ଏବେ ଯାତ୍ରା ରେ ଆସିଲା ଟୁଙ୍ଗୁରୁ ଭୋଳ COMEDY ହସି ହସି ଗଡ଼ିଯିବେ ଯାତ୍ରା କମେଡ଼ି କୋଣାର୍କ ଗଣନାଟ୍ୟ ର ଏହି ନୂଆ ନାଟକ…ଦେଖନ୍ତୁ Video

ଏକ କମେଡି କଥା, କମେଡି ଉପରେ ଆଧାରିତ। ଅନ୍ୟ କୌଣସି ସଂଯୋଗ ନାହିଁ। ଏହା କମେଡି ଅଟେ।ତେବେ ଟୁଙ୍ଗୁରୁ ଭୋଳ ପ୍ରାୟ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରଲ। ଗୀତ ବି ତାଙ୍କର ହୋଇଛି ବୋଲି ଜଣା ଯାଇଛି। ବର୍ଷା ବି ବେସ ଭାଇରଲ।ତେବେ କିଛି ଦିନ ହେବ ଅନେକ ଭିଡିଓ ମଧ୍ୟ ତାଙ୍କ ଦୁଇ ଜଣଙ୍କ ଭାଇରଲ ହୋଇଥିଲା।

ଏକ କମେଡି କଥା ନେଇକି ଆସିଛୁ, ଯାହା ଆପଣଂକୁ ଆନନ୍ଦ ଦେଇପାରେ ବୋଲି ଅନୁମାନ।ଇଏ କୋଉ ଟୁଙ୍ଗୁରୁକୁ ଖୋଜୁଛି ବା।ସେଇ ଟୁଙ୍ଗୁରୁକୁ ଖୋଜୁ ନାହିଁ ତ ଯାହା ପାଇଁ ରାଜଧାନୀ ଉଠୁଚି ପଡ଼ୁଚି।ଇଏ ସେ ଟୁଙ୍ଗୁରୁ ଇଆଡକୁ କଣ ପାଇଁ ଆସିଚି।ଟୁଙ୍ଗୁରୁ ତୁ ଏଇଠି ଠିଆ ହେଇଚୁ।ମୁଁ ତତେ କେତେ ଆଡେ ଖୋଜିଲାଣି।

ଆଜି ପାଇଛି ମାନେ ଆଉ ଜମା ଛାଡିବି ନାହିଁ।ଆଜି ବାହା ହେବି ତାପରେ ଯାଇ ହୋଇ କଥା।ଟୁଙ୍ଗୁରୁ ତୁ ମତେ ଭଲ ପାଇଲୁ ମତେ କଥା ଦେଲୁ ମୋ ଜୀବନକୁ ପୁରା ବରବାଦ କରି ସାରିଲୁଣି।ଆଜି ପାଇଛି ମାନେ ବାହା ହେବି ତା ପରେ ଯାଇ ଯୋଉ କଥା।ଆରେ ମୁଁ ଟୁଙ୍ଗୁରୁ ନୁହେଁ।ମୁଁ ହୁଗୁଳା ସମସ୍ତଙ୍କୁ ଟାଇଟ କରେ।

ତମର କିଛି ଟାଇଟ କରିବାର ଅଛି କି।ଦେଖୁନ ଏଇ ଟୁଙ୍ଗୁରୁ ପଛରେ ବୁଲି ବୁଲି ମୋ ବ୍ଲାଉଜ କେମିତି ହୁଗୁଳି ଗଲାଣି।ତମେ ଟିକେ ଟାଇଟ କରି ଦେବ ନା।ମୁଁ ତତେ ସିଲେଇ କରୁଥିବା ମିସ୍ତ୍ରୀ ଭଳି ଦେଖା ଯାଉଚି ନା।ମୁଁ ତୋର ଟାଇଟ କରିଦେବି।ମୁଁ ମୋର ପରା ଅସମ୍ଭାଳ ହେଲାଣି ପ୍ଲିଜ ଦେଖ ଟିକେ।ତିର ସିନା ଦେବାକୁ ଉଚ୍ଛନ୍ନ ହେଲାଣି ମୋର ବା ଦେବାକୁ ଅସମ୍ଭାଳ ହେଲାଣି।

ମୁଁ ଟୁଙ୍ଗୁରୁ ସ୍ତ୍ରୀ ନୁହେଁ ମୁଁ ତାର ଲଭର।ତମେ ତିଏକ ଜଲଦି ଦେଖ।ମୋ ଘରେ ମୋ ମା ଅଛି ସିଏ ବା ମତେ ବାହାରକୁ ଜମା ଛାଡ଼ୁ ନାହିଁ।ବାପା କେବେ ଠାରୁ ମଲେଣି।ଆଚ୍ଛା ତମ ବୋଉର ବୟସ କେତେ ହେବ।ମୋ ବୋଉର ପାଖା ପାଖି ୪୦ ହେବ।ତମ ବୋଉର ରଙ୍ଗ ଗୌର ବର୍ଣ୍ଣ ନା।ହଁ ତମେ କେମିତି ଜାଣିଲ।ଆଚ୍ଛା ଟିକେ କହିଲ ମୋ ଟୁଙ୍ଗୁରୁ କଥା।ସେଇଟା କହିଲେ ଅଡ଼ୁଆ ହେବ।ତେବେ ଏହା ଏକ କମେଡି ଥିଲା।

Leave a Reply

Your email address will not be published. Required fields are marked *