ନମିତା ଅଗ୍ରୱାଲ ଙ୍କ ସହ ଜନ୍ମଦିନ ପାଳନ କଲେ Chandita Padhy (ଲିସା) ସମସ୍ତଙ୍କ ଆଗେ ଏହି ବଡ ଖୁଲାସା କରିଦେଲେ ସେ

Spread the love

ତେବେ ଆମେ ଅଭିନେତ୍ରୀ ଲିଶା ଅର୍ଥାତ ଛନ୍ଦିତାଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଆମ ଓଡ଼ିଶାର ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତ୍ରୀ ଅଟନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିବା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ ମଧ୍ୟ କରି ପାରିଛନ୍ତି।

ଏହା ସହିତ ଏହି ଅଭିନେତ୍ରୀ ବର୍ତ୍ତମାନ ଏକ ନୂତନ ଧାରାବାହିକରେ ସମସ୍ତଙ୍କ ସମ୍ମୁଖକୁ ଆସିବାକୁ ଯାଉଛନ୍ତି।ସେହି ନୂତନ ଧାରାବାହିକ ହେଉଛି ସିଦ୍ଧାର୍ଥ ଟିଭିର ନୂତନ ଧାରାବାହିକ ମଙ୍ଗୁଳା କନ୍ୟା।ଏହା ସହିତ ଏହି ଧାରାବାହିକରେ ଲିସା ମଧ୍ୟ। ଅଭିନୟ କରିବାକୁ ଯାଉଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର। ଅଭିନୟ ପାଇଁ ଯେପରି ଭାବରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ନିକଟରେ ଏକ ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି ତାହା ଏକ ପ୍ରଶଂସନୀୟ କଥା।

ତେବେ ଏହି ଅଭିନେତ୍ରୀ ଜଣଙ୍କ ବର୍ତ୍ତମାନ ନିଜର ଅଭିନୟ ଜୀବନରେ ଅନେକ ସଫଳତା ପାଇ ସାରିଲେଣି।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ବର୍ତ୍ତମାନ କିଛି ଦିନ ତଳେ ନିଜର ଜନ୍ମଦିନ ପାଳନ କରିଥିଲେ।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ନିଜର ଜନ୍ମଦିନ ପାଳନ କରିଥିଲେ ଏହା ସହିତ ସେ ନିଜର ଜନ୍ମଦିନ ପାଳନ କରିବା ସମୟରେ

ସେଠାରେ ନମିତା ଅଗ୍ରୱାଲ,ତାଙ୍କର ପତି ସୀତାରାମ ଅଗ୍ରୱାଲ ଓ ଅନ୍ୟାନ୍ୟ ଅନେକ କଳାକାର ଉପସ୍ଥିତ ଥିଲେ।ଏହା ସହିତ ସେମାନେ ଏକାଠି ହୋଇ ତାଙ୍କର ଜନ୍ମଦିନ ପାଳନ କରିଥିଲେ।ଏହା ସହିତ ସେମାନେ ଏପରି ଏକାଠି ହୋଇ ଜନ୍ମଦିନ ପାଳନ କରିବାର କାରଣ ହେଉଛି ସେମାନେ ସେମାନେ ନିଜର ଧାରାବାହିକ ମଙ୍ଗୁଳା କନ୍ୟାର ସୁଟିଂରେ ବ୍ୟସ୍ତ ଥିଲେ।

ତେବେ ଏହି ସମୟରେ ସେମାନେ ଯେତେବେଳେ ଜାଣିବାକୁ ପାଇଲେ କି ଲିସାଙ୍କ ଜନ୍ମଦିନ ବୋଲି ସେହି ସମୟରେ ସେମାନେ ତାଙ୍କର ଜନ୍ମଦିନ ପାଳନ କରିବା ପାଇଁ ତତ୍ପର ହୋଇ ଥିଲେ।ଏହା ସହିତ ଏହି ସମୟରେ ସେମାନେ ସେଠାରେ ଅନେକ ଖୁସିରେ ନାଚ ଗୀତ ମଧ୍ୟ କରିଥିଲେ।ଏହା ସହିତ ଏହି ସମୟରେ ସେଠାରେ ଆଉ ଏକ କଥା ମଧ୍ୟ ହୋଇଥିଲା।

ସେଠାରେ ନମିତା ଅଗ୍ରୱାଲ ଚଳିତ ମାସ ଶେଷ ସୁଦ୍ଧା ଏହି ଧାରାବାହିକ ଆସିବାକୁ ଯାଉଛି ବୋଲି ଘୋଷଣା କରିଥିଲେ।ଏହା ସହିତ ସେଠାରେ ସେମାନେ ଅନେକ ସମୟ ପର୍ଯ୍ୟନ୍ତ ଏକାଠି ଥିଲେ।ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ମଧ୍ୟ ହୋଇ ସାରିଛନ୍ତି।

ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ବର୍ତ୍ତମାନ ଅନେକ ଚଳଚ୍ଚିତ୍ରରେ ଅଭିନୟ ମଧ୍ଯ କରି ସାରିଲେଣି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରୁଥିବାରୁ ସେ ବର୍ତ୍ତମାନ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *