ଓଡ଼ିଆ କମେଡିଆନ Gudu ନିଜ ବାହାଘର Reception Party ଦେଲେ,ଏହି ଓଡ଼ିଆ ହିରୋ ଓ ହିରୋଇନ ସାମିଲ ହେଇକି ମସ୍ତି କଲେ ଗୁଡୁଙ୍କ ସହ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ଆପଣମାନେ ଯଦି ଓଡିଶା ବାସି ଅଟନ୍ତି ତେବେ ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖୁଥିବେ ଏବଂ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଥିବେ।ଓଡ଼ିଆ ଫିଲ୍ମ ଆଜି କାଲି ସମ୍ପୂର୍ଣ୍ଣ ଟ୍ରେଣ୍ଡରେ ଚାଲିଛି।ଏହା ପ୍ରାୟ ସମସ୍ତିଙ୍କୁ ପସନ୍ଦ ଆସିଥାଏ।ଦିନକୁ ଦିନ ଓଡ଼ିଆ ଫିଲ୍ମର ଚାହିଦା ବଢ଼ିବାରେ ଲାଗିଛି।ଯେତେବେଳେ କୌଣସି ଏକ ଭଲ ଫିଲ୍ମ ସମ୍ନାକୁ ଆସିଥାଏ ସିନେମା ହଲ ଆଗରେ ଦର୍ଶକ ଏବଂ ଫ୍ୟାନ ମାନଙ୍କ ଭିଡ଼ ମଧ୍ୟ ହୋଇଥାଏ।

ଏବଂ ଆପଣ ଅନେକ ସ୍ଥାନରେ ଲୋକ ମାନଙ୍କ ମୁଖରୁ ସେହି ଫିଲ୍ମର ଚର୍ଚ୍ଚା ମଧ୍ୟ ଶୁଣିବାକୁ ପାଇଥାନ୍ତି।ଏହି ସବୁ ଓଡ଼ିଆ ଫିଲ୍ମକୁ ଚାରଚାନ୍ଦ ଲଗାଇବାର ସକ୍ଷମ ହୋଇଥାନ୍ତି ଏଥିରେ ଅଭିନୟ କରୁଥିବେ ଅଭିନେତା ଏବଂ ଅଭିନେତ୍ରୀ।ସେମାନଙ୍କ ଅଭିନୟ ଏକ ଫିଲ୍ମକୁ ସୁନ୍ଦର ଏବଂ ଆକର୍ଷଣୀୟ କରିଥାଏ।ଏହା ଦ୍ୱାରା ଲୋକମାନେ ଏହି ଫିଲ୍ମକୁ ଅଧିକରୁ ଅଧିକ ମାତ୍ରାରେ ପସନ୍ଦ କରିଥାନ୍ତି।

ସବୁ ଠାରୁ ଅନ୍ୟ ଏକ ମୁଖ୍ୟ ଭୂମିକା ଥାଏ କମେଡିଆନ ମାନଙ୍କର।କୌଣସି ଏକ ଫିଲ୍ମକୁ ମଜଳିଆ ବନେଇବାରେ ସାହାଯ୍ୟ କରିଥାନ୍ତି।ଯେଉଁ ଫିଲ୍ମରେ କମେଡି ଥାଏ ଦର୍ଶକ ମାନେ ଅତି ଆନନ୍ଦର ଏହିତ ସେହି ଫିଲ୍ମକୁ ଉପଭୋଗ କରିଥାନ୍ତି।ସେହି କମେଡି ଭୂମିକାକୁ ଉପଯୁକ୍ତ ଭାବରେ ନିଭେଇଥାନ୍ତି କମେଡିଆନ ମାନେ।ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରୁ ପ୍ରମୁଖ କମେଡିଆନ ହେଉଛନ୍ତି ଗୁଡୁ।

ଆପଣମାନେ ଓଡ଼ିଆ ହାସ୍ୟ ଅଭିନେତା ଗୁଡୁଙ୍କୁତ ନିଶ୍ଚୟ ଭାବରେ ଜାଣିଥିବେ।ତାଙ୍କ କମେଡି ସମସ୍ତିଙ୍କୁ ଖୁବ ପସନ୍ଦ ଆସିଥାଏ।ଏବଂ ତାଙ୍କୁ ପରଦା ଉପରେ ଦେଖିବା ଅନେକ ଲୋକ ଖୁବ ପସନ୍ଦ କରିଥାନ୍ତି।ସେ ଲୋକଙ୍କୁ ହସାଇବାରେ କୌଣସି ସୁଯୋଗ ଛାଡିନଥାନ୍ତି।ଆଜି ଆମେ ସେହି ଗୁଡୁଙ୍କ ବିବାହ ସମ୍ପର୍କରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ଯେଉଁ ଖବର ସାମ୍ନାକୁ ଆସୁଛି ବିବାହ ପରେ କମେଡିଆନ ଗୁଡୁ ନିଜ ବାହାଘରର ଭୋଜି ବା ରିସେପସନ ବାଣ୍ଟିଦେଇଛନ୍ତି।ଆପଣମାନେ ତ ଜାଣିଥିବେ ଏହି କିଛି ଦିନ ହେବ ସୋସିଆଲ ଆକାଉଣ୍ଟରୁ ଭଲ ପାଇ ତାଙ୍କ ବାନ୍ଧବୀ ପ୍ରିୟଙ୍କାକୁ ସେ ବିବାହ କରିଥିଲେ।ତେବେ ୪୬ ଦିନର ଭଲ ପାଇବା ମଧ୍ୟରେ ତାଙ୍କର ବିବାହ କାର୍ଯ୍ୟଟି ସେ ସମ୍ପନ୍ନ କରିଥିଲେ।

ତେବେ ବିବାହର ଏତେ ଦିନ ପରେ ଲକ ଡାଉନ ଖୋଲିବାରୁ ସେ ନିଜ ବିବାହର ଭୋଜି ବା ପାର୍ଟି ଦେଇଛନ୍ତି।ଯାହାକି ଆପଣମାନେ ଏହି ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ପାଉଥିବେ।ଏହି ପାର୍ଟିରେ ତାଙ୍କ ପରିବାର ସହିତ ତାଙ୍କ ସାଙ୍ଗମାନେ ମଧ୍ୟ ରହିଥିଲେ।ତେବେ ଖୁବ ଧୂମ ଧାମରେ ବିବାହର ଭୋଜି ବା ରିସେପସନର କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି ଗୁଡୁ।

Leave a Reply

Your email address will not be published. Required fields are marked *