ଚାହାରେ ମିଶାଇ ପିଅନ୍ତୁ ଏହି ଗୋଟିଏ ଜିନିଷ,ଜୀବନ ସାରା ଆପଣଙ୍କର ଗ୍ୟାସ ହେବ ନାହିଁ – କରିନିୟନ୍ତୁ ଏହି ଉପାୟ

Spread the love

ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କର ଗ୍ୟାସ ସମସ୍ୟା ଦେଖା ଯାଉଛି।ଆଜିକାଲି ଗ୍ୟାସ ସମସ୍ୟା ଦେଖା ଯିବା କୌଣସି ନୂଆ କଥା ନୁହେଁ।ପ୍ରତ୍ୟେକ ବ୍ୟକ୍ତିଙ୍କର ଆଜିକାଲି ଏହି ସମସ୍ୟା ଦେଖା ଯାଉଛି।ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମାନଙ୍କ ଠାରେ ମଧ୍ୟ ଆଜିକାଲି ଗ୍ୟାସ ସମସ୍ୟା ଦେଖା ଯାଉଛି।ତେବେ ଆମେ ଏହି ସମସ୍ୟାର ସମାଧାନ ପାଇଁ ଅନେକ ଉପାୟ ଅବଲମ୍ବନ କରିଥାଉ ହେଲେ ଏହାର କିଛି ବିଶେଷ ଫଳ ମିଳେନାହିଁ।ଏହା ସହିତ ଆମେ ଅନେକ ଔଷଧର ମଧ୍ୟ ସେବନ କରିଥାଉ ଯାହାର ମଧ୍ୟ କିଛି ଫାଇଦା ହୁଏ ନାହିଁ।

ତେବେ ଆମେ ବର୍ତ୍ତମାନ ଏପରି ଏକ ଘରୋଇ ଉପଚାର ସମ୍ପର୍କରେ କଥା ହେବା ଯାହାର ବ୍ୟବହାର ଫଳରେ ଆପଣ ସମସ୍ତେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।ତେବେ ଆମେ ପିଉଥିବା ଆମର ଦୈନିନ୍ଦୀନ ଚାହା ଆମେ ଏପରି କିଛି ଜିନିଷ ମିଶାଇବା ଯାହା ଫଳରେ ଆମେ ଗ୍ୟାସ ଭଳି ସମସ୍ୟା ଠାରୁ ସବୁଦିନ ପାଇଁ ଦୂରେଇ ଯାଇ ପାରିବା।ତେବେ କୌଣସି ବ୍ୟକ୍ତି ଚାହା ପିଇବାକୁ ମନା କରନ୍ତି ନାହିଁ ଫଳରେ ଏହାକୁ ସମସ୍ତେ ସେବନ କରିପାରିବେ।ଏହା ଏକ ଘରୋଇ ଉପଚାର ଅଟେ।

ଅନେକ ବ୍ୟକ୍ତିମାନେ ନିଜର ଗ୍ୟାସ ସମସ୍ୟାର ସମାଧାନ କରିବା ପାଇଁ ଅଯଥାରେ ବାହାରୁ ଔଷଧ କିଣି ଖାଇଥାନ୍ତି ଯାହା ଫଳରେ ସେମାନଙ୍କୁ ଏହି ଔଷଧର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ତେବେ ଆମେ ବର୍ତ୍ତମାନ ଏପରି କିଛି ଉପଚାର ସମ୍ପର୍କରେ ଆଲୋଚନା କରିବା ଯାହା ସମ୍ପୂର୍ଣ୍ଣ ରୂପେ ଘରୋଇ ହୋଇଥିବାରୁ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇ ନଥାଏ।ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଆବଶ୍ୟକ ଚାହା,ଅଦା,ଗୋଲମରିଚ ଓ ମହୁ।

ଆମେ ପ୍ରତିଦିନ ସକାଳୁ ଉଠିବା ପରେ ସାଧାରଣତଃ ଚାହା ପିଇ ଥାଉ।ଆମେ କେବଳ ସେହି ଚାହାରେ କିଛି ଜିନିଷ ପକାଇବା ଯାହା ଆମ ଶରୀରକୁ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତ ରଖିବ।ତେବେ ପ୍ରଥମେ ଚାହା ପ୍ରସ୍ତୁତ କରନ୍ତୁ।ବର୍ତ୍ତମାନ ଏହି ପ୍ରସ୍ତୁତ ହୋଇଥିବା ଚାହାକୁ କିଛି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଏହି ଗରମ ହେଉଥିବା ଚାହରେ ଅଳ୍ପ ଅଦା ଛେଚି ପକାଇବା ଏହା ସହିତ ଏଥିରେ ଗୋଲମରିଚ ଗୁଣ୍ଡ ପକାଇ କିଛି ସମୟ ପର୍ଯ୍ୟନ୍ତ ଗରମ କରିବା।ଏହାକୁ କିଛି ସମୟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଗରମ ହେବା ପାଇଁ ଛାଡ଼ିଦେବା।

ଏହା କିଛି ସମୟ ଗରମ ହେବା ପରେ ଏହାକୁ ଚୂଲାରୁ ଓହ୍ଲାଇ ଆଣିବା।ଏହାପରେ ଏଥିରେ ଅଳ୍ପ ମାତ୍ରାରେ ମହୁ ମିଶାଇବା।ବର୍ତ୍ତମାନ ଏହା ପିଇବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲା।ଏହାକୁ ପିଇବା ଫଳରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ନାହିଁ କାରଣ ଏହା ସମ୍ପୂର୍ଣ୍ଣ ରୂପେ ଘରେ ପ୍ରସ୍ତୁତ ହୋଇଛି।ଏହା ସହିତ ଏହା ଆମ ଶରୀରରେ ଜମା ହେଉଥିବା କଫକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ସଫା କରିଦେଇଥାଏ।ଏହାକୁ ପିଇବା ଫଳରେ ଆମକୁ ଥଣ୍ଡା କାଶ,ଜ୍ଵର ଭଳି ସମସ୍ୟା ଦେଖା ଦିଏ ନାହିଁ।ଫଳରେ ଏହାକୁ ସେବନ କରିବା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।

Leave a Reply

Your email address will not be published. Required fields are marked *