be published. Required fields are marked *