ଛେଳି ପେଟରୁ ଜନ୍ମ ନେଲା ମଣିଷ ପରି ଛୁଆ – ଫୋଟୋ ଦେଖିଲେ ଆପଣ ମଧ୍ୟ ଚମକି ପଡିବେ – ଏବେ ଦେଖି ନିୟନ୍ତୁ

Spread the love

ସାଧାରଣତଃ ପ୍ରତ୍ୟେକ ଜୀବଜନ୍ତୁ ନିଜ ଭଳି ଦେଖାଯାଉଥିବା ଛୁଆକୁ ଜନ୍ମ ଦେଇଥାନ୍ତି।ଯଦି ଅନ୍ୟ କୌଣସି ଜୀବ ଜନ୍ତୁ ମଣିଷ ଭଳି ଦେଖା ଯାଉଥିବା ଛୁଆକୁ ଜନ୍ମ ଦେଇ ଥାଆନ୍ତି ତେବେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।ଏମିତି ଏକ ଖବର ଆସିଛି କି ଗୋଟିଏ ଛେଳି ଗୋଟିଏ ମଣିଷ ଭଳି ଦେଖା ଯାଉଥିବା ଛୁଆକୁ ଜନ୍ମ ଦେଇଛି।ଫଳରେ ସେହି ଛୁଆ ଟିର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଗୋଟିଏ ଛେଳି ଠାରୁ ଗୋଟିଏ ମଣିଷ ଭଳି ଦେଖା ଯାଉଥିବା ଛୁଆ ଜନ୍ମ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି।

କିଭଳି ଭାବରେ ଗୋଟିଏ ଛେଳି ଛୁଆ ଠାରୁ ଗୋଟିଏ ମଣିଷ ଭଳି ଦେଖା ଯାଉଥିବା ଛୁଆ ଜନ୍ମ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ଏଭଳି ଭାବରେ ଗୋଟିଏ ଛେଳି ଛୁଆ ଠାରୁ ଗୋଟିଏ ଅଦ୍ଭୁତ ଧରଣର ଛୁଆ ଜନ୍ମ ହେବା ଏହା କୌଣସି ସୂଚନା ଦେଉନାହିଁ ତ।ଅନେକ ଲୋକଙ୍କର କହିବା କଥା କି ଏହା କଳିଯୁଗ ସମାପ୍ତିର ସୂଚନା ଦେଉଛି।ମଣିଷ ମାନେ ଯେଉଁ ଯେଉଁ କୁକର୍ମ କରିବାରେ ଲାଗିଛନ୍ତି ଏହା ସେହି କର୍ମକୁ ଠିକ କରିବା ପାଇଁ ଏକ ସଂକେତ ମାତ୍ର।ଯଦି ମନୁଷ୍ୟ ମାନେ ନିଜକୁ ପରିବର୍ତ୍ତନ ନ କରନ୍ତି ତେବେ ପରିସ୍ଥିତି ଅଧିକ ଜଟିଳ ହୋଇପଡିବ।

ଆମ ଦେଶର କର୍ଣ୍ଣାଟକ ରାଜ୍ୟର ମିଶୁଲି ଜିଲ୍ଲାରେ ଏକ ଛେଳି ଏକ ମଣିଷ ଭଳି ଦେଖା ଦେଉଥିବା ଛୁଆକୁ ଜନ୍ମ ଦେଇଛି।ଯାହା ଦେଖିବାକୁ ବିଲକୁଲ ମଣିଷ ଭଳି।ଏହାର ଦୁଇଟି ହାତ,ଦୁଇଟି ଗୋଡ଼ ସହ ମଣିଷ ଭଳି ଦେଖା ଯାଉଥିବା ଏକ ମୁଣ୍ଡ ମଧ୍ୟ ରହିଛି।ଖବର ଅନୁସାରେ ଏହି ଛେଳି ହେଉଛି ଭାସ୍କର ନାମକ ଲୋକର ଓ ଏହି ଘଟଣା ହେଉଛି ଶରତପୁର ଗ୍ରାମର।ଏହି ଘଟଣା ଦେଖିବା ପରେ ସେହି ବ୍ୟକ୍ତି ଜଣକ ଟିକେ ଭୟ କରି ଯାଇଥିଲେ।କାରଣ ଏପରି ହେବାର ସେ କେବେ ଆଗରୁ ଦେଖି ନଥିଲେ।

ଏହି ଖବର ପାଖରେ ଥିବା ସମସ୍ତ ଗ୍ରାମରେ ଖେଳିଗଲା।ଏହି ଛେଳିର ଗଠନ ଅଧାରୁ ଅଧିକ ମଣିଷ ଭଳି।କେବଳ କାନ ଓ ଗୋଡ଼କୁ ଛାଡ଼ିଦେଲେ ବାକି ସମସ୍ତ ଅଙ୍ଗର ଗଠନ ମଣିଷର ଶରୀରର ଅଙ୍ଗ ଭଳି।ଏହି ଛେଳି ଛୁଆ ଏହି ଭଳି ଆଶ୍ଚର୍ଯ୍ୟକର ରୂପକୁ ଦେଖିବା ପାଇଁ ଆଖ ପାଖ ଗ୍ରାମର ପାୟ ହଜାର ହଜାର ଲୋକ ସେହିଠାରେ ରୁଣ୍ଡ ହେବାରେ ଲାଗିଲେ।ଯାହା ସେଠାକାର ପୋଲିସ ମାନଙ୍କ ପାଇଁ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କଲା।ଏତେ ସଂଖ୍ୟାରେ ଲୋକଙ୍କୁ ସମ୍ଭାଳିବା ଅଳ୍ପ କିଛି ପୋଲିସ ମାନଙ୍କ ପାଇଁ ବହୁତ ବଡ଼ ସମସ୍ୟା ହୋଇଯାଇଥିଲା।

ଏହି ଛେଳି ଛୁଆଟି ଜନ୍ମ ହେବାର ଅଳ୍ପ କିଛି ସମୟ ପରେ ମରି ଯାଇଥିଲା।ମାତ୍ର ସେହି ଛେଳି ଛୁଆ ଟିର ଭିଡିଓ ଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏଭଳି ଗୋଟିଏ ଅଦ୍ଭୁତ ଧରଣର ଛେଳି ଛୁଆଟିଏ ଜନ୍ମ ନେବା ଫଳରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଅନେକଙ୍କ କହିବା ଅନୁସାରେ ଗୋଟିଏ ଛେଳି ଛୁଆ ଠାରୁ କିଭଳି ଭାବରେ ଏପରି ଗୋଟିଏ ମଣିଷ ଭଳି ଛୁଆ ଜନ୍ମ ନେଇପାରିଲା।ଅନେକ ବୈଜ୍ଞାନିକ ବର୍ତ୍ତମାନ ଏହା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି।

Leave a Reply

Your email address will not be published. Required fields are marked *