Nanda ମଉସା ଙ୍କୁ ଗିଳିଥିଲା ନା ହଜମ କରିଥିଲା,ଏବେ ଅସଲ ସତ ଯେବେ ଜଣା ପଡିଗଲା…

Spread the love

ଆପଣଙ୍କର ଜଉ ସାରା ମିଡିଆରେ ଭାଇରାଲ ହଉଛି ଯେ ବୃଦ୍ଧାଙ୍କୁ ଅଜଗର ଖାଇ ଦେଇଛି ବୋଲି,ଏହି ଘଟଣାଟି ସମ୍ପୂର୍ଣ୍ଣ ଭାବରେ ମିଛ କାରଣ ବୃଦ୍ଧାଙ୍କୁ ଅଜଗର ଖାଇ ନାହିଁ। ଏମିତି ଜଣେ ମହିଳା କହିଥିଲେ।ଜାଣିଲେ ତ କଣ କହୁଛନ୍ତି ବନଖଣ୍ଡନ ଅଧିକାରିଣୀ, ସେ କହୁଛନ୍ତି ଯେ ନନ୍ଦ ମଉସାଙ୍କୁ ନା ଅଜଗର ଖାଇଛି ନା ହଜମ କରିଛି

ନା ହିଁ ବାନ୍ତି କରିଛି କେବଳ ଘଟଣାର ଦୋଷକୁ ବନ ବିଭାଗ ଉପରେ ଲଦି ଦେବାର ୟେ ଥିଲା ଗୋଟେ କାହାଣୀ ଆଉ ଏହା ପଛରେ କାହାର ଗୋଟେ କୁଟିଳ ଷଡ଼ଯନ୍ତ୍ର ରହିଥିଲା ଜାଣି ଶୁଣି ଅଜଗର ଆଡ଼କୁ ଘଟଣାକୁ ବୁଲାଇ ଦିଆଗଲା ଆଉ ଏହା ପରେ ନା ନନ୍ଦ ମଉସାଙ୍କୁ କେହି ଖୋଜିଲେ ନା ତାଙ୍କ ଜୀବନ ବଞ୍ଚିଲା।

ସମସ୍ତେ ଭାବିଲେ ତାଙ୍କୁ ଅଜଗର ସାପ ଗିଳି ଦେଇଛି ହେଲେ ଦର୍ଶକ ବନ୍ଧୁ ନନ୍ଦ ମଉସାଙ୍କ ଦୂ-ର୍ଘ-ଟ-ଣା ଘଟି ଥିବା ସ୍ଥାନର ଦେଢ଼ କିମି ଦୂରରେ ପଡି ରହିଥିଲେ। ବନ ବିଭାଗ ଖୋଜିଲା ଆଉ ଗାଁ ଲୋକ ମଧ୍ୟ ନନ୍ଦ ମଉସାଙ୍କୁ ଖୋଜିଲେ ହେଲେ କେହି ପାଇଲେ ନାହିଁ। ହେଲେ ନନ୍ଦ ମଉସାଙ୍କୁ ନ ପାଇବାର କାରଣ

କଣ ହୋଇଥାଇ ପାରେ?କାହିଁକି ନନ୍ଦ ମଉସାଙ୍କୁ କେହି ଖୋଜି ପାଇଲେ ନାହିଁ ତେବେ ଦର୍ଶକ ବନ୍ଧୁ ଏସବୁ ଘଟଣାର କାରଣ ହଉଛି ସବୁ ଘଟଣାକୁ କେବଳ ଅଜଗର ସାପ ନନ୍ଦ ମଉସାଙ୍କୁ ଗିଳି ଦେଇଥିବା କଥା ଆଡ଼କୁ ବୁଲାଇ ଦିଆଗଲା ଆଉ ସମସ୍ତେ ମଧ୍ୟ ଭାବି ନେଲେ ଯେ ନନ୍ଦ ମଉସାଙ୍କୁ ଅଜଗର ସାପ ଗିଳି ଦେଲା

ଆଉ ସେଥିପାଇଁ କେହେ ହେଲେ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କଲେ ନାହିଁ ସମସ୍ତେ ଭାବିଲେ ଯେ ଗଣମାଧ୍ୟମରେ ବା ମିଡିଆରେ ଏହି କଥା ପ୍ରସାର ହଉଛି ମାନେ ସତ ହେଇଥିବ।ହେଲେ ଦର୍ଶକ ବନ୍ଧୁ ଘଟଣାର ୪ ମାସ ପରେ ସତ କଥା ସାମ୍ନାକୁ ଆସିଲା। ସତ ଘଟଣାଟି ହଉଛି ନନ୍ଦ ମଉସାଙ୍କ ଲୁନା

ମିଳିବାର ଦେଢ଼ କିମି ଦୂରରେ ପଡି ରହିଥିଲେ ନନ୍ଦ ମଉସା। ଯେହେତୁ ତାଙ୍କର ଆକ୍ସିଡେଣ୍ଟ ହେଇଥିଲା ତେଣୁକରି ନନ୍ଦ ମଉସା ଆଉ ଚଲା ବୁଲା କରି ପାରିଲେ ନାହିଁ କିମ୍ବା ତାଙ୍କ ସହିତ କିଛି ଅଲଗା ଘଟଣା ଘଟିଥିବ। ଯେହେତୁ ସମସ୍ତେ ଭାବିଲେ ନନ୍ଦ ମଉସାଙ୍କୁ ଅଜଗର ସାପ ଗିଳି ଦେଇଛି ଆଉ ସମସ୍ତଙ୍କ

ଧ୍ୟାନ ସେଇ ଆଡ଼କୁ ଗଲା ସେଥିପାଇଁ କେହି ଆଉ ନନ୍ଦ ମଉସାଙ୍କୁ ଖୋଜିଲେ ନାହିଁ ଆଉ ଜଣେ ନିରୀହ ଲୋକର ଜୀବନ ଚାଲିଗଲା।

Leave a Reply

Your email address will not be published. Required fields are marked *