ମିଳିଗଲା ସବୁଠୁ ବଡ ଉପାୟ – ମ-ଦ ଛାଡିବାର ଏହି ଘରୋଇ ଉପାୟ – ଏହି ଉପାୟ ଥରେ କରନ୍ତୁ ଆପଣଙ୍କ ପ୍ରିୟଜନ ଆଉ ଜୀବନରେ କେବେ ମ-ଦ ପିଇବା ପାଇଁ କହିବେ ନାହିଁ

Spread the love

ସାଙ୍ଗମାନେଜଣେ ମ-ଦୁଆ ପାଇଁ ମ-ଦ ଛାଡ଼ିବା ଏକ ବହୁତ କଷ୍ଟକର କାମ ହେଇଥାଏ।ତେବେ ମ-ଦ ନିଶା ଯୋଗୁ ଲୋକଟିଏ ଅନେକ ଅସୁବିଧାରେ ପଡିଥାଏ।ତେଣୁ ଏ ସମୟରେ ସମସ୍ତେ ମ-ଦ କିପରି ସହଜରେ ଛାଡ଼ିପାରିବେ ସେ ବିଷୟରେ ଚିନ୍ତା କରୁଥାନ୍ତି।ଆମେ ଆଜି ଏଠାରେ ମଦ ଛାଡ଼ିବାର ଏପରି ଏକ ଜବରଦସ୍ତ ଘରୋଇ ଉପଚାର ଆଣିଛୁ ଯାହାକୁ ବ୍ୟବହାର କରିବା ପରେ ମ-ଦୁଆ ନିଜେ କହିବ ଯେ ଆଉ ମ-ଦ ପିଇବିନାହିଁ।ତେବେ ଏ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଏ ଆର୍ଟିକଲଟିକୁ ସମ୍ପୂର୍ଣ୍ଣ ରୂପେ ପଢନ୍ତୁ।ଯାହାଦ୍ଵାରା କି ଆପଣ ନିଜର କେହି ଚିହ୍ନା ଲୋକ ଯଦି ମ-ଦ ପିଆ ଛାଡ଼ି ପାରୁନାହିଁ,ତେବେ ତାହାର ସାହାଯ୍ୟ କରିବେ।

ଏହି ଉପଚାର ପାଇଁ ଆପଣଙ୍କୁ ଦୁଇଟି ଜିନିଷ ଦରକାର।ପ୍ରଥମରେ ଦରକାର ହେଉଛି ସୁଣ୍ଠି।ଏହା ଅଦାର ଶୁଖିଲା ଗୁଣ୍ଡରୁ ହେଇଥାଏ।ତେବେ ସେହି ସୁଣ୍ଠିକୁ ଗୁଣ୍ଡ କରି କିମ୍ବା ଗ୍ରାଇଣ୍ଡିଂ କରି ପାଉଡର ଭଳି କରିଦିଅନ୍ତୁ।ଏହା ସହ ନିଅନ୍ତୁ ଅଳ୍ପ ଜୁଆଣି।ତେବେ ବନ୍ଧୁମାନେ ମଦ ଏଭଳି ଏକ ଜିନିଷ ଯାହା ଆମ ଶରୀରକୁ ନଷ୍ଟ କରି ଦେଇଥାଏ।ଏହା ସହ ମଦୁଆମାନେ ମଦ ପିଇବାରେ ଅନେକ ପଇସା ମଧ୍ୟ ଖର୍ଚ୍ଚ କରିଦେଇଥାନ୍ତି।ତେବେ ଏହି ସବୁରୁ ରକ୍ଷା ପାଇବା ପାଇଁ ଚାଲନ୍ତୁ ଜାଣିବା କିପରି ସୁଣ୍ଠି ଓ ଜୁଆଣିକୁ ବ୍ୟବହାର କରି ଆମେ ଜଣେ ବ୍ୟକ୍ତିର ଏହି ଅଭ୍ୟାସକୁ ସବୁଦିନ ପାଇଁ ଛଡ଼ାଇବା।

ତେବେ ଆପଣ ଗୋଟେ ଚାମଚ ଜୁଆଣିକୁ ଏକ ଗ୍ଲାସ ପାଣିରେ ମିଶାଇ ଗରମ କରନ୍ତୁ।ଏହାପରେ ଆପଣ ଗୋଟେ ଚାମଚ ସୁଣ୍ଠି ଗୁଣ୍ଡ ନେଇ ସେଥିରେ ପକାନ୍ତୁ।ତେବେ ଏହି ପାଣିକୁ ଆପଣ ୧୦ ମିନିଟ ପର୍ଯ୍ୟନ୍ତ ଲୋ ଫ୍ଲେମରେ ଗରମ କରନ୍ତୁ।ଯେତେ ପର୍ଯ୍ୟନ୍ତ ସେ ପାଣିର ପରିମାଣ ଅଧା ନ ହେଇଛି ସେତେ ପର୍ଯ୍ୟନ୍ତ ପାଣିକୁ ଫୁଟାନ୍ତୁ।ତେବେ ଆପଣଙ୍କୁ ଏହିଭଳି ପରିମାଣରେ ନେବାକୁ ପଡିବ।ଯଦି ଆପଣ ଗୋଟେ ଗ୍ଲାସ୍ ପାଣି ନେଉଛନ୍ତି ତେବେ ଗୋଟେ ଚାମଚ ଜୁଆଣି ଓ ଗୋଟେ ଚାମଚ ସୁଣ୍ଠି ନେବେ।ତେବେ ସେ ପାଣି ଫୁଟି ଫୁଟି ଅଧା ଗ୍ଲାସ ହେବା ଯାଏଁ ଅପେକ୍ଷା କରନ୍ତୁ।ଏହାପରେ ଏହି ଦ୍ରବଣକୁ ଏକ ଛଣା ସାହାଯ୍ୟରେ ଛାଣି ଦିଅନ୍ତୁ।

ଏବେ ପାଖାପାଖି ୨ଦିନ ମାନେ ୪୮ଘଣ୍ଟା ପର୍ଯ୍ୟନ୍ତ ଏକ ବନ୍ଦ ପାତ୍ରରେ ସେ ଦ୍ରବଣକୁ ରଖିଦିଅନ୍ତୁ।ତେବେ ଏହାପରେ ଏହି ପାଣିଟି ପିଇବା ଯୋଗ୍ୟ ହେବ।ଆପଣ ଏହାକୁ ମଦ ପିଉଥିବା ବ୍ୟକ୍ତିକୁ ଦେବେ।ତେବେ ଗୋଟେ ଦିନରେ ସକାଳେ ଅଧ ଗ୍ଲାସ ଓ ସନ୍ଧ୍ୟାବେଳେ ଅଧ ଗ୍ଲାସ ଦେବେ।ଏହିଭଳି ୧୫ ଦିନ ବ୍ୟବହାର ପରେ ଦେଖିବେ ସେ ସମ୍ପୂର୍ଣ୍ଣ ରୂପେ ମ-ଦ ଛାଡ଼ି ଦେବ।

ତେବେ ମଦ ପିଇବା ଦ୍ଵାରା ଶରୀରରେ ସଲ୍ଫରର ପରିମାଣ ଶରୀରରେ ବହୁତ କମାଇ ଦେଇଥାଏ ଓ ଏହାର ପ୍ରଭାବରେ ସେ ମ-ଦ ଛାଡ଼ି ପାରିନଥାଏ।କିନ୍ତୁ ଏଠାରେ ଯେଉଁ ଉପଚାର କୁହାଯାଉଛି ଏହାକୁ ବ୍ଯବହାର କରିବା ଦ୍ୱାରା ସଲ୍ଫରର ପରିମାଣ ଶରୀରରେ ପୁଣି ଥରେ ସାମାନ୍ୟ ସ୍ତରକୁ ପଳେଇ ଆସିଥାଏ।ତେଣୁ ଯଦି ନିୟମିତ ଭାବରେ ଆପଣ ମଦ ପିଉଥିବା ବ୍ୟକ୍ତିକୁ ଏହି ଉପଚାରଟି ଦେବେ ତାହେଲେ ସେ ମ-ଦ ଛାଡିବାକୁ ବାଧ୍ୟ ହେବ।

Leave a Reply

Your email address will not be published. Required fields are marked *