ଓଡିଶା ଯାତ୍ରା ଜଗତର ଅଭିନେତା Choklate ହିରୋ ହୃଷୀ (HURUSI) ବାବୁ କାହିଁକି ଯାତ୍ରା ଜଗତ ରୁ ଦୁରେଇ ଗଲେ,ଅସଲ କାରଣ ଜାଣିଲେ ଚମକି ପଡିବେ ଆପଣ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଏବେ ଗଣ ମାଧ୍ୟମରେ ଅନେକ ଖବର ଶୁଣିବାକୁ ମିଳୁଛି।କେତେକ ଜିନିଷ ସୋସିଆଲ ମିଡିଆରେ ପ୍ରାୟ ଭାଇରଲ ହୋଇଥାଏ।ଆଜି ଆମେ ଏହି ଭଳି ଏକ ଖବର ବିଷୟରେ ଜାଣିବା।ତେବେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଅର୍ଟିକଲଟିକୁ ଶେଷ ଯାଏ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଆଜିର ଖବର ବିଷୟରେ।ଆପଣ ମାନେ ତ ଯାତ୍ରା ବା ଅପେରା ଦେଖୁଥୁବେ।ଏହି ଯାତ୍ରା ଜଗତରେ

ଏବେ ଅନେକ କଳାକାର ଯାତ୍ରା ଜଗତ ଛାଡ଼ି ଦେଉଛନ୍ତି।ଆଉ ଅଭିନୟ କରୁ ନାହାନ୍ତି।ଅନେକ କଳାକାରଙ୍କ ଅଭିନୟ ଏବେ ଅନେକ ଲୋକଙ୍କୁ ଭଲ ଲାଗେ ଏହି ଯାତ୍ରାରେ।ତେବେ ମିଟୁନାଙ୍କୁ ତ ଆପଣ ବେଶ ଭଲ ଭାବେ ଜାଣିଥିବେ।ସେ ଯାତ୍ରା ଜଗତର ଜଣେ ଜଣାଶୁଣା କଳାକାର।ସେ ଅନେକ ନାଟକରେ ଅଭିନୟ କରିଛନ୍ତି।

ଅନେକ ଲୋକ ମଧ୍ୟ ତାଙ୍କର ନାଟକ ଦେଖନ୍ତି।ତାଙ୍କ ଅଭିନୟ ବହୁତ ଲୋକଙ୍କୁ ପସନ୍ଦ ହୁଏ।ଏବେ ଏବେ ତାଙ୍କର ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଶୁଣିବାକୁ ମିଳିଛି କି ସେ ଏବେ ଯାତ୍ରା ଜଗତରୁ ବିଦାୟ ନେବେ।ଏହାକୁ ନେଇ ଏବେ ଗଣ ମାଧ୍ୟମରେ ଅନେକ ଚର୍ଚ୍ଚା ହେଉଛି।

ସେ ମଧ୍ୟ ଗଣ ମାଧ୍ୟମରେ ଅନେକ ଭିଡିଓ କରି ଅପଲୋଡ଼ କରୁଛନ୍ତି।ସେ ବ୍ଲଗ ଭିଡିଓ କରୁଛନ୍ତି ଓ ଏହି ଭିଡିଓ ମାଧ୍ଯମରେ ସେ କହୁଥିଲେ କି ସେ ଯାତ୍ରା ଜଗତରୁ ଏବେ ଅବସର ନେବେ ବୋଲି।ତେବେ ଏହାର କାରଣ କଣ ହୋଇପାରେ।କଣ ପାଇଁ ସେ ଏହି ଭଳି ବିଦାୟ ନେବେ କାହାକୁ ଜଣା ନାହିଁ।

ଏହା ସହ ସେ ଏବେ ତାଙ୍କ ପରିବାର ସହ ଅଛନ୍ତି।ସେ ତାଙ୍କ ପରିବାର ସହିତ ବହୁତ ଖୁସିରେ ଅଛନ୍ତି।ଆଉ ଏହାକୁ ନେଇ ସେ ଏକ ବ୍ଲଗ ଭିଡିଓ କରି ତାଙ୍କ ସୋସିଆଲ ମିଡିଆରେ ଦେଇଥିଲେ।ଏହା ଏବେ ବହୁତ ଭାଇରାଲ ହୋଇଛି।ଅନେକ ଲୋକ ତାଙ୍କ ଭିଡିଓକୁ ଦେଖୁଛନ୍ତି।ଏହା ସହିତ ତାଙ୍କର ଆମ ଓଡିଶାରେ ଅନେକ ଫ୍ୟାନ ମଧ୍ୟ ଅଛନ୍ତି।

ବହୁତ ଲୋକଙ୍କୁ ତାଙ୍କ ଅଭିନୟ ବହୁତ ଭଲ ଲାଗେ।କିନ୍ତୁ ସେ କଣ ପାଇଁ ଯାତ୍ରା ଜଗତରୁ ବିଦାୟ ନେବେ।ଏହାକୁ ନେଇ ଏବେ ତାଙ୍କ ପ୍ରଶଂସକ ମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି।ତେବେ ସେ ଯାତ୍ରା ଜଗତରେ ଜଣେ ଜଣାଶୁଣା କଳାକାର ହୋଇ ଏତେ ଶୀଘ୍ର କଣ ପାଇଁ ବିଦାୟ ନେଲେ।

Leave a Reply

Your email address will not be published. Required fields are marked *