ଅଭିନେତା Sidhartha ଶୁକ୍ଲା ଙ୍କ ସମ୍ପତି ବିଷୟରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ,ଏତେ କୋଟ କୋଟି ଟଙ୍କାର ମାଲିକ ଥିଲେ,Lifestyle ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Spread the love

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।୧୯୮୦ ମସିହାରେ ଜନ୍ମ ହୋଇଥିବା ଏହି ଅଭିନେତାଙ୍କ ବୟସ ତାଙ୍କର ମୃତ୍ୟୁ ସମୟରେ ମାତ୍ର ୪୦ ବର୍ଷ ହୋଇଥିଲା।ତେବେ ଏହି ଅଭିନେତାଙ୍କର ଏକ ବହୁତ ବଡ଼ ପରିଚୟ ଥିଲା।ସେ ୨୦୨୦ ମସିହାର ବିଗ ବସର ବିଜେତା ହୋଇଥିଲେ।ଏହା ସହିତ ସେ ପିଲାବେଳୁ ଅଭିନୟ ଓ ମଡେଲିଂ କରିବାକୁ ପସନ୍ଦ କରୁଥିଲେ।କିନ୍ତୁ ସେ ଅଧିକ ଲାଜକୁଳା ସ୍ଵାଭବର ହୋଇ ଥିବାରୁ ସେ ଅଧିକ ଅଭିନୟ କିମ୍ବା ମଡେଲିଂ କରିବା ପାଇଁ ଇଚ୍ଛା କରନ୍ତି ନାହିଁ।

ସେ ପିଲାବେଳୁ ପାଠ ପଢିବା ପାଇଁ ବହୁତ ଭଲ ପାଆନ୍ତି ସେଥିପାଇଁ ସେ ଜଣେ ବହୁତ ଭଲ ଛାତ୍ର ମଧ୍ୟ ଥିଲେ।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ଜୀବନର ଆରମ୍ଭ କିପରି ହୋଇଥିଲା ଏହା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଏହି ଅଭିନେତାଙ୍କ ଅଭିନୟ ଜୀବନର ଆରମ୍ଭରେ ତାଙ୍କର ମାଆଙ୍କ ମୁଖ୍ୟ ଭୂମିକା ରହିଛି।

ସେ ଥରେ ପେପର ପଢୁଥିବା ସମୟରେ ଥରେ ଏକ ମଡେଲିଂର ବିଜ୍ଞାପନ ଦେଖିଲେ।ଏହାପରେ ସେ ନିଜର ପୁଅ ସିଦ୍ଧାର୍ଥଙ୍କୁ ଏଥିରେ ଅଂଶ ଗ୍ରହଣ କରିବା ପାଇଁ କହିଥିଲେ।ସିଦ୍ଧାର୍ଥ ପିଲାବେଳୁ ଅଧିକ ଆକର୍ଷଣୀୟ ଥିଲେ।ସେଥିପାଇଁ ତାଙ୍କର ସମସ୍ତ ପଡୋଶୀ ମଧ୍ୟ ତାଙ୍କୁ ଅନେକ ମାତ୍ରାରେ ପସନ୍ଦ କରନ୍ତି।

ତେବେ ସେ ଏହାପରେ ମଧ୍ୟ ନିଜର ମାଆଙ୍କ କଥା ମାନି ଏହି ପ୍ରତିଯୋଗିତାରେ ଭାଗ ନେଲେ।ଏହାପରେ ସେ ଏହି ପ୍ରତିଯୋଗିତାରେ ବିଜୟୀ ମଧ୍ୟ ହେଲେ।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ମଧ୍ୟ ଅନେକ ଭାବରେ ଆକର୍ଷଣୀୟ ହୋଇଥାଏ।ତେବେ ଏହି ଅଭିନେତା ଏହାପରେ ଧୀରେ ଧୀରେ ଭାରତର ସମସ୍ତ ଲୋକଙ୍କ ପାଖରେ ପରିଚିତ ହେବାକୁ ଆରମ୍ଭ କଲେ।

ଏହାପରେ ତାଙ୍କୁ ସୋନି ଟିଭି ତରଫରୁ ଏକ ଧାରାବାହିକରେ ଅଭିନୟ କରିବା ପାଇଁ ମଧ୍ୟ ସୁଯୋଗ ମିଳିଲା।ତେବେ ଏହି ଧାରାବାହିକ ଥିଲା ତାଙ୍କର ଅଭିନୟ କରିବାର ପ୍ରଥମ ଧାରାବାହିକ।ତେବେ ଏହି ଧାରାବାହିକରେ ସେ ଅନେକ କିଛି ଶିକ୍ଷା କଲେ।ଏହା ସହିତ ସେ ଅନେକ ଭଲ ଭାବରେ ଅଭିନୟ କରି ସମସ୍ତ ଦର୍ଶକ ମାନଙ୍କ ପାଖରେ ନିଜକୁ ପରିଚିତ କରିବା ସହିତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ମଧ୍ୟ ସଫଳ ହୋଇ ପାରିଥିଲେ।

ଏହା ଧାରାବାହିକ ଜରିଆରେ ସେ ଅନେକ ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଲେ।ଏହା ସହିତ ସେ ବିଗ ବସ ସିଜନ ୧୩ ର ବିଜେତା ମଧ୍ୟ ହୋଇଥିଲେ।ଏହା ପରେ ତାଙ୍କର ମାଆଙ୍କ ନାମ ହେଉଛି ରିଟା ଶୁକ୍ଳା।ତାଙ୍କର ଦୁଇଜଣ ଭଉଣୀ ମଧ୍ୟ ଅଛନ୍ତି।ଏହା ସହିତ ତାଙ୍କର ବାନ୍ଧବୀଙ୍କ ନାମ ହେଉଛି ସେହେନାଜ ଗିଲ।

ତେବେ ସେ ମଧ୍ୟ ଆଗକୁ ଅନେକ ଫିଲ୍ମ ଓ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି।ସେ ନିଜର ପରିବାର ସହିତ ମୁମ୍ବାଇରେ ରହି ଥାଆନ୍ତି।ତେବେ ଏହି ଅଭିନେତାଙ୍କ ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ଲାଗିଥାଏ।ତେବେ ତାଙ୍କର ଏଭଳି ଅଚାନକ ହୃଦଘାତରେ ମୃତ୍ୟୁ ହୋଇଯିବା ଫଳରେ ସମସ୍ତ ଲୋକ ବର୍ତ୍ତମାନ ଦୁଃଖିତ ଅଛନ୍ତି।

Leave a Reply

Your email address will not be published. Required fields are marked *