ବୁଦ୍ଧିମାନ ପୁରୁଷକୁ କୌଣସି ପୁରୁଷ ଠାରୁ ଏହି ସବୁ ଜିନିଷର ଆଶା କରିବା ଉଚିତ ନୁହେଁ…

Spread the love

କୌଣସିବି ବୁଦ୍ଧିମାନ ପୁରୁଷ ମାନଙ୍କୁ ନାରୀ ଠାରୁ ଏହି ଜିନିଷର କାମନା କରିବା ଉଚିତ ନୁହେଁ। ଆଉ ଯଦି ସେମାନେ ଏମିତି କରୁଛନ୍ତି ତାହେଲେ ସେମାନଙ୍କର ଅନର୍ଥ ହେବା ସୁନିଶ୍ଚିତ ଅଟେ। ଆଜ୍ଞା ମହାନ ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ନିଜ ନୀତିରେ ସ୍ତ୍ରୀ ଓ ପୁରୁଷ ଦୁଇଜଣଙ୍କ ପାଇଁ ବହୁତ ମହତ୍ୱପୁର୍ଣ୍ଣ କେତେକ ଜ୍ଞାନର କଥା କହି ଯାଇଅଛନ୍ତି।ଶୁକ୍ରାଚାର୍ଯ୍ୟ ହୁଏତ ଦୈତ୍ୟ ମାନଙ୍କର ଗୁରୁ ଥିଲେ କିନ୍ତୁ ତାଙ୍କର ନୀତି ଗୁଡିକ ସଂସାରର ସର୍ବଶ୍ରେଷ୍ଠ ନୀତି ଗୁଡିକ ଭିତରୁ ଅନ୍ୟତମ ଥିଲା। ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ନିଜ ନୀତିରେ ଗୋଟେ ପୁରୁଷକୁ ଉପଦେଶ ଦେଇ କହିଛନ୍ତିକି ତାକୁ କେବେହେଲେ ଏହି ୪ ଟି କଥାର କାମନା ସ୍ତ୍ରୀ ମାନଙ୍କ ଠାରୁ କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ତାକୁ କେବଳ ଅପମାନର ସାମ୍ନା କରିବାକୁ ପଡିପାରେ।

କାହିଁକିନା ଗୋଟେ ସ୍ତ୍ରୀର ସ୍ୱଭାବହିଁ ଏମିତି ହୋଇଥାଏ ଯଦି କୌଣସି ପୁରୁଷ ଯେକୌଣସି ସ୍ତ୍ରୀ ଠାରୁ ଏହି ୪ ଟି କଥାର କାମନା କରିଥାଏ ତାହେଲେ ସେ ସ୍ତ୍ରୀ ତାର ଅନିଷ୍ଠହିଁ କରିଥାଏ। ଯେମିତି କୁହାଗଲା କି ସ୍ତ୍ରୀ ମାନେ ଅନେକ ପ୍ରକାରର ମାୟା ଜାଣିଛନ୍ତି। ଆଉ ସେମାନେ ପୁରୁଷ ପାଖରେ ବସି ହସନ୍ତି ଆଉ ତାଙ୍କ ସହିତ ମିଶନ୍ତି ଆଉ ଯେତେବେଳେ ତାଙ୍କ ସବୁ ରହସ୍ୟ ଜାଣିଯାଆନ୍ତି ତାପରେ ସେ ସ୍ତ୍ରୀ ସେ ପୁରୁଷକୁ କାମ ବାସ୍ନାରେ ଦେଖି ନିଏ। ତାହେଲେ ସେ ସ୍ତ୍ରୀ ତାକୁ କୌଣସି ପର ଛିଣ୍ଡା କାଉ ଭଳି ଗ୍ରହଣ କରିଥାଏ।କହିବାର ତାତ୍ପର୍ଯ୍ୟ ଏହାକି ସେ ତା ସହିତ ଖେଳ ଖେଳି ଥାଏ ଆଉ ଯେତେବେଳେ ପର୍ଯ୍ୟନ୍ତ ସେ ପୁରୁଷ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ନହୋଇଯାଇଛି।

ଦେଖିବାକୁ ଗଲେ ଏହି କ୍ଷେତ୍ରରେ କୌଣସି ସ୍ତ୍ରୀ କୁ ଦୋଷ ଦେବା ଅନୁଚିତ ଅଟେ।ଏହାର ଦୋଷୀ ହେଉଛି ପୁରୁଷ କାରଣ ସେ ତାର ନିଜର କାମ ଭାବନାକୁ ନିୟନ୍ତ୍ରଣରେ ରଖି ପାରେ ନାହିଁ ଆଉ ସେ ନିଜେ ସେ ସ୍ତ୍ରୀର ଦାସ ହୋଇଯାଏ।ସେଥିପାଇଁ ଗୋଟେ ବୁଦ୍ଧିମାନ ପୁରୁଷକୁ ଦରକାର କି ସେ କେବେ ଏମିତି କୌଣସି କଥାକୁ ନେଇ ଅନ୍ୟ ସ୍ତ୍ରୀ ପାଖରୁ କେବେହେଲେ କାମନା କରିବା ଉଚିତ ନୁହେଁ ଯାହାଦ୍ୱାର ସେ ସ୍ତ୍ରୀ ସେ ପୁରୁଷ ସହିତ ଖେଳ କରିପାରିବ।କେବଳ ଜଣେ ଉତ୍ତମ ପୁରୁଷ କେବେ କୌଣସି ସ୍ତ୍ରୀର ବଶ ବର୍ତ୍ତି ହୋଇ ରହି ନଥାଏ ଆଉ ସେ ନା କେବେ କୌଣସି ସ୍ତ୍ରୀକୁ ନିଜ ସହିତ ଖେଳିବାକୁ ଦିଏ ନାହିଁ।

ମୂର୍ଖ ପୁରୁଷ ଜଣା ଅଜଣାରେ ଅନ୍ୟମାନଙ୍କୁ ନିଜର ଅନିଷ୍ଠ କରିବା ପାଇଁ ଅବସର ବାରମ୍ବାର ପ୍ରଦାନ କରିଥାଏ।ଆଉ ତାପରର ଅନ୍ୟକୁ ଦୋଷ ଦେଇ କାନ୍ଦିବାକୁ ଲାଗିଥାଏ।ତେବେ ଚାଲନ୍ତୁ ଜାଣିବା କୌଣସି ବୁଦ୍ଧିମାନ ପୁରୁଷକୁ କେଉଁ ୪ ଟି ଜିନିଷର କାମନା ଅନ୍ୟ ସ୍ତ୍ରୀ ପାଖରେ କରିବା ଉଚିତ ନୁହେଁ।ପ୍ରଥମ କଥା ଯେକୌଣସି ସ୍ତ୍ରୀର ରହସ୍ୟକୁ ଜାଣିବା।କୌଣସି ବୁଦ୍ଧିମାନ ପୁରୁଷକୁ ଗୋଟେ ସ୍ତ୍ରୀର ନିଜ ବ୍ୟକ୍ତିଗତ ଜୀବନର ରହସ୍ୟ ବିଷୟରେ ଜାଣିବା ଉଚିତ ନୁହେଁ।କାହିଁକିନା ସ୍ତ୍ରୀ ଏ ବିଷୟରେ କେବେ ହେଲେ ସତ୍ୟ କଥା କହିବେ ନାହିଁ।ଆଉ ସେ ମିଛ କହି ନିଜ ଆଡକୁ ଆକର୍ଷିତ କରିବାରେ ଲାଗିବ ଏମିତି କ୍ଷେତ୍ରରେ କୌଣସିବି ପୁରୁଷ ତାଙ୍କ ଆଡ଼କୁ ଅତି ସହଜରେ ଆକର୍ଷିତ ହୋଇ ଯାଇଥାଏ।

ତାସହିତ ଗୋଟେ ପୁରୁଷକୁ ନିଜ ଜୀବନ ସହିତ ଜଡିତ ରହସ୍ୟ କେବେ କୌଣସି କ୍ଷେତ୍ରରେ ବା କାହାକୁ କହିବା ଉଚିତ ହେବ ନାହିଁ।କାହିଁକିନା ଗୋଟେ ସ୍ତ୍ରୀ ଅନ୍ୟକୁ ଏ କଥା କହିବାରେ ବିଳମ୍ବ କରି ନଥାଏ।ଯଦି କୌଣସି ପୁରୁଷ ଗୋଟେ ସ୍ତ୍ରୀ କୁ ସାହାଯ୍ୟ କରୁଛି ତାହେଲେ ସେ ତାର ପ୍ରତିବଦଳରେ ସାହାଯ୍ୟର କାମନା କରିବା ଉଚିତ ହେବ ନାହିଁ।ଯଦି କୌଣସି ବ୍ୟକ୍ତି ଏପରି କାମନା କରୁଛି ଆଉ ଯଦି ତାର ବଦଳରେ ସେ ମନା କରିଦେଉଛନ୍ତି ତାହେଲେ ସେ ଅପମାନିତ ଅନୁଭବ କରିପାରନ୍ତି।ଗୋଟେ ମହିଳା ବିନା କୌଣସି ସ୍ୱାର୍ଥରେ କୌଣସି ବ୍ୟକ୍ତିର ସାହାଯ୍ୟ କରି ନଥାଏ।ତୃତୀୟରେ ଏକାନ୍ତରେ ମିଶିବାର କାମନା।ଗୋଟେ ସଭ୍ୟ ପୁରୁଷକୁ ଯେକୌଣସି ସ୍ତ୍ରୀ ସହିତ ଏକୁଟିଆରେ ଦେଖା କରିବାର କାମନା କରିବା ଉଚିତ ନୁହେଁ।

ଯଦି କୌଣସି ସ୍ତ୍ରୀ ଗୋଟେ ପୁରୁଷ ସହିତ ଏକାନ୍ତରେ ଦେଖାକରିବାକୁ ଯାଏ ତାହେଲେ ତାଙ୍କୁ ସମାଜର ଲୋକ ଖରାପ ନଜରରେ ଦେଖନ୍ତି।ଚାରିରେ ଆସିବ ଦୁଇଟି ସ୍ତ୍ରୀର କାମନା କରୁଥିବା ବ୍ୟକ୍ତି।ଶୁକ୍ରାଚାର୍ଯ୍ୟଙ୍କର ଅନୁସାରେ ପାଖରେ ଗୋଟେ ସ୍ତ୍ରୀ ଥାଉ ଥାଉ ଅନ୍ୟ ଏକ ସ୍ତ୍ରୀର କାମନା କରିବା ଉଚିତ ନୁହେଁ।ଏମିତି କରିବା ଦ୍ୱାରା ସେ ନିଜ ସ୍ତ୍ରୀ ଠାରୁ ପ୍ରେମ ଓ ସନ୍ନମାନ ମିଳିବାର କାମନା ମଧ୍ୟ ତ୍ୟାଗ କରି ଦେବା ଉଚିତ।ଏଠାରେ ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟଙ୍କ କହିବାର ଅର୍ଥ କୌଣସି ପୁରୁଷକୁ କୌଣସି ସ୍ତ୍ରୀ ପାଖରୁ ସ୍ୱାର୍ଥ, ପ୍ରେମ,ଧନ, ମାନ,ସମ୍ମାନ କାମନା କେବେହେଲେ ଆଶା କରିବା ଉଚିତ ନୁହେଁ।ଆଉ ଯଦି କୌଣସି ପୁରୁଷ କୌଣସି ସ୍ତ୍ରୀ କଥାରେ ଚାଲିବ କିମ୍ବା ତାର ଅଧୀନରେ ଜୀବନ ଯାପନ କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *