ଚାଣକ୍ୟଙ୍କ ନୀତିରୁ ଜାଣନ୍ତୁ ଚରିତ୍ରହୀନ ମହିଳାଙ୍କ ବିଷୟରେ- ଏହି ପରି ଭାବେ ଜାଣିପାରିବେ ଆପଣ..

Spread the love

ଆମ ହିନ୍ଦୁଧର୍ମରେ ମହିଳାମାନଙ୍କୁ ଲଷ୍ମୀ ମାନାଯାଇଥାଏ।ଓ ନାରୀ ମାନଙ୍କୁ ପୂଜା କରାଯାଇଥାଏ।ଯଦି ଗୋଟେ ହିନ୍ଦୁ ପରିବାରରେ ଗୋଟେ ଝିଅ ଜନ୍ମ ହୋଇଥାଏ ତେବେ ଲୋକ କହିଥାନ୍ତି ଘରକୁ ମାତା ଲଷ୍ମୀ ଆସିଛନ୍ତି।ଓ ଯେବେ ଏକ ଝିଅ ବାହାହୋଇ ଶାଶୂ ଘରକୁ ଯାଇଥାଏ ତେବେ ବି ଲୋକ କହିଥାନ୍ତି ଘରକୁ ମାତା ଲଷ୍ମୀ ଆସିଛନ୍ତି।କହିବାର ଉଦେଶ୍ୟ ମହିଳାମାନଙ୍କୁ ଦେବୀଙ୍କର ଆଖ୍ୟା ଦିଆଯାଇଥାଏ।ଏମିତିରେ ବି ସବୁ ଝିଅ ବାପା ମାଆଙ୍କ ପାଇଁ ସ୍ୱଭାଗ୍ୟ ନେଇକି ଆସିଥାନ୍ତି।ପ୍ରାୟତଃ ଆପଣ ମାନେ ଶୁଣିଥିବେ ଲୋକମାନେ କହିଥାନ୍ତି କୌଣସି ସଫଳ ପୁରୁଷ ପଛରେ ଏକ ନାରୀର ହାତ ଅଛି।ଏହା ପୁରା ସତ୍ୟ ଅଟେ ସମସ୍ତ ମହିଳା ସମାନ ହୋଇନଥାନ୍ତି।କାରଣ ହାତର ପାଞ୍ଚ ଆଙ୍ଗୁଠି କେବେ ସମାନ ହୋଇନଥାଏ।କିଛି ମହିଳାଙ୍କ ଚରିତ୍ର ଠିକ ନଥାଏ।ଏପରି ମହିଳା ନିଜ କାଯ୍ୟ ଦ୍ଵାରା ଘରର ସମ୍ମାନ ହାନି କରିଥାନ୍ତି।ଏମାନଙ୍କୁ କୁଲଷ୍ମୀ କୁହାଯାଇଥାଏ।

ଏମିତିରେ ବି ମହିଳାମାନଙ୍କୁ ଚିନ୍ହିବା ସମ୍ଭବ ହୋଇନଥାଏ।କିନ୍ତୁ ଭାରତୀୟ ପୁସ୍ତକ ବୃହତ ସଂହିତା ଅନୁଯାଇ ଏପରି କିଛି ଉପାୟ କୁହାଯାଇଛି ଯାହା ଅନୁସାରେ ଆପଣ ମହିଳାଙ୍କୁ ଦେଖି ତାଙ୍କ ସ୍ୱଭାବ ବିଷୟରେ ଜାଣିପାରିବେ।ମହିଳାଙ୍କ ଶରୀରରେ ଏପରି କିଛି ଚିନ୍ହ ଅଛି ଯାହା ଦ୍ୱାରା ସେମାନେ କୁଲଷ୍ମୀ ବୋଲି ଚିହ୍ନଟ କରିଥାଏ।ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ସବୁ ଭୂମିକୁ ଛୁଇଁ ନଥାଏ ଏପରି ମହିଳା ସମୟ ସହିତ ନିଜର ବ୍ୟବହାର ବଦଳାଇ ଦେଇଥାନ୍ତି ଏମାନେ ବହୁତ ରାଗି ହୋଇଥାନ୍ତି।ଏମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥାଏ।

ଯେଉଁ ମହିଳାଙ୍କ ପାଦର ପଛ ଭାବ ମୋଟା ହୋଇଥାଏ ବା ତାହା ଉପରକୁ ଉଠିକି ଥାଏ ଏପରି ମହିଳା ବହୁତ ଅଶୁଭ ହୋଇଥାନ୍ତି।ଏମାନେ ଘର ପାଇଁ ବହୁତ ଅଶୁବିଧା ଆଣିଥାନ୍ତି।ଅନ୍ୟ ପଟେ ଯଦି ମହିଳାଙ୍କ ପାଦର ପଛ ଭାଗ ଶୁଷ୍କ ଭଳି ହୋଇଥାଏ ଏମାନେ ମଧ୍ୟ କୁଲଷ୍ମୀ ହୋଇଥାନ୍ତି।ଏମାନେ ଯେଉଁ ଘରେ ରହିଥାନ୍ତି ସେଠାରେ ସର୍ବଦା ଅଶୁବିଧା ଲାଗିରହିଥାଏ।

ଯେଉଁ ମହିଳାମାନଙ୍କର ପେଟ ପାତ୍ର ଭଳି ହୋଇଥାଏ ସେମାନେ ବହୁତ ଦରିଦ୍ର ହୋଇଥାନ୍ତି ଏମାନେ ସର୍ବଦା ଦୁଃଖ ପାଇଥାନ୍ତି।ପେଟ ଲମ୍ବା ଓ ପାତ୍ର ଭଳି ହେବା ଭଲ ନୁହେଁ।ଏହା ଅଶୁଭ ହୋଇଥାଏ।

ଯେଉଁ ମହିଳାଙ୍କ ମଥା ମୋଟା ହୋଇଥାଏ ସେ ନିଜ ଦିଅର ମାନଙ୍କ ପାଇଁ ବହୁତ ଅଶୁଭ ହୋଇଥାନ୍ତି।ଯେଉଁ ମହିଳାମାନଙ୍କର ପେଟ ଲମ୍ବା ହୋଇଥାଏ ସେ ନିଜ ଶଶୁର ମାନଙ୍କ ପାଇଁ ଅଶୁଭ ଓ ଯେଉଁମାନଙ୍କ ଅଣ୍ଟାର ତଳ ଭାବ ମୋଟା ହୋଇଥାଏ ସେମାନେ ନୁଜ ସ୍ୱାମୀ ପାଇଁ ଅଶୁଭ ଅଟନ୍ତି।

କେଉଁ ମହିଳା ମାନଙ୍କ ଓଠର ଉପର ଭାଗରେ ଅଧିକ କେସ ଥାଏ ଓ ଉଚ୍ଚତା ଅଧିକ ସେମାନେ ନିଜ ସ୍ୱାମୀ ପାଇଁ ବହୁତ ଅଶୁଭ ଅଟନ୍ତି।ଯେଉଁ ମହିଳାଙ୍କ କାନରେ ଅଧିକ କେସ ଥାଏ ବା କାନ ସମାନ ଆକାରର ନଥାଏ ସେମାନେ ଘରକୁ ଦୁଃଖ ଆଣିଥାନ୍ତି।

Leave a Reply

Your email address will not be published. Required fields are marked *