ପପୁ ପମ ପମ ଙ୍କ ସ୍ତ୍ରୀ ଙ୍କୁ ଆପଣ ଦେଖିଛନ୍ତି କି ? ସୁନ୍ଦରତା ରେ ବଡ ବଡ ଓଡ଼ିଆ ହିରୋଇନ ତାଙ୍କ ଆଗେ ଫିକା ପଡିଯିବେ – ଓଡ଼ିଆ କମେଡିଆନ ମାନଙ୍କ ସ୍ତ୍ରୀ ମନକୁ ଦେଖି ନିୟନ୍ତୁ

Spread the love

ଆମେ ସମସ୍ତେ ଓଡ଼ିଆ ଫିଲ୍ମ ଦେଖିଥାଉ।ଏହା ସହିତ ଏହି ଫିଲ୍ମରେ ହାସ୍ୟ ଅଭିନେତା ମାନେ ଆମର ଅନେକ ମନୋରଞ୍ଜନ କରିଥାନ୍ତି।ସେମାନେ ସମସ୍ତଙ୍କୁ ହସାଇ ହସାଇ ସେମାନଙ୍କର ସନୋରଞ୍ଜନ କରନ୍ତି।ହାସ୍ୟ ଅଭିନେତାଙ୍କ ବିନା ଆମେ ଆମ ଓଡ଼ିଆ ଫିଲ୍ମର କଳ୍ପନା ମଧ୍ୟ କରିପାରିବା ନାହିଁ।ତେବେ ଆମେ ସମସ୍ତେ ଆମ ଓଡ଼ିଆ ସିନେମା ଜଗତର ସମସ୍ତ ହାସ୍ୟ ଅଭିନେତାଙ୍କୁ ବହୁତ ଭଲ ଭାବରେ ଜାଣୁ।ତେବେ ଆମେ କେବେ ସେମାନଙ୍କର ପତ୍ନୀଙ୍କ ବିଷୟରେ କେବେ ଜାଣିବାକୁ କୌଣସି ପ୍ରୟାସ କରି ନଥାଉ।

ତେବେ ଆମେ ବର୍ତ୍ତମାନ ଆମ ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତାଙ୍କ ପତ୍ନୀଙ୍କ ସମ୍ପର୍କରେ ଆଲୋଚନା କରିବା।ପ୍ରଥମେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ କୁନା ତ୍ରିପାଠୀ।ଯିଏକି ଓ ଟିଭିରେ ପ୍ରସାରିତ ହେଉଥିବା ନ୍ୟୁଜ ଫିୟୁଜରେ ବର୍ତ୍ତମାନ ସମସ୍ତଙ୍କୁ ହସାଇବା କାର୍ଯ୍ୟ କରୁଛନ୍ତି।ତେବେ ତାଙ୍କର ପତ୍ନୀଙ୍କ ନାମ ସଙ୍ଗୀତା ତ୍ରିପାଠୀ।ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି।ତେବେ ତାଙ୍କ ପତ୍ନୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

ଏହାପରେ ହେଉଛନ୍ତି ଆମ ଓଡ଼ିଆ ହାସ୍ୟ ଅଭିନେତା ଯୋଗେଶ ଯୋଯୋ। ତାଙ୍କର ଏହି ଦୁଇ ମାସ ତଳେ ବିବାହ ସମ୍ପନ୍ନ ହୋଇଛି।ଏହା ସହିତ ତାଙ୍କର ପତ୍ନୀଙ୍କ ନାମ ହେଉଛି ଅନଭି ଅଞ୍ଜୁ।ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

ଏହାପରେ ହେଉଛନ୍ତି ହରି ମହାପାତ୍ର।ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଏହା ସହିତ ସେ ନିଜର ଅଭିନୟ ଜୀବନ ପରେ ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ନିଜର ଜୀବନ ଆଗକୁ ବଢାଇଛନ୍ତି।ଏହା ସହିତ ତାଙ୍କର ପତ୍ନୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

ଏହାପରେ ହେଉଛନ୍ତି ଜୟୀରାମ ସାମଲ।ଆମେ ସମସ୍ତ ଜୟୀରାମ ସାମଲଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ତାଙ୍କର ଅଭିନୟ କରିବାର କଳା ସମସ୍ତ ଓଡ଼ିଶା ବାସୀଙ୍କୁ ମୁଗ୍ଧ କରିଥାଏ।ତେବେ ତାଙ୍କର ବୟସ ବର୍ତ୍ତମାନ ୮୫ ବର୍ଷ ଅଟେ।ତାଙ୍କର ପତ୍ନୀ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି।ସେ ଜଣେ ଉଚ୍ଚ ଶିକ୍ଷିତ ମହିଳା ଅଟନ୍ତି।

ଏହାପରେ ହେଉଛନ୍ତି ପପୁ ପମପମ।ଆମେ ସମସ୍ତେ ପପୁଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଏକ ଉଚ୍ଚ କୋଟୀର ହାସ୍ୟ ଅଭିନେତା।ତାଙ୍କର ଅଭିନୟ ଜୀବନ ମଧ୍ୟରେ ସେ ଅନେକ ଥର ହିରୋ ଭୂମିକାରେ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିଛି।ତେବେ ସେ ଏହି କିଛିଦିନ ତଳେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ।କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।ତାଙ୍କର ପତ୍ନୀ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି।ଏହା ସହିତ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।ସେ ବର୍ତ୍ତମାନ ନିଜ ଘରେ ନିଜର ପରିବାର ସହ ରହୁଛନ୍ତି।

Leave a Reply

Your email address will not be published. Required fields are marked *